ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଆପଣମାନେ ଓଲିଉଡ଼ର ଜବରଦସ୍ତ ଅଭିନେତ୍ରୀ ଶ୍ରଦ୍ଧାଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ |ଦୀର୍ଘଦିନ ହେଲା ଓଡ଼ିଆ ସିନେମାରେ ଅଭିନୟ କରି ଆସୁଛନ୍ତି ଶ୍ରଦ୍ଧା ତାହେଲେ ଗତ ଦିନ ମାନଙ୍କରେ ଶ୍ରଦ୍ଧା ରାଜ ରାଜେଶଙ୍କୁ ଭଲ ପାଇଥିଲେ ତାଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା ହେଲେ କୌଣସି କାରଣ ବଶତଃ ଦୁହେଁଙ୍କ ମଧ୍ୟରେ ବ୍ରେକ ଅଫ ହୋଇଥିଲା |
ବ୍ରେକ ଅପ ହେବା ପରେ ରାଜ ରାଜେଶ ଅନ୍ୟ ଜଣେ ଅଭିନେତ୍ରୀଙ୍କୁ ଡେଟ କରୁଥିବା ବେଳେ ଶ୍ରଦ୍ଧା ପାଣିଗ୍ରାହୀ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଥିବାର ନଜରରେ ଆସିଛନ୍ତି |ତାହେଲେ ଏହି ବାହାଘରଟି ଶ୍ରଦ୍ଧାଙ୍କ ରିଏଲ ଲାଇଫରେ ନୁହେଁ ରିଲ ଲାଇଫ ର ହୋଇଥିବାର ନଜରରେ ଆସିଛି |ତ ଏବେ ଶ୍ରଦ୍ଧା ପାଣିଗ୍ରାହୀ ଗୋଟେ ସିରିଏଲରେ ଅଭିନୟ କରୁଛନ୍ତି |
ଆଉ ଏହି ସିରିଏଲରେ ସୁଟିଙ୍ଗ ସେଟରେ ମଧ୍ୟ ଶ୍ରଦ୍ଧାଙ୍କ ବାହାଘର ହେବାର ନଜରରେ ଆସିଛି ତ ଏହି ସିରିଏଲର ମୁଖ୍ୟ ଅଭିନେତାଙ୍କୁ ବିବାହ କରିଛନ୍ତି ଶ୍ରଦ୍ଧା ତ ଶ୍ରଦ୍ଧାଙ୍କୁ ଏବେ 28 ବର୍ଷ ବୟସ ହୋଇଗଲାଣି |ବାହାଘର ପାଇଁ ଉପଯୁକ୍ତ ବୟସ ହୋଇଥିଲେ ମଧ୍ୟ ଶ୍ରଦ୍ଧା ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି |
ତାହେଲେ ଶ୍ରଦ୍ଧା ରିଏଲ ଲାଇଫରେ ନୁହେଁ ରିଲ ଲାଇଫରେ ବିବାହ କରିଛନ୍ତି |ରାଜ ରାଜେଶଙ୍କୁ ବ୍ରେକ ହେବା ପରେ ବହୁତ ଡିପ୍ରେସନକୁ ଚାଲି ଯାଇଥିଲେ ଆଉ ଏବେ ଧୀରେ ଧୀରେ ସେ ଅଭିନୟ ଜଗତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ନିଜ ନର୍ମାଲରେ ଲାଇଫରେ ବଂଚିବାକୁ ଚାହୁଁଛନ୍ତି ଶ୍ରଦ୍ଧା ପାଣିଗ୍ରାହୀ