ଘର ଭିତରେ ଭୁତ କରିଲା ଏମିତି କିଛି, Cameraରେ ହେଇଗଲା ରେକର୍ଡ… ଯେଉଁମାନେ ଭୁତ ଉପରେ ବିଶ୍ୱାସ କରନ୍ତି ନାହିଁ, ଥରେ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ବିଲଡିଙ୍ଗ ରେ ଦେଖାଗଲା ଭୟଙ୍କର ଭୁତ ଆଖି ପିଛୁଳାକେ ଚାଲିଗଲେ ଉପରକୁ ଏହାକୁ ଦେଖି ଟାଙ୍କୁରୀ ଉଠିଲା ରୁମ ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ୍ଣ ଅପଡେଟ |ତେବେ ଆଜି କାଲି ଦୁନିଆରେ ବହୁତ କମ ଲୋକ ଭୂତ ପ୍ରେତ ଉପରେ ବିଶ୍ୱାସ ରଖନ୍ତି ବହୁତ ଲୋକ କୁହନ୍ତି ଯେ ଏହା କେବଳ ଲୋକମାନଙ୍କ ମନରେ ଥିବା ଭ୍ରମ |ଅନ୍ୟପଟେ ଅନେକ ଲୋକ ଏହା ମଧ୍ୟ ଦାବି କରିଛନ୍ତି ଯେ ସେମାନେ ଭୁତ ବା ପିସାଚୁଣୀ ଦେଖିଛନ୍ତି |

ତେବେ ଏହା ମଧ୍ୟରେ ସୋସିଆଲ ମେଡିଆରେ ଏକ ଘଟଣା ଭାଇରଲ ହେବାରେ ଲାଗିଛି |ଯାହାକୁ ଦେଖି ଲୋକେ ଭୟଭୀତ ହୋଇଛନ୍ତି |ଭାଇରଲ ଭିଡିଓରେ ଦେଖାଯାଉଛି ଯେ ଏକ ବିଲଡିଂ ତିଆରି ହେଉଛି ଏହି ବିଲଡିଂ ରେ ଜଣେ ବ୍ୟକ୍ତି ମଧ୍ୟ ଉପସ୍ଥିତ ଅଛି ଏହି ବ୍ୟକ୍ତିଜଣକ ସେଠାରେ ଥିବା ଏକ ଧଳା ରଙ୍ଗର ପୋଷାକ ଥିବା ଏକ ବ୍ୟକ୍ତିକୁ ଦେଖିଥିଲା |

ଏହି ଭୂତର କ୍ଳେଶ ଅବିକଳ ଟିଭି ସିରିଏଲରେ ଦେଖାଯାଉଥିବା ଭୂତ କ୍ଳେଶ ପରି ହୋଇଛି |ଆପଣ ଫୋଟରେ ଦେଖି ପାରୁଥିବେ ଯେ ଭୁତଟି ପବନରେ ଝୁଲି ରହିଛି ଏହି ସମୟରେ ଉପସ୍ଥିତ ଥିବା ବ୍ୟକ୍ତି ଜଣକ ଏହି ଦୃଶ୍ୟର ଭିଡିଓ ସୁଟିଙ୍ଗ କରିଛନ୍ତି |

ଭୟ ଯୋଗୁ ପୁରୁଷର ହାତ ଓ ଗୋଡ଼ ଫୁଲି ଯାଇଥିଲା ଏହି କଷ୍ଟ ସମୟରେ ସେ ଆଲାଙ୍କୁ ସ୍ମରଣ କରିଥିଲା |ସେ ଆଲ୍ଲାଙ୍କୁ ଆକବର ମଧ୍ୟ କହି ଥିବାର ଶୁଣିବାକୁ ମିଳିଥିଲା ହଟାତ ଭୂତଟି କାନ୍ଥ ବାଟ ଦେଇ ଅଦୃଶ୍ୟ ହୋଇ ଯାଇଥିଲା ଯାହା ଏବେ ଖୁବ ଭାଇରଲ ହେଉଛି |

Leave a Reply

Your email address will not be published. Required fields are marked *