ନମସ୍କାର ବନ୍ଧୁଗଣ ଓଡ଼ିଆ ଅଭିନେତ୍ରୀ କାଜଲଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତାହେଲେ ଦୀର୍ଘଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି କାଜଲ ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଆମେ କାଜଲଙ୍କ ଜୀବନୀ ଓ ପରିବାର ବିଷୟରେ ଜାଣିବା।
ତେବେ ଦର୍ଶକ ବନ୍ଧୁ ଆପଣମାନେ କାଜଲ ମିଶ୍ରଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ୯୦ ଦଶକରୁ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ପ୍ରଥମେ ସେ ଆଲବମ୍ ଜଗତ ଜରିଆରେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ ଏହାପରଠାରୁ ସେ ବୋହୁତ ସାରା ସିନେମାରେ ଅଭିନୟ କରି ସାରିଛନ୍ତି |
ତ ଗତ ଦିନମାନଙ୍କରେ ତାଙ୍କୁ ଓଡ଼ିଆ ଧାରାବାହିକରେ ଅଭିନୟ କରୁଥିବାର ଦେଖିବାକୁ ମିଳିଥିଲା ତେବେ ଆପଣମାନେ କାଜଲଙ୍କ ସୁନ୍ଦର ଏକ୍ସପ୍ରେସନ୍ ଓ ସୁନ୍ଦର ଡାନ୍ସ ତ ବେଶ୍ ଭଲ ଭାବରେ ଦେଖିଥିବେ ଯାହାଦ୍ଵାରା ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବୋହୁତ ଭଲ ପାଇବା ଦେଇଥିଲେ।
ତାହେଲେ କାଜଲଙ୍କ ପରିବାର ଉପରେ ଯଦି ଆମେ ନଜର ପକାଇବା ତାହେଲେ କାଜଲ ୨୦୦୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତାହେଲେ କାଜଲ ଜଣେ ଡାଇରେକ୍ଟରଙ୍କୁ ବାହା ହୋଇଛନ୍ତି ସୁଟିଂ ସେଟ୍ ରୁ ଭଲପାଇ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତ ବାହାଘର ପରେ ତାଙ୍କର ଗୋଟିଏ ଝିଅ ରହିଛନ୍ତି ତାଙ୍କ ଝିଅକୁ ପ୍ରାୟ ୧୦ ବର୍ଷ ବୟସ ହୋଇଗଲାଣି ତାହେଲେ ଝିଅଙ୍କୁ ଘରେ ଛାଡି ଏବେ ସୁଟିଂ ସେଟ୍କୁ ଆସୁଛନ୍ତି |
କାଜଲ ଦୀର୍ଘଦିନ ଧରି ସେ ଓଲିଉଡ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିଲେ ବାହାଘର ପରଠାରୁ ସେ ବୋହୁତ ଦିନ ପର୍ଯ୍ୟନ୍ତ ଅଭିନୟ ଜଗତରୁ ଦୂରରେ ରହିଥିଲେ ହେଲେ ଝିଅ ବଡ଼ ହେଲାପରେ ଏବେ ପୁଣିଥରେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଫେରିଛନ୍ତି କାଜଲ ପ୍ରାୟ ୧୦ ବର୍ଷର ଗ୍ୟାପ୍ ରେ ସେ ଓଲିଉଡ ଇଣ୍ଡଷ୍ଟ୍ରିକୁ ଆସିଛନ୍ତି ତ ଏବେ ସେ ଓଡ଼ିଆ ଧାରାବାହିକରେ ଅଭିନୟ କରୁଥିବାର ନଜର ଆସିଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଓଲିଉଡର ଏହି ଜବରଦସ୍ତ ଅଭିନେତ୍ରୀ କାଜଲ କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।