ନମସ୍କାର ଦର୍ଶକବନ୍ଧୁ ପବିତ୍ର ଗଣେଶ ପୂଜା ଉପଲକ୍ଷେ ଆପଣଙ୍କୁ ହାର୍ଦିକ ଅଭିନନ୍ଦନ ଶୁବେଛା ଏବଂ ଶୁଭକାମନା ଆସନ୍ତୁ ଜାଣିବା ଗଣେଶ ପୂଜାକୁ ନେଇ ଭଗବାନ ଶ୍ରୀ ଗଣେଶଙ୍କୁ ନେଇ ଏପରି କିଛି ବିଷୟ ଯାହାକି ଆପଣଙ୍କ ଜୀବନରେ ଏହି ବିଷୟଟି ଜାଣିଲେ ବହୁତ କାମ ଦେବ |ଆଜି ଆମେ ଆପଣଙ୍କୁ ଭଗବାନ ଗଣେଶଙ୍କର ନାମ ବିଷୟରେ କହିବୁ ଶାସ୍ତ୍ରରେ ମଧ୍ୟ ଏପରି ରହିଅଛି ଭଗବାନଙ୍କ ନାମରୁ ଚୟନ କରି ଆପଣ ଆପଣ ସେଥିରୁ ଆପଣ ଭବିଷ୍ୟତ ଜାଣିପାରିବେ |ଭଗବାନ ଗଣେଶଙ୍କ ଅନେକ ନାମ ରହିଅଛି ବାଲ ଗଣପତି ,ବାଲଚନ୍ଦ୍ର ,ବୁଦ୍ଧି ନାଥ ,ଧୃବ ବନ ,ଏକାକ୍ଷର ,ଏକଦନ୍ତ ,ଗଜାନନ ,ଗଜପତି ଆହୁରି ମଧ୍ୟ ଏପରି ନାମ ରହିଅଛି ଭଗବାନ ଗଣେଶଙ୍କର |ତେବେ ବର୍ତ୍ତମାନ ଆମେ ତିନୋଟି ନାମ ବିଷୟରେ କଥା ହେବା | ଆପଣଙ୍କର ଯେଉଁ ତିନୋଟି ଫୋଟ ସ୍କିନ ଉପରେ ରଖାଯାଇଛି ସେଥିରୁ ଆପଣ ଗୋଟିଏ ନାମକୁ ବାଛନ୍ତୁ ଏକଦନ୍ତ ,ଗଜାନନ ଏବଂ ଗଣପତି ଏହି ତିନୋଟି ନାମ ଭଗବାନଙ୍କ ଅତି ପ୍ରସିଦ୍ଧ ନାମ ଅଟେ ତ ଏହି ନାମ ବିଷୟରେ ଆପଣ ଆପଣଙ୍କ ଭବିଷ୍ୟତକୁ ନେଇ କିଛି ସଙ୍କେତ ବିଷୟରେ ପ୍ରଦାନ କରିବୁ |
ଏକଦନ୍ତ -ଯଦି ଆପଣ ଏକଦନ୍ତ ଫୋଟଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଏହି ନାମରେ ଅନେକ ଭକ୍ତ ରହିଛନ୍ତି ଯିଏ କି ଭଗବାନଙ୍କୁ ଅତି ସହଜରେ ଦର୍ଶନ କରି ଥାଆନ୍ତି |ଆପଣଙ୍କ ଏକ କୁଫଳ ଦାୟକ ଦଶା ଭୋଗ ହେଉଅଛି ଗତ ଅଢେ଼ଇ ବର୍ଷ ହେଲା ଗ୍ରହ ଆପଣଙ୍କ ବହୁତ ଅନିଷ୍ଟ କରି ସାରିଛି ଯଦି ଆପଣଙ୍କୁ ଏହି କଥାରେ କିଛି ବିଶ୍ୱାସ ହେଉଅଛି ତେବେ ଆପଣ ଶ୍ରଦ୍ଧାର ସହିତ କୌଣସି ଜଣେ ବିଦ୍ୱାନ ପଣ୍ଡିତଙ୍କ ସଙ୍ଗେ ଯୋଗାଯୋଗ କରିକି ଆପଣ ଆପଣଙ୍କ ଜାତକ ବିଚାର କରାଇ ନିଅନ୍ତୁ |ଆପଣ ଗୋଟିଏ କାର୍ଯ୍ୟ ଚିନ୍ତା କଲେ ଅନ୍ୟ ଏକ କାର୍ଯ୍ୟରେ ଫସିଯିବାକୁ ହେଉଛି ଏଥିରେ ମନ୍ଦ ଫଳର ସମ୍ଭାବନା ଅଧିକ ରହୁଛି ଯେଉଁବି କାର୍ଯ୍ୟ କରୁଛନ୍ତି ସେଥିରେ ସଫଳତା କମ ମିଳୁଛି |ଆପଣ ବହୁତ ବିଦ୍ୱାନ ଧାର୍ମିକ ଏବଂ ଉଚ୍ଚ ପଦବୀର ଲୋକ ଅଟନ୍ତି ଆପଣଙ୍କ ସରଳତା ଦେଖି କିଛି ଲୋକ ଏହାର ଫାଇଦା ମଧ୍ୟ ଉଠାଉଛନ୍ତି |ତେବେ ଆପଣ ଆପଣଙ୍କ ମାତା ପିତାଙ୍କ ସେବା କରନ୍ତୁ ଆପଣଙ୍କ ଆଗାମୀ ସମୟ ଭଲ ହେବାକୁ ଯାଉଅଛି
