ଏବେ ଏବେ ପୁଣି School ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା କିଛି ବଡ଼ ଖବର, ସରକାର ନେଲେ ବଡ ନିଷ୍ପତି ଆସନ୍ତା 8 ତାରିକରୁ ସବୁ ସ୍କୁଲ ଛୁଟି ,ଶୀଘ୍ର ଦେଖନ୍ତୁ…

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଛାତ୍ର ଛାତ୍ରୀଙ୍କୁ ନେଇ ଆସିଲା ବହୁତ ବଡ଼ ଅପଡେଟ 8 ତାରିକରେ ସ୍କୁଲ ଛୁଟି ହେବ ଏହାକୁ ନେଇ ଆସି ସାରିଛି ବହୁତ ବଡ଼ ଅପଡେଟ |8 ରୁ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ ଆସନ୍ତା 8 ତାରିକରୁ ରାଜ୍ୟରେ 50,000 ପ୍ରାଥମିକ ବିଦ୍ୟାଳୟ ତାଲା ପଡ଼ିବ |ପ୍ରଥମିକ ଶିକ୍ଷକକୁ କେନ୍ଦ୍ରୀୟ ହାରରେ ଦରମା ,କ୍ରୀଡା ଏବଂ କଳା ଶିକ୍ଷକଙ୍କ କ୍ଷେତ୍ରରେ କ୍ୟାରିୟର ଆଢଭାନ୍ସ ପଲିସି ଲାଗୁ ଜୁନିୟର ଶିକ୍ଷକଙ୍କ ନିୟମିତ ମାନ୍ୟତା ,ଗଣ ଶିକ୍ଷକଙ୍କ ଏକ୍ସ କ୍ୟାଡର ହଟାଇବା ପ୍ରମୁଖ ଦାବି ନେଇ ଲକ୍ଷାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ଛୁଟିରେ ଯିବେ |

ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓଲ୍ହାଇବେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନକୁ ଶିକ୍ଷକ ସଙ୍ଘ ଗୁଡ଼ିକ ପକ୍ଷରୁ ଦିଆଯାଇଥିବା କଣ୍ଠ ପୂରଣ ହୋଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି |ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ଏବେ ଚରମ ଶିକ୍ଷା ପଦକ୍ଷେପ ଗ୍ରହଣ କରିବାକୁ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି ହୋଇଛି |

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷା ସଙ୍ଘ ,ପ୍ରାଥମିକ ବିଦ୍ୟାଳୟ ଶିକ୍ଷା ସଙ୍ଘ ,ଜୁନିୟର ଶିକ୍ଷକ ସଙ୍ଘ ,ପଶ୍ଚିମ ଓଡିଶା ଫୋରମର ନେତା ମାନେ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିବା ପରେ ଚୂଡାନ୍ତ ନିଷ୍ପତି ନିଆଯାଇଛି |ସେମାନଙ୍କ କହିବା କଥା ହେଉଛି ବିଭିନ୍ନ ଦାବି ପୂରଣ ନେଇ ଅଗଷ୍ଟ ମାସରେ ଏକାଧିକ ଥର ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରାଯାଇଛି |

ଗୁରୁଦିବସ ସୁଦ୍ଧା ଅନ୍ତ ମନ୍ତ୍ରୀ ସ୍ତରୀୟ କମିଟି ବୈଠକ ବସି ଦାବି ପୂରଣ ଦିଗରେ ପ୍ରତିଶୃତି ଦେଇଥିଲେ |ମାତ୍ର ସେହିଭଳି କିଛି ସୁଫଳ ମିଳିପାରି ନାହିଁ ତେଣୁ 8 ତାରିକରେ ସମସ୍ତ ଶିକ୍ଷକ ଛୁଟିରେ ଯିବେ ଅର୍ଥାତ ସମସ୍ତ ସ୍କୁଲ ଛୁଟି ହେବ |

Leave a Reply

Your email address will not be published. Required fields are marked *