ନମସ୍କାର ଦର୍ଶକବନ୍ଧୁ ଆଖିରୁ ସବୁ ଲୁହ ପୋଛିଦିଅ କାରଣ ଆଜି ରାତିଠାରୁ ଆପଣଙ୍କ ସବୁ କଷ୍ଟ ଦୂର କରିବେ ପ୍ରଭୁ ବଜରଙ୍ଗ ବାଲି |ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ କହିବୁ ଯାହାର ଭାଗ୍ୟ ଏବେ ସମ୍ପୂର୍ଣ୍ଣ ଭାବରେ ବଦଳିବାକୁ ଯାଉଅଛି ଆଜି ରାତିଠାରୁ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବ ନିଜ ରାଶି ପରିବର୍ତ୍ତନ କରିବେ ସୂର୍ଯ୍ୟଦେବ କନ୍ୟା ରାଶିରୁ ବୃଷ ରାଶିକୁ ପ୍ରବେଶ କରିବାକୁ ଯାଉଛନ୍ତି ଯେଉଁଠାରେ ପ୍ରଥମରୁ ହିଁ ଶନିଦେବ ବିରାଜମାନ ରହିଛନ୍ତି |ଆପଣଙ୍କୁ କହିରଖୁଛୁ ଯେ ଏହି ପରିବର୍ତ୍ତନ କିଛି ରାଶିମାନଙ୍କ ପାଇଁ ଏହି ସମୟ ବିଶେଷ ଶୁଭ ହେବାକୁ ଯାଉଛି ଯାହାର ଫାଇଦା ଯଦି ଆପଣ ଏବେ ଉଠାଇବାକୁ ଚାହୁଁଛନ୍ତି ତେବେ ଉଠାଇ ପାରନ୍ତି |କାରଣ ଏହି ରାଶିର ଲୋକମାନଙ୍କ ପାଇଁ ଏହି ସମୟ ବିଶେଷ ଭାବରେ ଶୁଭ ଅଟେ ଏହି ରାଶିର ଲୋକମାନଙ୍କ ଉପରେ ପ୍ରଭୁ ବଜରଙ୍ଗ ବାଲିଙ୍କ ବିଶେଷ କୃପା ହେବାକୁ ଯାଉଛି ଆଜିଠାରୁ ଭଲ ଦିନ ଆରମ୍ଭ ହେବାକୁ ଯାଉଛି |ଆସନ୍ତୁ କଣ ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ଯେଉଁ ମାନଙ୍କ ଉପରେ ପ୍ରଭୁ ବଜରଙ୍ଗ ବାଲିଙ୍କ କୃପା ଦୃଷ୍ଟି ରହିବାକୁ ଯାଉଅଛି |
ମେଷ ରାଶି -ଏହି ରାଶିର ଭାଗ୍ୟ ଏବେ ଅଚାନକ ଭାବରେ ଚମକିବାକୁ ଯାଉଛି ଏହି ରାଶିର ଭାଗ୍ୟରେ ଅନେକ ଖୁସି ଆସିପାରେ ଏହି ରାଶିର ଲୋକେ ଏବେ ସଫଳ ଜୀବନ ବ୍ୟତୀତ କରିବେ ଏମାନଙ୍କ ଧନ ଦୌଲତରେ ବୃଦ୍ଧି ହେବ |ଏମାନଙ୍କ ଜୀବନରେ ଖରାପ ସମୟ ଏବେ ସମାପ୍ତ ହୋଇ ସାରିଛି ଏମାନଙ୍କ ଜୀବନରେ ସବୁ ସମସ୍ୟା ପ୍ରଭୁ ବଜରଙ୍ଗ ବାଲି ସମାପ୍ତ କରିଦେବେ |ଏହି ରାଶିର ଲୋକେ ଏକ ସଫଳ ଜୀବନ ବ୍ୟତୀତ କରିପାରିବେ ଏବେ ଆପଣ ପ୍ରଭୁ ହନୁମାନ ଜିଙ୍କ ଆରାଧନା କରନ୍ତୁ ଏହା ଆପଣଙ୍କ ପାଇଁ ସବୁଠାରୁ ଭଲ ହେବ |
