ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଜିନିଷ କିନ୍ନର ମାନଙ୍କ ଠାରୁ ଆଣିବାକୁ କହିବୁ ଯାହା ଦ୍ୱାରା ଆପଣଙ୍କ ଧନ ଜନିତ ସମସ୍ୟା ସମାଧାନ ହୋଇଯିବ |ଯଦି ଆପଣ ଏଭଳି କରି ପାରନ୍ତି ତେବେ ବିଶ୍ୱାସ କରନ୍ତୁ ଆପଣଙ୍କ ପାଖରେ ଧନ ସମ୍ପତ୍ତିର ଅଭାବ ରହିବ ନାହିଁ |ବନ୍ଧୁଗଣ କିନ୍ନର ସମାଜ ଏକ ଏପରି ସମାଜ ଅଟେ ଯିଏ ସମସ୍ତଙ୍କୁ ଆଶୀର୍ବାଦ ଦେଇ ଥାଆନ୍ତି ଏପରି ବିଚାର କରାଯାଏ ଯେ ଭଗବାନଙ୍କ ଆଶୀର୍ବାଦ ଏବଂ ଅଭିଶାପ ଅବଶ୍ୟ ପଡ଼ିଥାଏ ତାଙ୍କର ଏକ ମାତ୍ର ସାହାରା ହେଉଛି ଆଖ ପାଖରେ ହେଉଥିବା ସମାରୋହରେ ଯୋଗ ଦେବା ଓ ନାଚ ଗୀତ କରିବା |
କିନ୍ନର ସମାଜ ଏକ ଏମିତି ସମାଜ ଅଟେ ଯିଏ ଅନ୍ୟମାନଙ୍କ ପାଇଁ ଏକ ଜିଜ୍ଞାସା ହୋଇ ରହିଛନ୍ତି |କିଛି ଲୋକ ଏପରି ଭାବି ଥାଆନ୍ତି ଯେ ତାଙ୍କ ସାମ୍ନାକୁ ଏପରି ଆସିବା ଠିକ ନୁହେଁ କାରଣ ଆପଣଙ୍କୁ ସେମାନେ ଯାହା କୁହନ୍ତି ତାହା କରିବାକୁ ପଡ଼ିପାରେ |ନହେଲେ ଏମାନେ କିଛି ବି କରିପାରନ୍ତି କିନ୍ତୁ ଆପଣମାନେ ଜାଣିଛନ୍ତି ଦାନ ଦେବା ବ୍ୟତୀତ ଆପଣ ତାଙ୍କ ଠାରୁ ଏହି ଗୋଟିଏ ଜିନିଷ ମାଗି ନେଇ ଆସନ୍ତି ତେବେ ଆପଣଙ୍କ ଧନ ଜନିତ ସବୁ ସମସ୍ୟା ସମାପ୍ତ ହୋଇଯାଇଥାଏ ଏବଂ ଏହା ଆପଣଙ୍କ ଘରେ ସମୃଦ୍ଧି ଆଣିଥାଏ |
ହିନ୍ଦୁ ଧର୍ମର ପୁରାଣରେ ଏହା ମାନ୍ୟତା ଅଛି ଯେ କିନ୍ନର ବୁଧଗ୍ରହକୁ ଶାନ୍ତ କରିଥାଏ ଯଦି କୌଣସି ବ୍ୟକ୍ତିକୁ ଏହି କିନ୍ନର ମାନେ ଆଶୀର୍ବାଦ କରନ୍ତି ତେବେ ତାହାର ଭାଗ୍ୟ ଖୋଲି ଯାଇଥାଏ |ତାହା ସହିତ ଏପରି ବିଚାର କରାଯାଏ ଯେ ଆମ ମାନଙ୍କୁ ଆମ ମାନଙ୍କ କର୍ମର ଫଳ ଅନୁସାରେ ହିଁ ସ୍ତ୍ରୀ ପୁରୁଷ ବା ନପୁଂସକ ଯୋନିରେ ଜନ୍ମ ମିଳିଥାଏ ଏହାର କାରଣ ଜ୍ୟୋତିଷ ଶାସ୍ତ୍ରରେ ନପୁଂସକ ଗ୍ରହ ବୋଲି ବିଚାର କରାଯାଏ |
ଏଥିପାଇଁ ବୁଧଗ୍ରହର କିନ୍ନରଙ୍କ ଉପରେ ବେଶୀ ପ୍ରଭାବ ରହିଥାଏ |ଯେଉଁଥି ପାଇଁ ଏମାନଙ୍କୁ ଦାନ ଦେବା ଦ୍ୱାରା ବୁଧ ପ୍ରସନ୍ନ ହୋଇ ଥାଆନ୍ତି |ଆପଣ କୌଣସି କିନ୍ନରଙ୍କ ଠାରୁ ଏକ ଟଙ୍କିଆ କଏନ ମାଗି ଆଣନ୍ତୁ ଯଦି ସେ ଆପଣଙ୍କୁ ଦେଇ ଥାଆନ୍ତି |ତେବେ ଏହା ବିଚାର କରନ୍ତୁ ଯେ ଆପଣଙ୍କ ଉନ୍ନତି ନିଶ୍ଚିତ ଅଟେ |
ତେବେ ଏପରି ବହୁତ କମ ହିଁ ହୋଇଥାଏ ଯଦି ଆପଣ ତାଙ୍କୁ ଏକ ଟଙ୍କିଆ କଏନ ଵାପସ ମାଗି ଥାଆନ୍ତି ତେବେ ସେ କେବେବି ଦେଇ ନଥାନ୍ତି କାରଣ ସେମାନେ ବି ଏହି କଥା ଜାଣି ଥାଆନ୍ତି ତଥାପି ଆପଣ ଚେଷ୍ଟା କରି ଦେଖନ୍ତୁ କାଳେ କିଏ ଆପଣଙ୍କୁ ଦେଇ ଦେଇପାରେ |ଏହା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଉଠିଥାଏ |