ବୟସ କମ କିନ୍ତୁ କରୁଛନ୍ତି ଏମିତି କାଣ୍ଡ ,କହୁଛନ୍ତି ଯିଏ ଦେଖୁଛି ଦେଖୁ ଆମର ଢ଼ୋ ….ଦେଖି ଦେଲେ ଗାଁ ଲୋକେ ଆଉ ତାହା ପରେ Jaha ହେଲା, ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ |

ନମସ୍କାର ଦର୍ଶକବନ୍ଧୁ ଏହି ପ୍ରେମୀ ଯୁଗଳ ବଣ ମଧ୍ୟରେ ପଶି କରୁଥିଲେ ଏପରି କାମ ଯାହାକି ଦେଖି ଦେଲେ ଗାଁ ଲୋକେ |ଲୋକେ ପଚାରିବାରୁ କହୁଛନ୍ତି ଆମ ମନ ହେଲା ଆମେ କରିବୁ ଆମ ମଝିରେ ତୁମେ କାହିଁ ଷଣ୍ଢ ପୁରଉଛ ଆମର ବୟସ ହେଇନି କି ଆମକୁ ଧରୁଛ |ଯୁବକ ଯୁବତୀ କହୁଛନ୍ତି ଆମେ ତ ଲୁଚିକି କରୁଚୁ ଦେଖେଇକି ତ କରୁନୁ ତୁମେ ଆମକୁ ଆସି ହଇରାଣ କରୁଚ ଓଲଟା କିଳା ତୁମକୁ ଦେଇ ଦେବି ଯେ ବାମ୍ଫ ନେଉଥିବ ଭିଡିଓ କରିକି କଣ ଆମକୁ ଡରଉଛ |

ତୁମେ ଏପରି କାର୍ଯ୍ୟ କରି ପାରୁନା ବୋଲି ଆମ ପାଖକୁ ଦୌଡ଼ି ଆସିଛ ଏଭଳି କଥା କହୁଛନ୍ତି ଏହି ଯୁବକ ଯୁବତୀ |ଆମ ଘର ଲୋକମାନେ ଜାଣିଛନ୍ତି ଯେତେ ଭାଇରଲ କରୁଚ କର ଆମର ଯେତେବେଳେ ଇଚ୍ଛା ହେବ ଆମେ ଏଭଳି ରାସଲୀଳା କରିବୁ ତୁମର କଣ ହୋଇଗଲା |ତୁମେ କିଏ ଆମକୁ କହିବାକୁ ହୋଟେଲ ଗଲେ ତ ପଇସା ଦେବାକୁ ପଡ଼ିବ ସେଥିପାଇଁ ତ ଆମେ ଏଠାକୁ ଆସିଲୁ ଆମେ ତ ମଜା ନେଉଛୁ ତୁମେ କଣ ପାଉଚ |

ତୁମେ ଖାଲି ଲୁଚି ଛପି ବ୍ଲାକମେଲ କରୁଚ କାହାକୁ ଦେ-ହ ସୁଖ ମାଗୁଛ ତ କାହାକୁ ଟଙ୍କା ସୁନା ମାଗୁଛ ସୁଯୋଗ ମିଳିଲେ ଆଉ କାହା ପାଖରୁ ଝଡ଼େଇକି ନେଇ ଯାଉଛ |ଯାହା କରିବାର ଅଛି କର ଆମର ଢ଼ୋ ଏଭଳି କଥା କହୁଛନ୍ତି ଏହି ଯୁବକ ଯୁବତୀ |ବନ୍ଧୁଗଣ ଏଭଳି ଖରାପ କାର୍ଯ୍ୟ କରୁଥିବା ଯୁବକ ଯୁବତୀଙ୍କ ସଂଖ୍ୟା ଏତେ ବଢି ଗଲାଣି ଯେ କହିବାର ସୀମା ନାହିଁ |

ତେଣୁ କଥାରେ ଅଛି ମତେ ଯେତେ ମାଠିବୁ ମାଠ ମୁଁ ସେହି ଦର ପୋଡ଼ା କାଠ |ଧରା ପଡ଼ିବା ପରେ ମଧ୍ୟ ଏମାନଙ୍କ ମୁହଁ ତୋଡ଼ କମୁନି ପ୍ରେମିକ ଚୁପ ରହିଥିବା ବେଳେ ପ୍ରେମିକା ଜଣକ ମୁହଁ ତୋଡ଼ ଯାଉନି |ନା ତା ମନରେ ଅଛି ଡର ନା କାହାକୁ ଭୟ |

ଲୋକମାନେ କହୁଛନ୍ତି ଯେ ତୁମେ ମାନେ ଯଦି ଏମିତି ହେବ ତାହେଲେ ତୁମ ତଳ ପିଢ଼ି ସବୁ କଣ ଶିଖିବେ ଜୀବନ ତୁମର ଅନ୍ଧକାର ହୋଇଯିବ ତୁମର ଯଦି ଏମିତି କାର୍ଯ୍ୟ କରିବାର ଇଛା ବାହା ହୋଇପଡ଼ |ଏଭଳି ଖରାପ କାର୍ଯ୍ୟ ସମାଜକୁ ଖରାପ କର ନାହିଁ

Leave a Reply

Your email address will not be published. Required fields are marked *