Asia Cup : ଇଣ୍ଡିଆ ନେପାଳ ମ୍ୟାଚକୁ ନେଇକି ଆସିଲା ବଡ ଖବର, ଆଜି ମ୍ୟାଚ ପାଇଁ କର ବା ମର , BCCI ନେଲା ଏଭଳି ନିଷ୍ପତି ….ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆଜି ଏସିଆ କପ ମ୍ୟାଚରେ ଭାରତକୁ ଭେଟିବ ନେପାଳ ଭାରତୀୟ ପ୍ଲେଇଂ ଇଲେଭେନ ରେ ହେବ ପରିବର୍ତ୍ତନ ବେଞ୍ଚରେ ବସିଥିବା ଏହି ଖେଳାଳି ପାଇବେ ସୁଯୋଗ |2023 ଏସିଆ କପରେ ଭାରତ ଏବଂ ଏସିଆ ମଧ୍ୟରେ ମ୍ୟାଚ ଖେଳାଯିବ ଏହି ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟକା ଲାଗିଛି |ବାସ୍ତବରେ ଷ୍ଟାର ପ୍ଲେୟାର ଯଶପ୍ରୀତ ବୁମରାହା ବ୍ୟକ୍ତିଗତ କାରଣରୁ ମୁମ୍ବାଇ ଫେରିଛନ୍ତି |

ଏଭଳି ପରିସ୍ଥିତିରେ ସେ ନେପାଳ ବିପକ୍ଷରେ ଖେଳିବେ ନାହିଁ |ସୁପର 4 ରେ ପହଞ୍ଚିବାକୁ ହେଲେ ଯେକୌଣସି ପରିସ୍ଥିତିରେ ଇଣ୍ଡିଆକୁ ନେପାଳ ବିପକ୍ଷ ମ୍ୟାଚରେ ଜିତିବାକୁ ହେବ |ଭାରତ ଏବଂ ନେପାଳ ମଧ୍ୟରେ ମ୍ୟାଚ ସମାନ ଗ୍ରାଉଣ୍ଡରେ ଖେଳାଯିବ ଯେଉଁଠାରେ ଭାରତ ଏବଂ ପାକିସ୍ତାନ |ମଧ୍ୟରେ ମ୍ୟାଚ ହୋଇଥିଲା |

ତେବେ ବର୍ଷା ହେତୁ ଭାରତ ପାକିସ୍ତାନ ମ୍ୟାଚକୁ ବାତିଲ କରି ଦିଆଯାଇଛି ଏଠାରେ ଦ୍ରୁତ ବୋଲର ମାନେ ଆରମ୍ଭରୁ ସାହାଯ୍ୟ ପାଇବେ |ତେବେ ବଲ ପୁରୁଣା ହେବା ପରେ ଉଇକେଟ ବ୍ୟାଟ୍ସ ମ୍ୟାନଙ୍କ ପାଇଁ ଅନୁକୂଳ ହୋଇଯାଏ |ନେପାଳ ଏକ ୟଙ୍ଗ ଏବଂ ଭଲ ଦଳ ଏହି ଦଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ମ୍ୟାଚ ବିଜେତା ଅଟନ୍ତି |

କିନ୍ତୁ ଟିମ ଇଣ୍ଡିଆ ଏକ ବଡ଼ ଦଳ ଯାହାକି ଭାରତ ଏହାକୁ ସହଜରେ ଜିତିନେବ ଏବଂ ସୁପର ଚାରିରେ ଯାଇ ପହଞ୍ଚି ଯିବ |ଭାରତୀୟ ସମ୍ଭାବିୟ ପ୍ଲେଇଂ ଇଲେଭେନ ଶୁଭମନ ଗିଲ ,ରୋହିତ ଶର୍ମା ,ବିରାଟ କୋହଲି ଶ୍ରେୟର ଆୟର ,ଇଶାନ କିଷାନ ,ହାର୍ଦିକ ପାଣ୍ଡ୍ୟା ,ରବୀନ୍ଦ୍ର ଜାଡେଜା ,ଶାରଦୁଲ ଠାକୁର ,ମହମଦ ଶିରାଜ ,କୁଲଦୀପ ଯାଦବ ଏବଂ ମହମଦ ଶାମି |

Leave a Reply

Your email address will not be published. Required fields are marked *