ଗଜାନନ -ଆପଣ ଯଦି ଏହି ନାମଟିକୁ ବାଛିଛନ୍ତି ଜାଣି ନିଅନ୍ତୁ ଯେ ଏହି ନାମଟି ଆପଣଙ୍କ ଅତିପ୍ରିୟ ନାମ ଅଟେ |ଆପଣ ଜାଣି ନିଅନ୍ତୁ ଯେ ଆପଣ ବହୁତ ମଧୁର ସମ୍ପନ ସ୍ୱଭାବର ବ୍ୟକ୍ତି ଅନ୍ୟମାନଙ୍କ ମନରେ କଷ୍ଟ ଦେବାକୁ ପସନ୍ଦ କରନ୍ତି ନାହିଁ ଦୁଃଖ ସହି ଯାଆନ୍ତି କିନ୍ତୁ କାହାକୁ କୁହନ୍ତି ନାହିଁ କିନ୍ତୁ ଆପଣଙ୍କ ମନ ମଧ୍ୟରେ ଭବିସ୍ୟକୁ ନେଇ ଏକ ବଡ଼ ଯୋଜନା ଚାଲୁଅଛି ଏବଂ ଏହା ଆଗକୁ ସଫଳ ମଧ୍ୟ ହେବ କିନ୍ତୁ ଏହା ଆପଣ କାହାକୁ ମଧ୍ୟ କୁହନ୍ତୁ ନାହିଁ ଯାହା ଯାଇଛି ତାହା ପାଇଁ ଆପଣ ଅଯଥା ଆଉ ଚିନ୍ତା କରନ୍ତୁ ନାହିଁ |ଧନ ସମ୍ପତ୍ତି ଅବିଳମ୍ବେ ପ୍ରାପ୍ତ ହେବ ସମୟ ଆସିଲେ ଧନ ସମ୍ପତ୍ତିର ଅଭାବ ରହିବ ନାହିଁ ଆପେ ଆପେ ଆପଣଙ୍କୁ ପ୍ରାପ୍ତି ହେବ |ଆପଣ କାର୍ଯ୍ୟ କରି ଚାଲନ୍ତୁ ଆପଣଙ୍କ ଯେଉଁ ସବୁ କାର୍ଯ୍ୟ ପଡ଼ି ରହିଥିଲା ତାହା ସବୁ ପୂରଣ ହେବାରେ ଲାଗିବ |ସନ୍ତାନ ମାନଙ୍କ ପାଇଁ ଆଉ ଚିନ୍ତା କରନ୍ତୁ ନାହିଁ ସେମାନେ ସେମାନଙ୍କ ଭାଗ୍ୟ ବଳରେ ଆଗକୁ ବଢିବେ |
ଗଣପତି -ଆପଣ ଯଦି ଗଣପତିଙ୍କ ନାମଟିକୁ ବାଛିଛନ୍ତି ଆପଣ ଯେଉଁ ବି କାର୍ଯ୍ୟରେ ହାତ ଦେବେ ତାହା ନିଶ୍ଚିତ ସଫଳ ହେବ ମିତ୍ର ମାନଙ୍କ ପୁରୁଣା ସମ୍ପର୍କରେ ଯଦି କିଛି ତ୍ରୁଟି ରହୁଥିଲା ତ ସେଠାରେ ସମ୍ପର୍କରେ ଯୋଗ ଆସିବ ଶତ୍ରୁ ଆପଣଙ୍କ ଠାରୁ ପରାଜିତ ରହିବେ ଶତ୍ରୁ ଆପଣଙ୍କ ଠାରୁ ଭୟଭୀତ ମଧ୍ୟ ରହିବେ ଆପଣ ଯେଉଁ ବିବାଦରେ ଫସି ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ହିଁ ମୁକ୍ତି ମିଳିଯିବ ଯଦି ଆପଣ ଆଗକୁ କୌଣସି ବି କାର୍ଯ୍ୟ କରନ୍ତି ତ ଆପଣଙ୍କ ବିବେକ ଓ ଚିନ୍ତା ଏହି ଦୁଇଟି ଯାକୁ ଭଲ ଭାବରେ କାର୍ଯ୍ୟରେ ଲଗାନ୍ତୁ |ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ ସନ୍ତାନ ସୁଖର ପ୍ରାପ୍ତି ରହୁଅଛି ଯଦି ଆପଣ ପୂର୍ବରୁ କିଛି ଋଣ କରୁଛନ୍ତି ତାକୁ ସୁଜି ପାରୁ ନଥିଲେ ତ ଆପଣଙ୍କୁ ସୁଝିବାକୁ ଆପଣଙ୍କ କିଛି ବାଟ ମିଳିଯିବ |