Cricket ଇତିହାସର ସବୁଠୁ ବଡ ରେକର୍ଡ କଲେ ଇଶାନ କିଷାନ ,ପାକିସ୍ତାନୀ ବୋଲରଙ୍କୁ ଧୋଇଲେ ଛକା ଚୌକରେ ସମସ୍ତଙ୍କ ମୁହଁ ଭାଙ୍ଗିଦେଲେ |

ନମସ୍କାର ଦର୍ଶକବନ୍ଧୁ ଟିମ ଇଣ୍ଡିଆର ସଙ୍କଟ ମୋଚନ ସାଜିଲେ ଇଶାନ କିଷାନ ଦିନିକିଆ କ୍ରିକେଟରେ କଲେ ବଡ଼ ରେକର୍ଡ ଭାରତୀୟ ଦଳର ଟପ ଜନକ ବ୍ୟାଟ୍ସମ୍ୟାନ ଙ୍କ ନିରାଶ ପ୍ରଦର୍ଶନ ପରେ ଇଶାନ କିଷାନ ଇନିଂସ ପରିଚାଳନ ଦାୟିତ୍ୱ ନେଇ ସଙ୍କଟ ମୋଚକ ଭାବରେ ପ୍ରଦର୍ଶନ କରିଛନ୍ତି |ଇଶାନ କିଷାନ କ୍ରମାଗତ ଅର୍ଦ୍ଧ ଶତକ ପୂରଣ ପରେ ହାର୍ଦିକ ପାଣ୍ଡ୍ୟାଙ୍କ ସହ ସ୍କୋରକୁ ଆଗକୁ ନେଇଛନ୍ତି |

ଇଶାନଙ୍କ ଓଡ଼ିଆ କ୍ୟାରିୟରରେ ଇଏ ହେଉଛି ସପ୍ତମ ଅର୍ଦ୍ଧ ଶତକ ଯେତେବେଳେ ଇଶାନ ବ୍ୟାଟିଙ୍ଗ କରିବା ପାଇଁ ବାହାରି ଥିଲେ ଟିମ ଇଣ୍ଡିଆ 48 ରନ ସ୍କୋରରେ ତିନୋଟି ଉଇକେଟ ହରାଇଥିଲା ଏହି ମ୍ୟାଚରେ ଇଶାନ 5 ନମ୍ବରରେ ବ୍ୟାଟିଙ୍ଗ କରିବା ପାଇଁ ଆସିଥିଲେ |ଇଶାନ କିଷାନ ପାକିସ୍ତାନୀ ବୋଲରଙ୍କୁ ତାଙ୍କ ଉପରେ ଚାପ ପକାଇବାକୁ ଦେଇନଥିଲେ |

ରନର ଗତି ଗୋଟେ ପଟରେ ଦ୍ରୁତ ରଖିଥିଲେ ଏହି ସମୟରେ 66 ରନରେ ଶୁଭମନ ଗିଲ ଭାରତକୁ ଚତୁର୍ଥ ଝଟକା ଲାଗିଥିଲା ଏଠାରେ କିଷାନ ଉପ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ସହ 100 ରୁ ଅଧିକ ସ୍କୋର କରି ଚାପ କମ କରିଥିଲେ |ଏସିଆ କପ 2023 ରେ ଟିମ ଇଣ୍ଡିଆର ପ୍ରଥମ ପ୍ରଥମ ପସନ୍ଦ ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଇଶାନ କିଷାନଙ୍କ ଏକ ବଡ଼ ସୁଯୋଗ ରହିଥିଲା |

ଏହି ମ୍ୟାଚ ପୂର୍ବରୁ ଇଶାନ ୱେଷ୍ଟନଡିଜ ବିପକ୍ଷ ଓଡ଼ିଆ ସିରିଜରେ ମାତ୍ର ତିନୋଟି ମ୍ୟାଚରେ ଅର୍ଦ୍ଧ ଶତକୀୟ ଇନିଂସ ଖେଳିଥିଲେ |ସବୁଥର ସିଏ ଓପନିଂ କରନ୍ତି ଏବଂ ଏହି ମ୍ୟାଚରେ ସେ 3 ନମ୍ବରରେ ବ୍ୟାଟିଙ୍ଗ ଆସିଥିଲେ |

Leave a Reply

Your email address will not be published. Required fields are marked *