ଓଡ଼ିଆ ଅଭିନତ୍ରୀ Ushashi ମିଶ୍ରଙ୍କ ଜୀବନୀ ଓ ପରିବାର, ଆଗରୁ ଦେଖି ନ ଥିବେ ଏମିତି କିଛି ଫୋଟୋ…

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ ଅଭିନେତ୍ରୀ ଉଷସି ମିଶ୍ରଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତାହେଲେ ଆଜି ଆସନ୍ତୁ ଆମ ଉଷସି ମିଶ୍ରଙ୍କ ଜୀବନୀ ତାଙ୍କ ପରିବାର ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା।

ଉଷସି ମିଶ୍ର ୯୦ ଦଶକରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଛନ୍ତି ସେ ବୋହୁତ ସାରା ଆଲବମ୍ ଏହାପରେ ସେ ଡ୍ରାମା ଧାରାବାହିକ ଏବଂ ଯାତ୍ରାରେ ଅଭିନୟ କରିଛନ୍ତି ତ ଉଷସି ମିଶ୍ରଙ୍କୁ ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବୋହୁତ ଅଧିକ ଭଲ ପାଇବା ଦେଇଛନ୍ତି ପ୍ରାୟ ୨୫ ବର୍ଷର ଅଭିନୟ କ୍ୟାରିୟର ମଧ୍ୟରେ ସେ ବୋହୁତ ସାରା ଭଲପାଇବା ପାଇଛନ୍ତି ତାହେଲେ ଉଷସି ମିଶ୍ରଙ୍କର ବୋହୁତ ସାରା ହିଟ୍ ଫିଲ୍ମ ଗୁଡ଼ିକ ରହିଛି ଯେଉଁଥିରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଛି ତାହାଛଡ଼ା ଯାତ୍ରାରେ ମଧ୍ୟ ଉଷସି ମିଶ୍ରଙ୍କର ଜବରଦସ୍ତ ଅଭିନୟ ଦେଖିବା ପାଇଁ ମିଳିଛି।

ଉଷସି ମିଶ୍ର ବୋହୁତ ଡେରିରେ ବିବାହ କରିଥିଲେ ୩୭ ବର୍ଷ ବୟସରେ ବିବାହ କରିଥିଲେ ଉଷସି ମିଶ୍ର ହେଲେ ତାଙ୍କ ବାହାଘର ବେଶୀଦିନ ପର୍ଯ୍ୟନ୍ତ ଯାଇ ପାରିନଥିଲା ୨୦୧୧ ମସିହାରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିନ୍ତୁ ୨୦୨୦ ମସିହାରେ ତାଙ୍କର ଛାଡ଼ପତ୍ର ହୋଇ ଯାଇଥିଲା ଦୁହିଁଙ୍କ ମଧ୍ୟରେ ଭଲପାଇ ବିବାହ ହୋଇଥିଲା ଆଉ ଦୁହିଁଙ୍କ ମଧ୍ୟରେ ଆପୋଷ ବୁଝାମଣା ଭାବେ ଛାଡ଼ପତ୍ର ମଧ୍ୟ ହୋଇ ଯାଇଥିଲା ଉଷସି ମିଶ୍ରଙ୍କର ପିଲାଛୁଆ କେହିବି ହେଲେ ନାହାଁନ୍ତି |

ଏବେ ଉଷସି ମିଶ୍ରଙ୍କୁ ପ୍ରାୟ ୫୦ ବର୍ଷ ବୟସ ହୋଇଛି ଉଷସି ମିଶ୍ରଙ୍କ ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନଙ୍କ ମନରେ ଗୋଟିଏ ଅଲଗା ପ୍ରକାର ସ୍ଥାନ ବନେଇବାରେ ସଫଳ ହୋଇଛନ୍ତି ତେବେ ଗୋଟିଏ ସିନେମାରେ ଅଭିନୟ କରିବ ପାଇଁ ୫ ଲକ୍ଷ ଗୋଟିଏ ଧାରାବାହିକରେ ଅଭିନୟ କରିବା ପାଇଁ ଗୋଟିଏ ଏପିସୋଡକୁ ପ୍ରାୟ ୧୦ ହଜାର ଓ ଯାତ୍ରାରେ ଅଭିନୟ କରିବା ପାଇଁ ଗୋଟିଏ ରାତିକୁ ପ୍ରାୟ ୧ ଲକ୍ଷ ଟଙ୍କା ନେଇଥାନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଉଷସି ମିଶ୍ର କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ କାମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

Leave a Reply

Your email address will not be published. Required fields are marked *