ସୁନା (Gold )ପ୍ରେମୀଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ପୁଣି କମିଲା ସୁନାର ଦର ଏବେ ହୋଇଗଲା ଏତେ କମ ….ସଙ୍ଗେ ସଙ୍ଗେ କିଣି ଦିୟନ୍ତୁ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ଗ୍ରାହକ ମାନଙ୍କ ପାଇଁ ଆସିଲା ବହୁତ ଖୁସିର ଖବର ପୁଣି ଖସିଲା ସୁନା ଦର ଗ୍ରାହକଙ୍କ ପାଇଁ ବହୁତ ଖୁସି ଖବର କମିବାରେ ଲାଗିଛି ଦିନକୁ ଦିନ ସୁନାର ଦର ତେବେ କିଣିବା ପୂର୍ବରୁ ଜାଣି ନିୟନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ |ତେବେ ସୁନା କିଣିବାକୁ ଇଛୁକ ଥିବା ଗ୍ରାହକଙ୍କ ପାଇଁ ଆସିଛି ବଡ଼ ଖୁସି ଖବର ଦିନକୁ ଦିନ କମିବାରେ ଲାଗିଛି ସୁନାର ଦର ଭାରତୀୟ ସୁନା ବଜାରରେ ପ୍ରତିଦିନ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି |

ସୁନା କିଣିବା ପୂର୍ବରୁ ଭଲ ଭାବରେ ଜାଣି ନିଅନ୍ତୁ ଭୁବନେଶ୍ୱର ସମେତ ଅନ୍ୟ ଦେଶର ପ୍ରମୁଖ ସହରରେ ସୁନାର ଦର ତେବେ ସୁନା କିଣିବାକୁ ଚାହୁଁଥିଲେ ଜାଣି ନିୟନ୍ତୁ କେତେ ରହିଛି ଭାରତୀୟ ବଜାରରେ ସୁନାର ଦାମ | ଭାରତୀୟ ବଜାରରେ 22 କ୍ୟାରେଟ ସୁନାର ଦାମ 10 ଗ୍ରାମ ପ୍ରତି ରହିଛି 53,790 ଟଙ୍କା |ତେବେ 24 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 58,720 ଟଙ୍କା ରହିଛି |

ସେହିପରି ଓଡିଶା ରାଜ୍ୟ ଭୁବନେଶ୍ୱରରେ ଆଜି 22 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 54,500 ଟଙ୍କା ଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 59,450 ଟଙ୍କା ରହିଛି |କିନ୍ତୁ ଦେଶର କେତେକ ସ୍ଥାନରେ ସୁନାର ମୂଲ୍ୟ ସ୍ଥିର ହୋଇ ମଧ୍ୟ ରହିଛି |ଦକ୍ଷିଣ ଭାରତର ପ୍ରମୁଖ ସହର ମାନଙ୍କ ଚେନ୍ନାଇରେ 22 କ୍ୟାରେଟ ମୂଲ୍ୟ 54,830 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ମୂଲ୍ୟ 59,780 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି |

ମୁମ୍ବାଇରେ 22 ଏବଂ 24 କ୍ୟାରେଟ ସୁନାର ଦର 54,500 ଟଙ୍କା ଓ 59,450 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଥିବା ବେଳେ ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ 54,650 ଟଙ୍କା ଓ 59,600 ଟଙ୍କା ରହିଛି |

ତେବେ ଏହା ବ୍ୟତୀତ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ଦର ଯଥାକ୍ରମେ 54,500 ଟଙ୍କା ଓ 59,450 ଟଙ୍କା ରହିଛି ଏହା ସହିତ ରୂପାର ମୂଲ୍ୟ ଏକ କିଲୋଗ୍ରାମ ପ୍ରତି 76,400 ଟଙ୍କା ରହିଥିବା ନେଇ ରେକର୍ଡ କରାଯାଇଛି |ସୁନା ବଦଳରେ ରୂପା ଦର ବୃଦ୍ଧି ହୋଇ ଚାଲିଛି |

Leave a Reply

Your email address will not be published. Required fields are marked *