ନମସ୍କାର ଦର୍ଶକବନ୍ଧୁ ଆଜିର ସୋମବାର ଆଣିବ ଏହି ରାଶି ପାଇଁ ସବୁଠାରୁ ବଡ଼ ଖୁସିର ଖବର |ସୃଷ୍ଟିର ଉତ୍ପତ୍ତି ସ୍ଥିତି ଏବଂ ସଂହାରର ଅଧିପତି ଭଗବାନ ଶିବ ହିଁ ଅଟନ୍ତି ଭଗବାନ ଶିବଙ୍କ ବାରକୁ ସୋମବାର ବୋଲି ସମସ୍ତେ ମାନି ଥାଆନ୍ତି |ଏମିତି କୁହାଯାଏ ଯେ ଯଦି ସୋମବାର ଭଗବାନ ଶିବଙ୍କୁ ସଚ୍ଚା ମନରେ ପୂଜା କରାଯାଏ ତେବେ ସବୁ କଷ୍ଟରୁ ମୁକ୍ତି ମିଳି ଯାଇଥାଏ ଏବଂ ସମସ୍ତ ମନସ୍କାମନା ପୂରଣ ହୋଇ ଯାଇଥାଏ ଯେ ଜାଣି ରଖନ୍ତୁ ଯେ ଶିବ ସର୍ବଦା ତାଙ୍କ ଭକ୍ତ ମାନଙ୍କ ଉପରେ କୃପା ବର୍ଷା କରାଇ ଥାଆନ୍ତି |ଏହା ସହିତ ଆମର ଜ୍ୟୋତିଷ ଶାସ୍ତ୍ରରେ ରାଶି ଗୁଡ଼ିକର ବହୁତ ମହତ୍ତ୍ୱ ବିଷୟରେ କୁହାଯାଇଛି ସଂସାରରେ ଜନ୍ମ ନେଉଥିବା ପ୍ରତ୍ୟକ ମଣିଷ ସହିତ 12 ରାଶି ମଧ୍ୟରୁ କୌଣସି 1 ରାଶି ହିଁ ନିଶ୍ଚୟ ଯୋଡ଼ି ହୋଇ ରହିଥାଏ ଏହି ରାଶି ତାର ବ୍ୟବହାର ,ବ୍ୟକ୍ତିତ୍ୱ ଏବଂ ଭବିଷ୍ୟତକୁ ଦର୍ଶାଇ ଥାଏ |ଗ୍ରହମାନଙ୍କ ସ୍ଥିତି ରାଶି ମାନଙ୍କ ଜରିଆରେ ମନୁଷ୍ୟଙ୍କ ଉପରେ ପ୍ରଭାବିତ କରିଥାଏ |ଆଜିର ଏହି ସୋମବାରରେ ମହାଦେବଙ୍କ କିଛି ରାଶି ଉପରେ କୃପା ବର୍ଷା ହେବାକୁ ଯାଉଅଛି ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ |
ମେଷ ରାଶି -ଏହି ସୋମବାରରେ ବନୁଥିବା ଶୁଭ ସଂଯୋଗ କାରଣରୁ ଆପଣଙ୍କୁ ସଫଳତା ହାସଲ କରିବା ଠାରୁ ଆଉ କେହିବି ଅଟକାଇ ପାରିବେ ନାହିଁ ଆପଣଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ ପରିବାରରେ ଖୁସିର ମାହାଲ ବନିବ |ଆପଣ ଦେଖିଥିବା ସ୍ବପ୍ନ ମଧ୍ୟ ଏବେ ପୂରଣ ହେବ ଲମ୍ବା ସମୟ ଧରି ଆପଣ ଯେଉଁ ଅସୁବିଧାରେ ଘାଣ୍ଟି ହେଉଛନ୍ତି ସେଥିରେ ଏବେ ଆପଣଙ୍କୁ ମୁକ୍ତି ମିଳିବ ଆପଣଙ୍କୁ ନୂଆ ଅବସର ମିଳିବ ଯାହାକି ଆପଣଙ୍କୁ ଉନ୍ନତି ଆଡ଼କୁ ଟାଣି ନେବ |
