ନମସ୍କାର ଦର୍ଶକବନ୍ଧୁ ଘରେ କେହି ନଥିବା ଅବସ୍ଥାରେ ଏହି ପ୍ରେମୀ ଯୁଗଳ କରୁଥିଲେ ଏପରି କାର୍ଯ୍ୟ ଦେଖି ଦେଲେ ପରିବାର ଲୋକେ ପ୍ରେମିକ ଜଣକ ପ୍ରେମିକାକୁ କହୁଥିଲେ ଚାଲ ଘରେ କେହି ନାହାଁନ୍ତି ଶୀଘ୍ର କାମ ସାରିଦେବା ଠିକ ସେତେବେଳେ ହାବୁଡ଼ିଲେ ପରିବାର ଲୋକେ ନା ମନ ଖୋଲି କଥା ହୋଇ ପାରିଲେ ସବୁ କିଛି ତାଙ୍କର ବିଗିଡ଼ି ଗଲା ସେ କାହାକୁ କହିବେ ଏବେ ଏହି କଥା |ପ୍ରେମିକା ଜଣକ ଖରାପ କାମ କରି ଧରା ପଡ଼ିବାରୁ ମୁହଁ ଓନିରେ ଘୋରାଇ ପକାଉଛି |
ଏପଟେ ଜଣେ କିଏ ଭାଇ କହିଲେଣି ମୁହଁ ଦେଖା ସମସ୍ତେ ଦେଖନ୍ତୁ ତୁମ କଳା କାରନାମା କୁ ତୁମେ ସେହି ସେଡ଼ି ଘରେ କଣ କରୁଥିଲ ସମସ୍ତେ ଜାଣନ୍ତୁ ଏହି କଥା ବୋଲି ଭାଇ ଜଣକ କହୁଛନ୍ତି |ଦର୍ଶକବନ୍ଧୁ ପ୍ରେମିକା ଜଣକ ଘରେ କେହି ନଥିବା ବେଳେ ପ୍ରେମିକକୁ ଡାକି ଦେଇଥିଲା ଛାତ ଉପରକୁ ପ୍ରେମିକ ମଧ୍ୟ ଆନ୍ଦନରେ ପଳାଇ ଆସିଥିଲା ଘରେ କେହି ନଥିବା ସୁଯୋଗ ଦେଖି ବିଲେଇ କପାଳକୁ ଶିଖା ଛିଣ୍ଡିଲା |
ଦୁହେଁ ଘରେ କେହି ନଥିବାର ସୁଯୋଗ ନେଇ ଦେ-ହ ସୁଖରେ ମାତିଗଲେ କିଛି ସମୟ ଯାଇଛି କି ନାହିଁ ଘର ଲୋକମାନେ ଆସିଗଲେ ଓ ଏମାନଙ୍କ କଳା କାରନାମାକୁ ଦେଖି ଦେଲେ ପ୍ରେମିକ ଜଣକ ଧରା ପଡ଼ିଯିବ ବୋଲି ଛାତ ଉପରୁ ଡିଆଁ ମାରିଲା ବିଚରା ପ୍ରେମିକ ଯିବ କୁଆଡ଼େ ଧରା ପଡ଼ିଗଲା |
ଘର ଲୋକମାନେ ପଚାରିଲେ ଏହି ଟୋକା କିଏ ଏଠାକୁ କାହିଁକି ଆସିଥିଲା ତୁମେ ଦୁହେଁ କଣ କରୁଥିଲ ପ୍ରେମିକା ଜଣକ ଆଉ କଣ କରିବ ମୁହଁ ତ ଓନିରେ ଢାଙ୍କିଛି ଯେହେତୁ ଭୁଲ କରିଦେଇଛି ଖରାପ କାମ କରିଥିବାରୁ ଏମିତି ଅବସ୍ଥା କାହାକୁ ମୁହଁ ଦେଖାଇ ପାରିବ ନା ମୁଣ୍ଡ ଟେକି ଚାଲିପାରିବ |
ସବୁଦିନ ପାଇଁ ମୁଣ୍ଡରେ ବୋଳିଲା କଳଙ୍କ |ଏବେକାର ଯୁବ ପିଢ଼ି ମାନେ ହେଉଛନ୍ତି ଅସ୍ତବ୍ୟସ୍ତ ମାନୁ ନାହାଁନ୍ତି ସ୍ଥାନ ,କାଳ ଏବଂ ପାତ୍ର ତେଣୁ ସମସ୍ତ ଭାଇ ଭଉଣୀ ମାନଙ୍କୁ କୁହାଯାଉଛି ଏଭଳି କାର୍ଯ୍ୟରୁ ନିବୃତ ରୁହ ଏଭଳି ନିନ୍ଦନିୟ କାର୍ଯ୍ୟ କରି ସମାଜକୁ ଖରାପ କର ନାହିଁ |