ଗାର୍ଲଫ୍ରେଣ୍ଡ କୁ କିସ କରିବା ପଡିଗଲା ମାହାଙ୍ଗା, ଖାଇଲେ ଏମିତି ନାତ ଦେଖିଲେ କହିବେ ଆହୁରି ଜୋରରେ…ଭିଡ଼ିଓ ହେଲା Viral

ନମସ୍କାର ଦର୍ଶକ ବନ୍ଧୁ ଏବେ ଆସିଲା ଏମିତି ଖବର ଗାର୍ଲଫ୍ରେଣ୍ଡ କୁ କିସ କରୁଥିଲେ ଏମିତି ଖାଇଲେ ନାତ ଯାହାର ଭିଡ଼ିଓ ହେଉଛି ଭାଇରାଲ | ତେବେ ପବ୍ଲିକ ଆଗରେ କିସ କରୁଥିଲେ ଦୁଇ ପ୍ରେମୀ ଯୁଗଳ ରାଗରେ ଆସି ଏମିତି ଗୋଇଠା ମାରିଲେ ବ୍ୟକ୍ତି | ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ….

ତେବେ ସର୍ବସାଧାରଣ ସ୍ଥାନରେ କିସ କରିବା ଏବେକା ସମୟରେ ଅତି ସାଧାରଣ କଥା ହୋଇଗଲାଣି ଆଜିକାଲି ଲୋକମାନେ ବିନା ଭୟରେ ନିଜର ପ୍ରେମୀ ଓ ପ୍ରେମିକ ମାନଙ୍କୁ ଖୋଲା ଖୋଲି ଭାବରେ ପ୍ରେମର ପ୍ରକାଶ କରିବା ଆରମ୍ଭ କରିଛନ୍ତି କିନ୍ତୁ କିଛି କିଛି ଲୋକ ସେମାନଙ୍କୁ ପ୍ରେମ ବ୍ୟକ୍ତ କରିବାର ପଦ୍ଧତିକୁ ପସନ୍ଦ କରନ୍ତି ନାହିଁ |

ଗତ କିଛି ମାସ ମଧ୍ୟରେ ଦିଲ୍ଲୀ ମେଟ୍ରୋରେ ଘଟିଥିବା ଅଶିଳ ଘଟଣା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ ଏବଂ ସୋସିଆଲ ମିଡିଆରେ ଭିଡିଓ ମଧ୍ୟ ଭାଇରଲ ହେବାର ଦେଖିଥିବେ | ଏହିଭଳି ଘଟଣା କୁନେଇ ଉତେଜନ ପ୍ରକାଶ ପାଇଲା ପରେ DMRCଙ୍କୁ ମଧ୍ୟ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଡିଥିଲା |

ସେହିଭଳି ଆଜି ଏକ ସମାନ ଭିଡ଼ିଓ ଭାଇରାଲ ହେଉଛି ଯେଉଥିରେ ଏକ ଦମ୍ପତି ସର୍ବସାଧାରଣରେ କିସ କରୁଥିବାର ନଜର ଆସିଛନ୍ତି | ଭିଡ଼ିଓରେ ଏହା ଦେଖିବାକୁ ମିଳୁଛିଯେ କଲେଜର ଏକ ଖାଲି ସ୍ଥାନରେ ଠିଆହୋଇଥିବା ବେଳେ ଏକ ଦମ୍ପତି କିସ କରୁଛନ୍ତି ଠିକ ସେହି ସମୟରେ ଆଉ ଏକ ଛାତ୍ର ସେହି ବାଟ ଦେଇ ଯାଉଥିବା ମଧ୍ୟ ଦେଖିବାକୁ ମିଳିଛି |

ତେବେ ସେଇ ଦମ୍ପତିଙ୍କୁ କିସ କରୁଥିବାର ଦେଖି ଜଣେ ବ୍ୟକ୍ତି ରାଗିଯାଇ ଏପରି କିଛି କରିଥିଲେ ଯାହାକି ସେହି ଦମ୍ପତିଙ୍କ ଅବସ୍ଥା ଖରାପ କରିଦେଇଥିଲା ଯାହାକି ଭିଡ଼ିଓରେ ଦେଖିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି |

Leave a Reply

Your email address will not be published. Required fields are marked *