ତୁଳା ରାଶି -ଜାଣିରଖନ୍ତୁ ଯେ ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତି ହେବ ଆପଣଙ୍କର ସବୁ ଆବଶ୍ୟକତା ପୂରଣ ହେବ ଆପଣଙ୍କ ଜୀବନ ଆନନ୍ଦିତ ରହିବ ଆପଣଙ୍କ ଭାଗ୍ୟ ଫୁଲ ଭଳି ଫୁଟି ଉଠିବ | ଆପଣଙ୍କୁ ସଫଳ ହେବା ଠାରୁ ଆଉ କେହିବି ଅଟକାଇ ପାରିବେ ନାହିଁ ଆପଣଙ୍କ ମାନ ସମ୍ମାନ ବଢିବ ଯାହା ଫଳରେ ଆପଣଙ୍କ ମନ ପ୍ରସନ୍ନ ରହିବ ପରିବାରରେ ମାତା ପିତାଙ୍କ ସହଯୋଗ ଆପଣଙ୍କୁ ମିଳିବ |
ବୃଷ ରାଶି -କହିରଖୁଛୁ ଯେ ଏହି ରାଶିର ଲୋକମାନଙ୍କୁ ଜୀବନର ସବୁଠାରୁ ବଡ଼ ଲାଭ ହେବ ବେପାରୀ ମାନଙ୍କୁ ବେପାରରେ ଭାରି ଧନ ଲାଭ ହେବାର ସମ୍ଭାବନା ବନୁଛି ଆପଣଙ୍କ କଳାତ୍ମକ ଏବଂ ସୂଚନାତ୍ମକ ଶକ୍ତିରେ ଅଚାନକ ଭାବରେ ଉନ୍ନତି ଆସିବ ଯାହାର ଆପଣଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଲାଭ ମିଳିବ |ଛାତ୍ର ଛାତ୍ରୀମାନଙ୍କୁ ନିଶ୍ଚତ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ |
ମକର ରାଶି -କହିଦେଉଚୁ ଯେ ମକର ରାଶିର ଲୋକମାନଙ୍କ ଉପରେ ଏହି ସୋମବାର ଦିନ ଅପାର କୃପାଦୃଷ୍ଟି ଲାଗି ରହିବ ଭାଗ୍ୟର ପୂର୍ଣ୍ଣ ସହଯୋଗ ଆପଣଙ୍କୁ ମିଳିବ ଯାହା ଆପଣଙ୍କୁ ପ୍ରଗତି ଆଡ଼କୁ ଟାଣିନେବ ଧନ ଲାଭର ମଧ୍ୟ ଯୋଗ ବନୁଛି ଆପଣଙ୍କର ଶୁଭ ସମୟ ଆରମ୍ଭ ହେବାକୁ ଯାଉଅଛି |ଯଦି କିଛି ଯୋଜନା କରିବେ ବୋଲି ଭାବିଥିଲା ତାହା ଉପରେ ଏବେ କାମ କରିବା ଆରମ୍ଭ କରି ଦିଅନ୍ତୁ |
ମୀନ ରାଶି -କହିରଖୁଛୁ ଯେ ମୀନ ରାଶିର ଲୋକମାନଙ୍କୁ ସୋମବାର ଦିନ ଭଗବାନ ଶିବଙ୍କ ବିଶେଷ କୃପା ପ୍ରାପ୍ତ ହେବ ଆପଣଙ୍କୁ ଶୁଭ ସମାଚାର ମିଳିବ ଘରେ ଖୁସି ବଢିବ |ନିଜର କାର୍ଯ୍ୟରେ ସଠିକ ନିର୍ଣ୍ଣୟ ନେବାରେ ଆପଣ ସଫଳ ହେବେ ଏବଂ ଆପଣଙ୍କ ଦ୍ୱାରା କରାଯାଇଥିବା ସବୁ କାର୍ଯ୍ୟ ଏବେ ସଫଳ ହେବ ତେବେ ସେଥିରେ ଲାଭ ମଧ୍ୟ ଅଧିକ ରହିବ |ଏହି ସମୟଟି ଆପଣଙ୍କ ପାଇଁ ବହୁତ ଖାସ ହେବ ବିଦ୍ୟାର୍ଥୀ ମାନେ ପାଠ ପଢ଼ାରେ ଉଚ୍ଚ ଫଳ ପ୍ରାପ୍ତ କରିବେ |