ତରଙ୍ଗ ଟିଭି ସିରିଏଲରେ ଅଭିନୟ କରୁଥିବା ହିରୋ ମାନଙ୍କ ପ୍ରକୃତ Maa ,ସବୁଠୁ ବେଶୀ ସୁନ୍ଦର ଏହି ହିରୋଙ୍କ ମା …ଦେଖିଲେ ଆପଣଙ୍କ ଆଖି ଲାଖିଯିବ |

ନମସ୍କାର ଦର୍ଶକବନ୍ଧୁ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ସବୁ ନିଶ୍ଚିତ ଭାବରେ ଦେଖୁଥିବେ ଆଉ ସେଥିରେ ଅଭିନୟ କରୁଥିବା ହିରୋ ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ କିନ୍ତୁ ସେମାନଙ୍କ ପ୍ରକୃତ ମା ମାନଙ୍କ ବିଷୟରେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |

ନମ୍ବର 1 ରେ ଆସୁଛନ୍ତି ଜଗଜିତ ପାଲ -ଯିଏ କି ରାଜବିର ଭାବରେ ବନ୍ଧନ ଏହି ଜନ୍ମ ଜନ୍ମ ସିରିଏଲରେ ନଜରରେ ଆସୁଛନ୍ତି ତେବେ ଫ୍ରେଣ୍ଡ୍ସ ଆପଣମାନେ ଫୋଟରେ ଦେଖି ପାରୁଥିବେ ଇଏ ହେଉଛନ୍ତି ଜଗଜିତଙ୍କ ମା |

ନମ୍ବର 2 ରେ ଆସୁଛନ୍ତି ସପ୍ଲିନ ମିଶ୍ର -ଯାହାକୁ ଆପଣମାନେ ତାରିଣୀ ଆଖିର ତାରା ସିରିଏଲରେ ତୁଷାର ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛି ସପ୍ଲିନ ମିଶ୍ରଙ୍କ ମା |

ନମ୍ବର 3 ରେ ଆସୁଛନ୍ତି ଆପଣଙ୍କ ଅତିପ୍ରିୟ ହିରୋ ସନୋଜ କୁମାର ଯାହାକୁ ଆପଣମାନେ ଆରବ ଭୂମିକାରେ ଅଭିନୟ କରୁଥିବାର ବେଶ ଭଲ ଭାବରେ ଜାଣିଥିବେ ତେବେ ଆପଣମାନେ ଫୋଟରେ ଦେଖି ପାରୁଥିବେ ଇଏ ହେଉଛନ୍ତି ସନୋଜଙ୍କ ମା |

ନମ୍ବର 4 ରେ ଆସୁଛନ୍ତି ଲିକୁନ ଚୌଧୁରୀ ଯିଏ କି ସିନ୍ଦୂରର ଅଧିକାର ସିରିଏଲରେ ମିଠୁ ଭୂମିକାରେ ଖୁବ ସୁନ୍ଦର ଅଭିନୟ କରୁଛନ୍ତି ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ଲିକୁନ ଙ୍କ ମା |

ଏହା ପରେ ନମ୍ବର 5 ରେ ଆସୁଛନ୍ତି ସୁମନ କୁମାର ଯାହାକୁ ଆପଣମାନେ କୁଆଁରୀ ବୋହୂ ସିରିଏଲରେ ସାଇ ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ |ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ସୁମନଙ୍କ ମା |

ନମ୍ବର 6 ରେ ଆସୁଛନ୍ତି ଅଭିଜିତ ଦାସ ଯାହାଙ୍କୁ ଆପଣମାନେ ଶିବ ଭୂମିକାରେ ଝିଅ ଆମର ନୂଆ ବୋହୂ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବାର ଦେଖିଥିବେ ଇଏ ହେଉଛନ୍ତି ଶିବଙ୍କ ମା |

Leave a Reply

Your email address will not be published. Required fields are marked *