ଆଜିର ରାଶିଫଳ 2023 ସେପ୍ଟେମ୍ବର 5 ମଙ୍ଗଳବାର ,କେମିତି କଟିବ ଆଜିର ଦିନ

ମେଷ ରାଶି -ଆଜି ଦିନଟି ଆପଣଙ୍କ ପାଇଁ ସାମାନ୍ୟ କଠିନପୂର୍ଣ୍ଣ ରହିପାରେ । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବେ । ବ୍ୟବସାୟରେ ଉନ୍ନତି ଘଟିବ । ଗୁରୁକୃପା ଲାଭ କରିବେ । କୌଣସି ନୂତନ ବିନିଯୋଗ କରିବା ଠାରୁ ଦୂରେଇ ରୁହନ୍ତୁ । ପିତାଙ୍କ ସମର୍ଥନ ପାଇବେ ।

ବୃଷ ରାଶି -କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ । ସମ୍ମାନିତ ହୋଇପାରନ୍ତି । ଧନକ୍ଷୟ ହୋଇପାରେ । ସତପଥଗାମୀ ହେବେ । କୃଷି କାର୍ଯ୍ୟରେ ଧ୍ୟାନଦେବେ । ଜନସମର୍ଥନ ମିଳିବ । ମନ ଖୁସି ହେବ, କିନ୍ତୁ ଧୈର୍ଯ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।

ମିଥୁନ ରାଶି -ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରିପାରନ୍ତି । ପରିବାରରେ ଶାନ୍ତି ବଜାୟ ରଖିବାକୁ ଚେଷ୍ଟା କରନ୍ତୁ । ଚାକିରିରେ ପଦୋନ୍ନତି ପାଇଁ ସୁଯୋଗ ହୋଇପାରେ ।

କର୍କଟ ରାଶି -ରୁଚିକର ଭୋଜନରେ ଆପାୟିତ ହୋଇପାରନ୍ତି । ମହିଳାମାନେ ଲାଭବାନ ହୋଇପାରନ୍ତି । ସର୍ବସୁଖ ମିଳିପାରେ । ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ । ରାଜନୀତିରେ ଉନ୍ନତି ଯୋଗ ରହିଛି । ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ବିଦେଶୀ ଯାତ୍ରାକୁ ଯାଇପାରନ୍ତି କର୍ମ କ୍ଷେତ୍ରରେ ସଫଳତାର ସମ୍ଭାବନା ଅଛି ।

ସିଂହ ରାଶି -ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବ । ବହୁ ଶୁଭ ଫଳ ମିଳିବ । ସରକାରୀ ସ୍ତରରେ ସମ୍ମାନୀତ ହୋଇପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ହଠାତ ଅର୍ଥ ମିଳିପାରେ । ଆତ୍ମବିଶ୍ୱାସରେ ହ୍ରାସ ଘଟିବ । ଆତ୍ମନିର୍ଭରଶୀଳ ହୁଅନ୍ତୁ । ଅତ୍ୟଧିକ କ୍ରୋଧ ରୁ ଦୂରେଇ ରୁହନ୍ତୁ ।

କନ୍ୟା ରାଶି -ନିରାଶ ଏବଂ ଅସନ୍ତୋଷ ମନରେ ରହିବ । ମନ ଅସ୍ଥିର ରହିବ । ପରିବାରରେ ଅନାବଶ୍ୟକ ଯୁକ୍ତିରୁ ଦୂରେଇ ରୁହନ୍ତୁ । ବ୍ୟବସାୟରେ ଲାଭ ପାଇଁ ସୁଯୋଗ ମିଳିପାରିବ । ଅର୍ଥଲାଭ ସୁଯୋଗ ଅଛି ।ପରିବାରର ଆବଶ୍ୟକତା ସକାଶେ ଧାରକରଜ କରି କାମ ତୁଲାଇ ନେବେ। ଶିଳ୍ପ, ବ୍ୟବସାୟ, ପରିବହନ, ଏଜେନ୍ସିପରେ ଉନ୍ନତି କରିବେ

