ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ବଡ଼ ଅପଡେଟ ଘୁଞ୍ଚିଲା ଅର୍ଦ୍ଧ ବାର୍ଷିକ ପରୀକ୍ଷା ତରିକ ଏନେଇ ବୋର୍ଡ ତରଫରୁ ବହୁତ ବଡ଼ ନିଷ୍ପତି ନିଆଯାଇଛି ହେଲେ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଆସନ୍ତୁ ଡେରି ନ କରି ଜାଣିବା |ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ଅର୍ଦ୍ଧବାର୍ଷିକ ପରୀକ୍ଷା ଚଳିତ ମାସ 13 ରୁ 16 ତାରିକ ପର୍ଯ୍ୟନ୍ତ ହେବ ବୋଲି |
ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ପୂର୍ବରୁ ସମୟ ନିର୍ଘଣ୍ଟ ଜାରି କରାଯାଇଥିଲା |ଚଳିତ ଶିକ୍ଷାବର୍ଷର ସିଲାବସ ଅନୁସାରେ ପାଠପଢା ଏଯାଏ ଶେଷ ହୋଇ ପାରି ନଥିବାରୁ ରାଜ୍ୟରେ ପାଞ୍ଚ ଲକ୍ଷରୁ ଅଧିକ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ପରୀକ୍ଷାକୁ ନେଇ ମାନସିକ ଚାପରେ ରହିଥିଲେ |
ପରୀକ୍ଷା ଘୁଞ୍ଚାଇବା ପାଇଁ ମଧ୍ୟ ଓଷ୍ଟା ପକ୍ଷରୁ ଦାବି ହୋଇଥିଲା ଏସବୁକୁ ଦୃଷ୍ଟିରେ ରଖି ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ଅର୍ଦ୍ଧ ବାର୍ଷିକ ପରୀକ୍ଷା ଅର୍ଦ୍ଧବାର୍ଷିକ ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ନିଷ୍ପତି ନେଇଛନ୍ତି |ଉକ୍ତ ପରୀକ୍ଷା ଅକ୍ଟୋବରରେ ହେବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି |
ପରୀକ୍ଷା ସୂଚୀ ସମ୍ପର୍କରେ ଖୁବ ଶୀଘ୍ର ବୋର୍ଡ ପକ୍ଷରୁ ବିଜ୍ଞପ୍ତି କରାଯିବ ବୋଲି ଜଣା ପଡ଼ିଛି |ଖୁବ ଶୀଘ୍ର ନୂଆ ତାରିକ ମଧ୍ୟ ଆସିଯିବ ତ ବ୍ୟସ୍ତ ହୁଅନ୍ତୁ ନାହିଁ ପରୀକ୍ଷାର ତାରିକ ଆସିଲେ ଆମେ ଖୁବ ଶୀଘ୍ର ଆପଣଙ୍କୁ ଜଣେଇଦେବୁ |