ବାଛନ୍ତୁ ଗାନ୍ଧିଜୀଙ୍କ ତିନୋଟି ମାଙ୍କଡ ମଧ୍ୟରୁ ଗୋଟେ ଓ Janantu କିଏ ଆପଣଙ୍କୁ ଅଧିକ miss କରୁଛି |

ନମସ୍କାର ବନ୍ଧୁଗଣ ଆମେ ଆପଣଙ୍କୁ ଯେଉଁ ତିନୋଟି ମାଙ୍କଡ଼ର ଫୋଟ ଦେଖାଉଛୁ ତାହା ମଧ୍ୟରୁ ଆପଣ ଭଲ ଭାବରେ ଚିନ୍ତା କରି ଗୋଟିଏ ମାଙ୍କଡ଼ର ଚିତ୍ରଟିଏ ବାଛନ୍ତୁ ଓ ଜାଣନ୍ତୁ ଆପଣଙ୍କୁ କିଏ ଅଧିକ ମିସ କରୁଛି କିଏ ଆପଣଙ୍କୁ ଅଧିକ ମନେ ପକାଉଛି |ଏହି ବିଷୟରେ ଆଜି ଆମେ ଆପଣଙ୍କୁ ଆପଣଙ୍କ ବର୍ତ୍ତମାନ ,ଅତୀତ ଏବଂ ଭବିଷ୍ୟତ ଓ ଆପଣଙ୍କୁ କିଏ ଅଧିକ ମିସ କରୁଛି କିଏ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି କିଏ ଆପଣଙ୍କ ଠାରୁ ଦୂରେଇ ଯାଇଥିଲେ ଆମେ ଆପଣଙ୍କୁ ଆମ ମନକୁ ଜାଣିପାରିବା ଭଳି କିଛି କଥା ମଧ୍ୟ ଆମେ ଆପଣଙ୍କୁ କହିବୁ ଆପଣଙ୍କ ବିଷୟରେ ଯାହାବି କହିବୁ ଏହା ନିଶ୍ଚିତ ସତ୍ୟ ଅଟେ |ଆପଣ ଏହି ଫୋଟରେ ଦେଖୁଥିବେ ଯେ ଗାନ୍ଧିଜୀଙ୍କ ତିନି ମାଙ୍କଡ଼ ଅଛି ଯିଏ କି କିଛି ଦେଖୁ ନାହିଁ ,ଯିଏ କିଛି ଶୁଣୁ ନାହିଁ ଏବଂ ଆଉ ଜଣେ କିଛି କହୁ ନାହିଁ |ତ ଏହାର ଆଧାରରେ ଆମେ ଆପଣଙ୍କୁ କହିବୁ କିଏ ଅଧିକ ଆପଣଙ୍କୁ ମିସ କରୁଛି ଆପଣ ମଧ୍ୟ ତାହା ବିଷୟରେ ଅଧିକ ଚିନ୍ତା କରୁଛନ୍ତି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଏହା ବିଷୟରେ |

ଆପଣ ଯଦି ଗାନ୍ଧିଜୀଙ୍କ ପ୍ରଥମ ମାଙ୍କଡ଼ଟିକୁ ବାଛିଛନ୍ତି ଯିଏ କି କହୁଛି ମୁଁ କିଛି ଖରାପ ଦେଖିବି ନାହିଁ ତେବେ ଜାଣନ୍ତୁ ବର୍ତ୍ତମାନ ଆପଣଙ୍କ ସର୍ବ ସୌଭାଗ୍ୟ ପ୍ରାପ୍ତିର ଯୋଗ ବିଦ୍ୟମାନ ଆପଣଙ୍କ ପାଇଁ ଏକ ଶୁଭ ଦଶା ଭୋଗ ହେଉଅଛି ଦଶା ଫଳରେ ଅର୍ଥ ମାନ ଯଶ ପ୍ରାପ୍ତିର ଯୋଗ ରହୁଅଛି |ଇଛା ଅନୁସାରେ ଫଳ ଆପଣଙ୍କ ଜୀବନରେ ନିହାତି ଭୋଗାଭୋଗ ହେବ ଯେବେବି ଶୁଭଫଳ ଆସୁଅଛି ତାହା ଧୀରେ ଧୀରେ ଭୋଗ ହେବ କାରଣ ଅଶୁଭ ଫଳ ଆପଣଙ୍କୁ ଶୀଘ୍ର ଭୋଗ କରିବା ପାଇଁ ପଡ଼ିଥାଏ କିନ୍ତୁ ଶୁଭଫଳ ଆପଣଙ୍କୁ ଟିକେ ସମୟ ଲାଗିପାରେ ଆସିବାକୁ |ଆପଣ ବହୁତ ଦୁଃଖ ଭୋଗ କରିସାରିଲେଣି ଫଳତଃ ଦୁଃଖ ,ଦାରିଦ୍ର୍ୟତା ,ମହାଭୟ ଆତଙ୍କ ଗୁପ୍ତ ଶତ୍ରୁ ବୃଦ୍ଧି ନାନା ପ୍ରକାର ଫଳ ମଧ୍ୟ ଭୋଗ କରିଛନ୍ତି |ତେବେ ଆପଣଙ୍କ ଭଲ ସମୟ ଆସିଯାଇଛି ଏବଂ ହଟାତ ଧନ ପ୍ରାପ୍ତିର ଯୋଗ ରହିଛି |ଅତି ନିକଟରେ ଆପଣଙ୍କୁ ଏକ ବନ୍ଧୁଙ୍କ ସାଙ୍ଗରେ ଝଗଡ଼ା ହୋଇଥିଲା ଏବଂ ଯିଏ ଆପଣଙ୍କ ପିଲା ଦିନର ସାଥି ସିଏ ଆପଣଙ୍କୁ ବହୁତ ମିସ କରୁଛନ୍ତି |