ତୁଳା ରାଶି -ଯାହା ଓ ଯେତିକି ପାଇବା କଥା ସେଥିପାଇଁ ଆପଣଙ୍କୁ ପ୍ରବଳ ସଂଘର୍ଷ କରିବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ କୌଣସି ଅସୁବିଧା ନ କଲେ ମଧ୍ୟ ଆର୍ଥିକ କ୍ଷତି ଘଟାଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଯାଉ ଯାଉ ଯାନ୍ତ୍ରିକ ତ୍ରୁଟି ଯୋଗୁ ଆଜିର ଯାତ୍ରାରେ ବିଳମ୍ବ ଘଟିପାରେ। ଅନିୟମିତତା କାରଣରୁ ଶାରୀରିକ ଅସୁସ୍ଥତା ହୋଇପାରେ।

ବିଛା ରାଶି -ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି । ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟରେ ପରିବର୍ତନ ଘଟିପାରେ । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଶିକ୍ଷାଗତ କାର୍ଯ୍ୟରେ ସଫଳତା ମିଳିବ । ସମ୍ମାନ ମିଳିବ । ଟଙ୍କା ମିଳିବାର ସମ୍ଭାବନା ରହିଛି ।

ଧନୁ ରାଶି -ପୂର୍ବରୁ ଚାଲୁ ରହିଥିବା ଯୋଜନାରେ ପରିବର୍ତନ କରି ନୂଆ ଯୋଜନା କରିବେ । ମିଷ୍ଠାନ ଭୋଜନରେ ଆପାୟିତ ହେବେ । ଆୟ ଆଶାନୁରୂପ ହେବ । ମନ ଅସୁବିଧାରେ ପଡ଼ିବ । ଆତ୍ମବିଶ୍ୱାସରେ ହ୍ରାସ ଘଟିବ । ବାର୍ତ୍ତାଳାପରେ ସନ୍ତୁଳିତ ରୁହନ୍ତୁ । ଚାକିରିରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି ।

ମକର ରାଶି -ମନ ଅସ୍ଥିର ରହିବ । ଅତ୍ୟଧିକ କ୍ରୋଧରୁ ଦୂରେଇ ରୁହନ୍ତୁ । ଚାକିରିରେ ଅଧିକାରୀଙ୍କ ସହଯୋଗ ପାଇବେ । ପରିବାରଠାରୁ ଦୂରରେ ରହିବାକୁ ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଶିକ୍ଷାଗତ କାର୍ଯ୍ୟରେ ସଫଳ ହେବେ । ନୂତନ ଜମି କିଣିବାର ସୁଯୋଗ ମିଳିବ । ବ୍ୟୟ ପରିମାଣ ବୃଦ୍ଧି ହେବ ।

କୁମ୍ଭ ରାଶି -ଅନାବଶ୍ୟକ କ୍ରୋଧ ଏବଂ ବିତର୍କରୁ ଦୂରେଇ ରୁହନ୍ତୁ । ଚାକିରି ପରିବର୍ତ୍ତନ ପାଇଁ ସୁଯୋଗ ହୋଇପାରେ । ଆୟ ବୃଦ୍ଧି ପାଇବ । କଠିନ ପରିଶ୍ରମ ଅଧିକ ହେବ । ଆୟ ଆଶାନୁରୂପ ହେବ । ଚନ୍ଦ୍ରଭୋଗ ହେତୁ ଯାନବାହନରେ ସତର୍କତା ଅବଲମ୍ବନ କରିବେ । ଉଚ୍ଚ ମହଲରେ ସମ୍ମାନୀତ ହୋଇପାରନ୍ତି ।

ମୀନ ରାଶି -ଗୃହକୁ ବନ୍ଧୁଙ୍କ ଆଗମନ ହେବ । ମନ ଖୁସି ହେବ । ବୈବାହିକ ସୁଖ ବୃଦ୍ଧି ପାଇବ । ପରିବାର ସହିତ ଏକ ଯାତ୍ରାକୁ ଯାଇପାରନ୍ତି । ଧନପ୍ରାପ୍ତି ହେବେ । ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଜୟୀ ହେବେ । ପ୍ରଶଂସା ପାଇବେ ।

Leave a Reply

Your email address will not be published. Required fields are marked *