ନମସ୍କାର ଦର୍ଶକବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ ଦୀର୍ଘ 500 ବର୍ଷ ପରେ ଏହି ଦୁଇ ରାଶିର ଖୋଲିବାକୁ ଯାଉଛି ସୌଭାଗ୍ୟ ଏବଂ ଏହି 5 ଗୋଟି ରାଶି ଉପରେ ବର୍ଷିବ ଶିବଙ୍କ ଅପାର କୃପା ଶିବଙ୍କ ଅପାର କୃପା ବର୍ଷିବା ଦ୍ୱାରା ଏହି ପାଞ୍ଚ ରାଶିର ଲୋକମାନଙ୍କୁ ଏବେ ମାଲାମାଲ ହେବା ଠାରୁ ଆଉ କେହିବି ଅଟକାଇ ପାରିବେ ନାହିଁ |ଆପଣଙ୍କୁ କହିରଖୁଛୁ ଯେ ଆପଣଙ୍କୁ ମାନସିକ ରୂପରେ ଧାର୍ମିକ ଭାବନାର ଉଦୟ ହେବ ଏମାନଙ୍କ ପାଇଁ ଏହି ରାଜଯୋଗ ବହୁତ ଭଲ ଏବଂ ଶୁଭଫଳ ଦାୟକ ସାବ୍ୟସ୍ତ ହେବ |ଆପଣଙ୍କ ଜୀବନ ସାଥୀଙ୍କ ସହିତ ସମ୍ବଦ ମଧୁର ହେବ |ଆରାମ କରିବା ପାଇଁ ଆଗାମୀ ଦିନ ବହୁତ ସାନ୍ଦର ରହିବ |ସ୍ୱାମୀ ସ୍ତ୍ରୀ କୌଣସି ବାହାର ଜାଗାକୁ ବୁଲିବାକୁ ଯାଇପାରନ୍ତି |
ଏହି ସମୟ ଏବଂ ଆଗାମୀ ସମୟ ଆପଣଙ୍କ ଲଭ ଲାଇଫ ପାଇଁ ବହୁତ ଉଚିତ ଏବଂ ଶୁଭ ସାବ୍ୟସ୍ତ ହେବ ଏବଂ ନୂଆ ବିବାହିତ ଲୋକମାନଙ୍କ ପାଇଁ ଏହି ଦିନ ଅଧିକ ଶୁଭ ହେବାକୁ ଯାଉଛି ଯାହାକୁ ଆପଣ ଶୁଣି ବହୁତ ଅଧିକ ଖୁସି ହେବେ ଏବଂ ଏହି ଖୁସି ଖବର ଆପଣଙ୍କ ପ୍ରେମ ମାମଲାରେ ବହୁତ ଲାଭ ଦାୟକ ହେବ |ଆପଣଙ୍କ ଆର୍ଥିକ ସ୍ଥିତି ମଝଭୂତ ରହିବ |ଆପଣଙ୍କ କଳାତ୍ମକ ରଚନାତ୍ମକ କାର୍ଯ୍ୟର ପ୍ରଶଂସା ହେବ ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ |ଆପଣଙ୍କ ସବୁ ମନସ୍କାମନା ଗୁଡ଼ିକ ପୂରଣ ହେବ |
ଆପଣଙ୍କ ଆର୍ଥିକ ସମସ୍ୟା ଗୁଡ଼ିକ ଦୂର ହେବ ଆପଣଙ୍କର ଖୁବ ଶୀଘ୍ର ଚାକିରୀ ମିଳିବାର ବହୁତ ସମ୍ଭାବନା ବଢୁଛି |ଅବିବାହିତ ଲୋକମାନଙ୍କ ବିବାହ ଖୁବ ଶୀଘ୍ର ହେବାକୁ ଯାଉଅଛି ଆପଣ ଆପଣଙ୍କ ଜୀବନ ସାଥୀଙ୍କ ସାଙ୍ଗରେ କୌଣସି ଦର୍ଶନୀୟ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି | ଆପଣଙ୍କୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଅଛି ନିଜ ଉପରେ ବିଶ୍ୱାସ ରଖନ୍ତୁ ଆପଣଙ୍କ ସବୁ ବିଗିଡ଼ି ଯାଇଥିବା କାର୍ଯ୍ୟ ସୁରୁଖୁରୁରେ ଚାଲୁ ହେବ ଆପଣଙ୍କ ଆତ୍ମବିଶ୍ୱାସ କମ ହେବାକୁ ଦିଅନ୍ତୁ ନାହିଁ |
ଆପଣଙ୍କୁ ପ୍ରେମ ପ୍ରସ୍ତାବ ମଧ୍ୟ ମିଳିପାରେ ଲଭ ଲାଇଫ କଥା କହିଲେ ଆପଣ ଯଦି କାହାକୁ ନିଜର ମନ କଥା ଖୋଲି କହିବାକୁ ଚାହୁଁ ଥାଆନ୍ତି ତେବେ ଏବେ କହି ପାରନ୍ତି ଏହା ସବୁଠାରୁ ଆପଣଙ୍କ ପାଇଁ ଭଲ ସମୟ ଚାଲିଛି ଆପଣଙ୍କ ପାର୍ଟନରଙ୍କ ଉପର ଆପଣ ଅଧିକ ଧ୍ୟାନ ଦିଅନ୍ତୁ କାର୍ଯ୍ୟ କ୍ଷେତ୍ରରେ ବଡ଼ ବଡ଼ ମୌକା ମିଳିବ କ୍ୟାରିୟରେ ବଡ଼ ପ୍ରଗତି ହାସଲ କରିବେ |ଆପଣଙ୍କ ମନ ଭିତରେ ଭାବିଥିବା କାର୍ଯ୍ୟ ପୂରଣ ହୋଇଯିବ ସ୍ୱାସ୍ଥ୍ୟ କଥା କହିଲେ ସ୍ୱାସ୍ଥ୍ୟ ବହୁତ ଭଲ ରହିବ |
ଚାକିରୀ ଅପେକ୍ଷାରେ ଥିବା ଲୋକମାନଙ୍କୁ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଅଛି ସମାଜରେ ଆପଣଙ୍କ ମାନ ସମ୍ମାନ ବଢିବ ଆପଣଙ୍କ କୁଣ୍ଡଳୀରେ ଅଚାନକ ଭାବରେ ଧନ ଲାଭର ଯୋଗ ବନୁଛି ଆପଣ ଏହି ସମୟରେ ନିଜର ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବାର ଆବଶ୍ୟକତା ରହିଛି |ତେବେ ଦର୍ଶକବନ୍ଧୁ ଆମେ ଯେଉଁ ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଆଲୋଚନା ହେଲୁ ସେହି ରାଶି ଗୁଡ଼ିକ ହେଉଛନ୍ତି ବୃଷ ରାଶି ,ମିଥୁନ ରାଶି ,ତୁଳା ରାଶି ,ସିଂହ ରାଶି ଏବଂ କୁମ୍ଭ ରାଶି