ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଜାଣିବା ଏକ ବିଶେଷ ଉପାୟ ବିଷୟରେ ଯାହାକୁ କରିଲା ପରେ ଆପଣଙ୍କୁ ଭାଗ୍ୟ ଖୋଲିଯିବ ଏମିତି ଭାଗ୍ୟ ବଦଳିବ କି ଆପଣ କେବେ ଭାବି ନଥିବେ |ବନ୍ଧୁଗଣ ଶାସ୍ତ୍ରରେ କୁହାଯାଇଛି କି ପ୍ରଥମ ସୁଖ ନିରୋଗୀ କାୟା ଆଉ ଦ୍ୱିତୀୟ ସୁଖ ଘରେ ମାୟା ଏହା ଅନୁସାରେ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ତ ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ କାରଣ ଶରୀର ଦ୍ୱାରା ହିଁ ଆପଣ ସଂସାରର ସବୁ ସୁଖ ଭୋଗ କରିପାରିବେ ଆଉ ଯଦି ଆପଣଙ୍କ ଶରୀର ଭଲ ନଥିବ ତ ଆପଣଙ୍କ ପାଖରେ ଯେତେ ସମ୍ପତ୍ତି ଥାଉ ତାହା ଆପଣଙ୍କ ପାଇଁ ଲାଭଦାୟକ ନାହିଁ |
ବନ୍ଧୁଗଣ ଧନ ଆମ ଜୀବନରେ ବହୁତ ଗୁରୁତ୍ୱ ରଖିଥାଏ ଯଦି ପାଖରେ ଧନ ନଥିବ ତ କେବେବି ସୁଖ ମିଳିପାରେ ନାହିଁ |ବନ୍ଧୁଗଣ ଅନେକ ଧର୍ମ ଗ୍ରନ୍ଥରେ ଧନର ବର୍ଣ୍ଣନା କରାଯାଇଛି ବାସ୍ତୁ ଶାସ୍ତ୍ରରେ କିଛି ଏମିତି ବିଷୟରେ କୁହାଯାଇଛି ଯାହାକୁ ପାଳନ କରି ଆପଣ ବି ଧନଵାନ ବନିପାରିବେ କେବଳ ଧନ ନୁହେଁ ତାହା ସହିତ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବା ଦରକାର |
ଯଦି ଆପଣଙ୍କ ଘରେ କେହି ସବୁବେଳେ ବେମାରୀ ରହୁଛି କେତେ ଉପାୟ କରି ମଧ୍ୟ ଭଲ ହେଉ ନାହିଁ ଆଉ ଯଦି ଘରେ ଅଶୁଭ ଶକ୍ତି ପଡ଼ିଛି ତ ଏଥିରେ ବଞ୍ଚାଇବା ପାଇଁ ଆମେ ଏକ ଉପାୟ ବିଷୟରେ ଜାଣିବା | ବନ୍ଧୁଗଣ କଣ ଆପଣ କେତେବେଳେ ଭାବିଛନ୍ତି ଗୋଟେ ଟଙ୍କାର କଏନ ଆପଣଙ୍କର ଭାଗ୍ୟ ବଦଳାଇ ଦେବ ବାସ ଆପଣଙ୍କୁ କେବଳ ଗୋଟେ ଖାସ ଉପାୟ କରିବାର ଅଛି |
ତାହା ହେଉଛି ଶୋଇବା ପୂର୍ବରୁ ଯଦି ଘରେ କାହାର ଦେହ ଭଲ ନାହିଁ ଧନ ସମ୍ବଦିୟ ସମସ୍ୟା ରହୁଛି ତ ଏହା ସେମାନଙ୍କ ପାଇଁ ଗୁଣକାରୀ ଅଟେ ଆପଣଙ୍କୁ ଗୋଟେ ଟଙ୍କାର କଏନ ନେବାର ଅଛି ଆଉ ତା ପରେ ନିଜ ଉପରୁ ସାତ ଥର ବୁଲାଇବାର ଅଛି |ଏହି ଉପାୟ କରିବା ସମୟରେ ଆପଣ କାହା ସହିତ କଥା ହେବା ଉଚିତ ନୁହେଁ କଏନକୁ ସାତ ଥର ବୁଲାଇବା ପରେ |
ଘରେ ଯିଏ ବେମାର ଅଛି ତାର ତକିଆ ତଳେ ଏହି କଏନ କୁ ରଖି ଦେବାର ଅଛି ତାପରେ ସକାଳୁ ସେହି କଏନ କୁ ନେଇ କୌଣସି ସ୍ମସାନ ଘାଟରେ ଫୋପାଡ଼ି ଦେବାର ଅଛି |ଯଦି ପାଖରେ କିଛି ସ୍ମସାନ ଘାଟ ନାହିଁ ତ ଆପଣ ଭୂମିରେ ମଧ୍ୟ ପୋତି ପାରିବେ ଏହି ଉପାୟକୁ କରିବା ଦ୍ୱାରା ଘରର ସବୁ ନେଗେଟିଭ ଏନର୍ଜି ନଷ୍ଟ ହୋଇଯିବ ଆଉ ରୋଗରୁ ମୁକ୍ତି ମିଳିବ