ଯଦି ଆପଣ ଦ୍ୱିତୀୟ ମାଙ୍କଡ଼ଟିକୁ ପସନ୍ଦ କରିଛନ୍ତି ଯାହାର ଅର୍ଥ ମୁଁ କିଛି ଖରାପ ଶୁଣିବି ନାହିଁ କାରଣ ସେ କାନରେ ହାତ ଦେଇଛି ତ ଜାଣନ୍ତୁ ଆପଣ ବର୍ତ୍ତମାନ ବହୁତ ଚିନ୍ତାର ସମୟ ଅତିବାହିତ କରୁଛନ୍ତି ପାରିବାରିକ କ୍ଷେତ୍ରରେ ଆପଣ ବହୁତ ଖର୍ଚ୍ଚ କରି ପାରୁଛନ୍ତି ପରେ ତାର ଭରଣ ନକରି ପାରି ଆଜି ଚିନ୍ତିତ ହୋଇ କୌଣସି ଏକ ବ୍ୟବସାୟ କରୁଛନ୍ତି
କୌଣସି ଲାଭ ପାଉ ନାହାନ୍ତି ପରିଶ୍ରମ କରିବା ଅନୁସାରେ ଆପଣଙ୍କୁ ଫଳ ମିଳୁ ନାହିଁ ଭୟ ମଧ୍ୟରେ ବ୍ୟାଧି ଦଣ୍ଡକୁ ହରାଇ ବସିଲେ ସେଥି ନିମନ୍ତେ ଆପଣ ଚିନ୍ତାରେ ଅଛନ୍ତି ଏବେ ଆପଣ ଚିନ୍ତା ଦୂର କରନ୍ତୁ |ଆପଣଙ୍କ ଦୁଃଖର ଅନ୍ତ ସମୟ ଆସିଯାଇଛି ଆଜିଠାରୁ ଆପଣ ବହୁତ ସୁନାମ ଅର୍ଜନ କରିବେ ପଦ ପଦବୀରେ ଯଶପ୍ରୀତି ଯୋଗ ଦେଖାଦେବ |ଆପଣଙ୍କ ଏକ ଅତି ଘନିଷ୍ଟ ବନ୍ଧୁ ଯିଏ କି କିଛି ଦିନ ତଳେ ଆପଣଙ୍କ କୌଣସି କାରଣରୁ ଝଗଡ଼ା ହୋଇଥିଲା ସେଥିପାଇଁ ସେ ବର୍ତ୍ତମାନ ଅନୁତାପ କରୁଛନ୍ତି ଏବଂ ଆପଣଙ୍କୁ ବହୁତ ମିସ କରୁଛନ୍ତି |

ଯଦି ଆପଣ ତୃତୀୟ ମାଙ୍କଡ଼ ଟିକୁ ବାଛିଛନ୍ତି ଯିଏ କି ପାଟିରେ ହାତ ଦେଇଛି ତା ଅର୍ଥ ଯେ ମୁଁ କେବେ ଖରାପ କହିବି ନାହିଁ ତ ଆପଣଙ୍କ ଭାଗ୍ୟ ଖୁବ ଶୁଭମୟ ହେବାକୁ ଯାଉଅଛି |ଆପଣ ସେଥିରେ ବହୁତ ମନ୍ଦ ଫଳ ଭୋଗ କରୁଥିଲେ ଏଥର ଚିନ୍ତା ଦୂର କରି ଶୁଭଫଳର ଆଗମନରେ ରୁହନ୍ତୁ ବର୍ଷଟି ଆପଣଙ୍କ ଜାତକରେ ଶୁଭ ଫଳ ଭୋଗ ହେବାର ଦଶା ଏହି ସମୟ ଆପଣଙ୍କ ପାଇଁ ରାଜଯୋଗ ଭାଳିଣ ସମୟ ପ୍ରଦାନ କରିବ ବି ଯେଉଁ ଚାରୋଟି ଗ୍ରହ ଆପଣଙ୍କ କାର୍ଯ୍ୟରେ ବାଧା ଦେଉଥିଲେ ତାହା ଆପଣଙ୍କ ଠାରୁ ନିବାର ହେବାକୁ ଯାଉଛନ୍ତି |ରତ୍ନ ବିଶ୍ୱାସ ରଖି ଧାରଣ କଲେ ପ୍ରାୟତଃ ସମ୍ପୂର୍ଣ୍ଣ ଶୁଭଫଳ ମିଳିଥାଏ |ଗ୍ରହର ଶାନ୍ତି ଦ୍ୱାରା ନିଶ୍ଚିତ ଭାବରେ ଶୁଭଫଳ ମିଳିବାକୁ ଯାଉଅଛି |ଯେଉଁ ବନ୍ଧୁ ଆପଣଙ୍କ ସାଙ୍ଗରେ ବହୁତ ମିଶନ୍ତି ସେ ଆପଣଙ୍କ ଠାରୁ କିଛି ଦିନ ହେବ ଦୂରେଇ ଯାଇଛନ୍ତି ତେବେ ଜାଣନ୍ତୁ ସିଏ ଆପଣଙ୍କୁ ବହୁତ ମିସ କରୁଛନ୍ତି |

Leave a Reply

Your email address will not be published. Required fields are marked *