ମିଥୁନ ରାଶି -କହିଦେଉଚୁ ଯେ ବହୁତ ଦିନ ପରେ ଏହି ରାଶିର ଲୋକମାନଙ୍କ ଏବେ ଖରାପ ସମୟ ସମାପ୍ତ ହୋଇଯାଇଛି ଯାହାର ଫଳରେ ଏହି ରାଶିର ଲୋକମାନଙ୍କୁ ବଡ଼ ସଫଳତା ଏବେ ପ୍ରାପ୍ତ ହେବ |ଏମାନଙ୍କ ଭାଗ୍ୟ ହଟାତ ଚମକି ଉଠିବ ପାଠ ପଢ଼ୁଥିବା ପିଲା ପାଠ ପଢ଼ୁଥିବା ପିଲାମାନଙ୍କ ବହୁତ ଭଲ ରହିବାକୁ ଯାଉଅଛି |ଏମାନଙ୍କ ପରିଶ୍ରମ ଏବେ ଭଲ ଫଳ ଦେବ |ତଥା ବ୍ୟାପାର ବାଣିଜ୍ୟରେ ବଡ଼ ଲାଭ ମିଳିବାର ସୁଯୋଗ ବନୁଛି |
ସିଂହ ରାଶି -ରାଶିର ବ୍ୟକ୍ତିମାନେ ବହୁତ ଶୀଘ୍ର ରୋଜଗାର କରିବାର ସଙ୍କେତ ମିଳୁଛି ପ୍ରଭୁ ହନୁମାନଙ୍କ କୃପାରୁ ଆପଣ ଯଦି କୌଣସି ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ କୌଣସି ବ୍ୟକ୍ତିକୁ ନିଜ କାର୍ଯ୍ୟରେ ଭାଗୀଦାରୀ ହେବାକୁ ଚାହୁଁଛନ୍ତି ତେବେ ଏହା କରିବା ପୂର୍ବରୁ ସମସ୍ତ ଜିନିଷ ପାଖରୁ ସବୁ ଆଡ଼େ ଟିକେ ଦେଖି ନିଅନ୍ତୁ ଏବଂ ସବୁ ଜାଗାରେ ଆପଣ ସାବଧାନ ଏବଂ ସତର୍କତା ଅବଲମ୍ବନ କରନ୍ତୁ |
ତୁଳା ରାଶି -ବିଜନେସରେ ଆପଣଙ୍କୁ ସଫଳତା ମିଳିବ ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତ କରିବେ ଘର ପରିବାରରେ ଖୁସିର ମାହାଲ ଲାଗି ରହିବ ଏହି ରାଶିର ବ୍ୟକ୍ତିମାନେ ନିଜ ଜୀବନ ସାଥୀଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନ ହସ ଖୁସିରେ ଭରି ରହିବ ଏହା ସହିତ ଏହି ରାଶିର ବ୍ୟକ୍ତିମାନେ ସମାଜରେ ନିଜର ପ୍ରତିଷ୍ଠା ହାସଲ କରିବେ |
କୁମ୍ଭ ରାଶି -ଆପଣଙ୍କୁ କହି ରଖୁଛୁ ଯେ ଆପଣଙ୍କୁ ଆପଣଙ୍କ ପରିବାରର ସମ୍ପୂର୍ଣ୍ଣ ସହଯୋଗ ମିଳିବ ଘରକୁ କୁଣିଆ ମାନଙ୍କ ଆଗମନ ହେବ ଦାମ୍ପତ୍ୟ ଜୀବନ ଆପଣଙ୍କ ଅନୁକୂଳ ରହିବ |ଛାତ୍ର ଛାତ୍ରୀ ମାନଙ୍କ ପାଠ ପଢା ପ୍ରତି ଧ୍ୟାନ ବଢିବ ଚାକିରୀ ପାଇଁ ପ୍ରସ୍ତାବ ଆସିପାରେ ଯାହା ଆପଣଙ୍କ ପାଇଁ ବହୁତ ଅନୁକୂଳ ରହିଛି ଧନ କମାଇବାର ଆପଣଙ୍କୁ ନୂଆ ନୂଆ ଅବସର ମିଳିବ |ଆପଣଙ୍କ ଜୀବନରେ ଅପାର ଖୁସି ଆସିବ |ପୁରୁଣା ଉଦ୍ଧାର ଦେଇଥିବା ଧନ ଆପଣଙ୍କ ପାଖକୁ ଫେରିଯିବ |