ନମସ୍କାର ଦର୍ଶକବନ୍ଧୁ ଶାଢ଼ୀ ପିନ୍ଧି ସ୍କେଟିଂ କଲେ କୁନି ଝିଅ ଏହା ଦେଖି ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ |ତେବେ ବନ୍ଧୁଗଣ କେରଳରେ ଓନମ ପର୍ବ ପାଳନ କରାଯାଉଥିଲା ଏହି ପର୍ବରେ ମହିଳା ମାନେ ପ୍ରାୟତଃ ସେମାନଙ୍କ ପ୍ରିୟ ପୋଷାକ ଶାଢ଼ୀ ପିନ୍ଧନ୍ତି ଏହି ଅବସରରେ ଗୋଟିଏ କୁନି ଝିଅ ଶାଢ଼ୀ ପିନ୍ଧି ଚମତ୍କାର ସ୍କେଟିଂ କରିଥିଲେ |
ତେବେ ଏହା ସୋସିଆଲ ମେଡିଆରେ ବହୁ ଭାଇରଲ ହେବାରେ ଲାଗିଛି |ଏହି ଭିଡିଓରେ ସ୍କେଟିଂ କରୁଥିବା ଝିଅର ପ୍ରଥମ ସ୍କିନ ଆପଣଙ୍କ ହୃଦୟ ଜିତିବ ତାଙ୍କର ପ୍ରତିଭା ଦେଖି ଆପଣ ନିଶ୍ଚିତ ଭାବରେ କରତାଳି ଦେବାକୁ ବାଧ୍ୟ ହେବେ ତେବେ ଭିଡିଓ ରେ ଦେଖା ଯାଉଥିବା ଝିଅର ନାମ ହେଉଛି ଆୟାର ଆୟେମନ ଖାନ ତାଙ୍କୁ ମାତ୍ର 5 ବର୍ଷ |
ଫୋଟ ଗ୍ରାଫର ସାର ନବାବ ସାରପି ଉଦିନଙ୍କ ଦ୍ୱାରା ଆୟେରା ସ୍କେଟିଂର ଭିଡିଓ ପ୍ରସ୍ତୁତ ହେଉଛି ସେହି ପୋଷ୍ଟ ଭିଡିଓରେ ଆରିୟାନ ଙ୍କୁ ମଧ୍ୟ ଟ୍ରାକ କରିଛନ୍ତି |ସ୍କେଟିଂକୁ ବହୁତ ଭଲ ପାଆନ୍ତି ଆୟେରା ତେବେ ସେ ବହୁତ କମ ବୟସରୁ ସ୍କେଟିଂ ଆରମ୍ଭ କରିଥିଲେ |
ସେଥିପାଇଁ ଆଜି ସେ ଅତି କୌଶଳ ସହ ସ୍କେଟିଂ କରିବାରେ ସଫଳ ଅଟନ୍ତି |ଯାହାର ଭିଡିଓ ଏବେ ଖୁବ ଭାଇରଲ ହେବାରେ ଲାଗିଛି |