ଏବେ ଏବେ SBI ନେଇ ଆସିଲା ବହୁତ ବଡ଼ ଖୁସି ଖବର, ସବୁ ଗ୍ରାହକ ମାନଙ୍କୁ ଏବେ ମିଳିବ ଏହି ସବୁ ସୁବିଧା…ବ୍ୟାଙ୍କ ରେ ଖାତା ଥିଲେ ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏବେ SBI ତାଙ୍କ ଗ୍ରାହକମାନଙ୍କ ପାଇଁ ଆଣିଲା ବହୁତ ବଡ଼ ଖୁସି ଖବର ଯଦି ଆପଣଙ୍କ ଆକାଉଣ୍ଟ ଅଛି ତାହେଲେ ଆଜିର ଏହି ବିଷୟଟି ଆପଣଙ୍କ ପାଇଁ |ତେବେ SBI ଗ୍ରାହକମାନଙ୍କ ପାଇଁ ଆଣିଛି ବହୁତ ବଡ଼ ଖୁସିର ଖବର ବର୍ତ୍ତମାନ ଗ୍ରାହକଙ୍କୁ ଛୋଟ ଛୋଟ କାମ ପାଇଁ ଯିବାକୁ ପଡ଼ିବ ନାହିଁ ବ୍ୟାଙ୍କ |ବ୍ୟାଙ୍କ ନଯାଇ ଏବେ ବହୁତ ସାରା କାମ ଗ୍ରାହକ ମାନେ ନିଜ ଘରେ ବସି କରିପାରିବେ |

SBI ଗ୍ରାହକ ମାନଙ୍କ ପାଇଁ ହ୍ୱାଟସପ ବ୍ୟାଙ୍କିଙ୍ଗ ସେବା ଆରମ୍ଭ କରିଛି ଏହି ବ୍ୟାଙ୍କିଙ୍ଗ ସେବା ବହୁତ ଦିନ ପୂର୍ବରୁ ଆରମ୍ଭ ସାରିଲାଣି କିନ୍ତୁ ଏବେବି ବହୁତ ସାରା ଲୋକ ହ୍ୱାଟସପ ବ୍ୟାଙ୍କିଙ୍ଗ ସେବା SBI ର ବ୍ୟବହାର କରୁ ନାହାଁନ୍ତି |ତେଣୁ SBI ତାକୁ ଆଉ ଥରେ ଗ୍ରାହକ ମାନଙ୍କ ପାଇଁ ପଠାଇବା ପାଇଁ ପୁଣି ଥରେ ଅପଡେଟ କରିଛି |

ହ୍ୱାଟସପରେ ଗ୍ରାହକ ମାନେ SBI କୁ ହ୍ୱାଟସପ କରି ବହୁତ କିଛି ତଥ୍ୟ ପାଇପାରିବେ |ତେବେ SBI ର କେଉଁ କେଉଁ ସବୁ ଉପଲବ୍ଧ ଅଛି ତାହା ଆମେ ଆପଣଙ୍କୁ କହିଦେଉଚୁ |ହ୍ୱାଟସପ ଦ୍ୱାରା ଆପଣ ଚାହିଁଲେ ବ୍ୟାଙ୍କ ବାଲାନ୍ସ ଚେକ କରିପାରିବେ ମିନି ଷ୍ଟେଟମେଣ୍ଟ ଚେକ କରିପାରିବେ |

ପେନସନ ସ୍ଲିପ ପାଇପାରିବେ ଲୋନ ସୂଚନା ଏବଂ SBI ର ଅନ୍ୟ ବ୍ୟାଙ୍କିଙ୍ଗ ସୂଚନାର ସେବା ମଧ୍ୟ ଆପଣ ହ୍ୱାଟସପ ଦ୍ୱାରା ପାଇପାରିବେ ଟଙ୍କା ଜମା କରିବାର ସୂଚନା ମଧ୍ୟ ପାଇପାରିବେ |ଡେବିଟ କାର୍ଡ ବିବରଣୀ ମଧ୍ୟ ଆପଣ ପାଇପାରିବେ ଆପରେ ଏଟିଏମ ଏବଂ ଶାଖା ଖୋଜିବା ପାଇଁ ମଧ୍ୟ ସକ୍ଷମ ହୋଇପାରିବେ ତ ଏହି ସବୁ କାମ ଆପଣ ହ୍ୱାଟସପ ଦ୍ୱାରା ଆପଣ କରି ନେଇପାରିବେ |

Leave a Reply

Your email address will not be published. Required fields are marked *