ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ପଢ଼ୁଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଛି ବହୁତ ବଡ଼ ଅପଡେଟ ଦୁଇଦିନ ପାଇଁ ରାଜ୍ୟର ସମସ୍ତ ସ୍କୁଲରେ କ୍ଲାସ ବନ୍ଦ ହେବ ଏହାକୁ ନେଇ କଣ ରହିଛି ଅପଡେଟ ଆସନ୍ତୁ ଜାଣିବା |କେଉଁ ଦିନ କେଉଁ ଛୁଟି ରହିବ ଏହାକୁ ଜାଣିବା ପାଇଁ ସମସ୍ତ ବିଦ୍ୟାଳୟ ମାନଙ୍କୁ ଏକାଡେମୀ କ୍ୟାଲେଣ୍ଡର ପଠା ଦିଆଯାଇଥିଲା |
ଯେଉଁ ଏକାଡେମୀରେ କ୍ୟାଲେଣ୍ଡରରୁ ଜଣା ପଡ଼ିଛି ଯେ ଦୁଇଦିନ ସ୍କୁଲରେ ପାଠ ପଢା ବନ୍ଦ ହେବ ହେଲେ ସେହି ଦୁଇଦିନ କେଉଁ କେଉଁ ତାରିକରେ ପଡୁଛି ଚାଲନ୍ତୁ ବର୍ତ୍ତମାନ ଜାଣିବା ଏବଂ କାହିଁକି ସେହିଦିନ ଛୁଟି ରହିବ ତାହା ମଧ୍ୟ ବର୍ତ୍ତମାନ ଜାଣିବା ସେହି ଦୁଇଦିନ ହେଲା 5.9.2023 ଏବଂ 6.9.2023 |
ସେପ୍ଟେମ୍ବର 5 ତାରିକ ଦିନ ଗୁରୁଦିବସ ରହୁଥିବାରୁ ସେହିଦିନ ପାଠ ପଢା ବନ୍ଦ ହେବ ପିଲାମାନେ ସ୍କୁଲ ଯିବେ ସତ କିନ୍ତୁ ସ୍କୁଲରେ ପାଠ ପଢା ହେବ ନାହିଁ ଯେହେତୁ ଗୁରୁଦିବସ ରହୁଛି ସେହିଦିନ ସ୍କୁଲରେ ଗୁରୁଦିବସ ପାଳନ କରାଯିବ |
ତେଣୁକରି ସେହିଦିନ ସ୍କୁଲ ଗଲେ ମଧ୍ୟ ପାଠ ପଢା ହେବ ନାହିଁ |ତାପରେ 6.9.2023 ବୁଧବାର ଦିନ ଜନ୍ମାଷ୍ଟମୀ ରହିଥିବାରୁ ସେହିଦିନ ସ୍କୁଲ ଛୁଟି ରହିବ ଏବଂ ସେହିଦିନ ସ୍କୁଲରେ ପାଠ ପଢା ହେବ ନାହିଁ ଯେହେତୁ ଜନ୍ମାଷ୍ଟମୀ ରହୁଛି ସେଦିନ ସମସ୍ତ ବିଦ୍ୟାଳୟ ଛୁଟି ରହିବ |