ଛାତ୍ର ଛାତ୍ରୀଙ୍କ ପାଇଁ ପୁଣି ଆସିଲା ଆଉ ଏକ ବଡ଼ ଖବର, Sarakar କରିଲେ ବଡ଼ ଘୋଷଣା, ଏଥର ଆଉ… ଦେଖନ୍ତୁ ସମ୍ପୂର୍ଣ ଖବର…

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ସରକାରଙ୍କ ତରଫରୁ ବଡ଼ ଘୋଷଣା ଏଣିକି ସମସ୍ତ ପାଠ ପଢା ଖର୍ଚ୍ଚ ବିଭାଗ ପକ୍ଷରୁ ବହନ କରାଯିବ |ଛାତ୍ର ଛାତ୍ରୀଙ୍କ ସମସ୍ତ ଫି ଫେରସ୍ତ କରାଯିବ ଏନେଇ ବର୍ତ୍ତମାନ ବହୁତ ବଡ଼ ଅପଡେଟ ଆସିଯାଇଛି ତେବେ ଚାଲନ୍ତୁ ଡେରି ନକରି ସମ୍ପୂର୍ଣ୍ଣ ଅପଡେଟ ଜାଣିବା |ଏସି ,ଏସ୍ଟି ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ବଡ଼ ଅପଡେଟ ଆସିଛି ଏସସି ,ଏସଟି ମେଡିକାଲ କଲେଜ ଏବଂ ଇଞ୍ଜିନିୟର ଛାତ୍ର ଛାତ୍ରୀଙ୍କୁ ଫି ଛାଡ଼ |

ସରକାରୀ କଲେଜ ଏବଂ ଇଞ୍ଜିନିୟରିଙ୍ଗ କଲେଜ ଗୁଡ଼ିକରେ ପଢ଼ୁଥିବା ଅନୁସୂଚିତ ଜାତି ଏବଂ ଜନ ଜାତି ଛାତ୍ର ଛାତ୍ରୀଙ୍କ ସମସ୍ତ ଫି ଫେରସ୍ତ କରାଯିବ |ସମସ୍ତ ପାଠପଢା ଖର୍ଚ୍ଚ ବିଭାଗ ପକ୍ଷରୁ ବହନ କରାଯିବ |ଏନେଇ ବିଭାଗୀୟ କମିଶନର ତଥା ସଚିବ ରୂପା ରୋଶନ ସାହୁ ସମସ୍ତ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଜଣାଇଛନ୍ତି |

ଏସ ସି ଏବଂ ଏସ ଟି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ଛାତ୍ରୀଙ୍କ ପ୍ରାତ୍ସାହନ ଯୋଜନା ଅଧୀନରେ ରାଜ୍ୟ ବଜେଟରୁ ଉଚ୍ଚ ଶିକ୍ଷା ଗ୍ରହଣ କରୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି |

ଏହି ଯୋଜନା ଅଧୀନରେ ଏମବି ବିଏସ ଏବଂ ଇଞ୍ଜିନିୟର ପାଠ୍ୟ କ୍ରମ ପ୍ରଦାନ କରୁଥିବା ସରକାରୀ ଅନୁଷ୍ଠାନର ଯୋଗ୍ୟ ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ର ଛାତ୍ରୀଙ୍କ ପାଇଁ ପାଠ୍ୟକ୍ରମ ଅବଧିର ସମ୍ପୂର୍ଣ୍ଣ କୋର୍ସ ଫି ଅନ୍ତର୍ଭୁକ୍ତ ହେବ ବୋଲି ସୂଚନା ଦିଆଯାଇଛି |

Leave a Reply

Your email address will not be published. Required fields are marked *