ଭାରତ ପାକିସ୍ତାନ ମ୍ୟାଚ ପୂର୍ବରୁ ବାବର ଏପରି କଥା କହି କିଣିଦେଲେ ବିରାଟଙ୍କ ମନ ,କହିଲେ Kohli ମୋ ପାଇଁ …..ଜାଣନ୍ତୁ ସମ୍ପୂର୍ଣ୍ଣ ଖବର |

ନମସ୍କାର ଦର୍ଶକବନ୍ଧୁ ଭାରତ ପାକିସ୍ତାନ ମ୍ୟାଚ ପୂର୍ବରୁ ପାକିସ୍ତାନର ବଡ଼ ବୟାନ ସାମ୍ବାଦିକ ସମିଳନୀରେ ମ୍ୟାଚକୁ ନେଇ ରଖିଲେ ମତ କୋହଲି ଙ୍କୁ ମୁଁ ସମ୍ମାନ କରେ |ପାକିସ୍ତାନ ଦଳ ଅଧିନାୟକ ତାଙ୍କ ପ୍ଲେୟାର ଉପରେ କଥା କରି କହିଛନ୍ତି ଏସିଆ କପ ମ୍ୟାଚରେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବାକୁ ସେମାନେ ଶ୍ରୀଲଙ୍କା ପରିସ୍ଥିତିର ଅଭିଜ୍ଞତା ଉପରେ ନଜର ପକେଇବେ |ଭାରତ ବିପକ୍ଷ ମ୍ୟାଚରେ ସାମ୍ବାଦିକ ସମିଳନୀରେ ବାବର ଆଜାମ କହିଛନ୍ତି |

ଆମେ ଜୁଲାଇ ଠାରୁ ଏଠାରେ ରହୁଚୁ ଆମେ ଟେଷ୍ଟ ମ୍ୟାଚ ଖେଳିଥିଲୁ କିଛି ଲିଗ ମ୍ୟାଚ ମଧ୍ୟ ଖେଳିଥିଲୁ ଏବଂ ପରେ ୱାନ ଡେ ଆମେ ଆଶା କରୁଛୁ ଭାରତ ବିପକ୍ଷ ମ୍ୟାଚରେ ଅଭିଜ୍ଞତାରୁ ଆମକୁ ସାହାଯ୍ୟ ମିଳିବ |ବାବର ମ୍ୟାଚର ଆଲୋଚନାରେ ପ୍ରତ୍ୟାକ୍ଷନ କରି କହିଛନ୍ତି ଆମେ କେବଳ ମ୍ୟାଚରେ ମ୍ୟାଚ ଉପରେ ଧ୍ୟାନ ଦେଇଚୁ ସେ କହିଛନ୍ତି କୌଣସି ଅତିରିକ୍ତ ଚାପ ନାହିଁ |

ଭାରତ ପାକିସ୍ତାନ ମ୍ୟାଚ କହିଲେ ଭାବନାରେ ପରିପୂର୍ଣ୍ଣ ଆମର ଅଭିଜ୍ଞ ଖେଳାଳି ଅଛନ୍ତି |ଆମକୁ କେବଳ ଆମର ଶକ୍ତି ଉପରେ ଧ୍ୟାନ ଦେବା ଏବଂ ଭଲ ଖେଳିବା ଆବଶ୍ୟକ |ନିକଟରେ ବିରାଟ କୋହଲି ବାବର ଆଜମ ପାକିସ୍ତାନ କ୍ରିକେଟ ଆଲୋଚନାରେ ଏକ ପ୍ରିୟ ବିଷୟ ପାଲଟିଛି |

କିନ୍ତୁ ବାବର କହିଛନ୍ତି ଯେ ସେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସମ୍ମାନ କରନ୍ତି |ବାବର କହିଛନ୍ତି ମୁଁ ବିରାଟ କୋହଲି ଙ୍କୁ ସମ୍ମାନ କରେ ମୋ ଠାରୁ ବଡ଼ ଏବଂ ମୁଁ ସବୁବେଳେ ସମ୍ମାନ କରେ |ଯେତେବେଳେ ମୁଁ ଖେଳିବା ଆରମ୍ଭ କରିଥିଲି |

ତାଙ୍କ ସାଙ୍ଗରେ କଥା ହୋଇଥିଲି ଏବଂ ମୁଁ ତାଙ୍କ ଠାରୁ ସାହାଯ୍ୟ ମଧ୍ୟ ପାଇଥିଲି |ସେ କହିଛନ୍ତି ବାହାରେ ଲୋକମାନେ କଣ କଥା ହୁଅନ୍ତି ମୁଁ ଜଣେ ନାହିଁ କିନ୍ତୁ କୋହଲି ମୋ ପାଇଁ ସବୁବେଳେ ଗୁରୁ ଅଟନ୍ତି |

Leave a Reply

Your email address will not be published. Required fields are marked *