ଆସିଲା ଆଉ ଏକ ଦୁଃଖଦ ଖବର, ଆରପାରିରେ ଏହି Lokapriya ଅଭିନେତ୍ରୀ ,ଶୋକରେ ବୁଡ଼ିଲା ପୁରା ଚଳଚ୍ଚିତ୍ର ଜଗତ ,ଦେଖିଲେ ଆପଣଙ୍କ ଆଖିରୁ ଲୁହ ଆସିଯିବ |

ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଏକ ବଡ଼ ଦୁଖଦଃ ଖବର ସାମ୍ନାକୁ ଆସିଛି ଚଳଚ୍ଚିତ୍ର ଏହି ହିରୋଇନଙ୍କ ସନ୍ଦେହ ଜନକ ଭାବରେ ମୃ-ତ୍ୟୁ ହୋଇଛି |ବାସ ଭବନରୁ ଉଦ୍ଧାର କରାଯାଇଥିବା କଥା ଆଜି ପୋଲିସ କହିଛି ଅଳ୍ପ କେତୋଟି ଚଳଚ୍ଚିତ୍ର ଏବଂ ଅସଂଖ୍ୟ ସିରିଏଲରେ ଅଭିନୟ କରିଥିବା ଏହି 33 ବର୍ଷୀୟ ଅଭିନେତ୍ରୀଙ୍କୁ ବାସ ଭବନରେ ତାଙ୍କୁ ଉଦ୍ଧାର କରାଯାଇଛି |

ତାଙ୍କ ସ୍ୱାମୀ ଏବଂ ଦୁଇଟି ପିଲାଙ୍କ ସହ ସେ ରହୁଥିଲେ ତେବେ ସେ ଜୀବନ ହାରିଥିବା ଜଣା ପଡ଼ିଛି ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆ ଯାଇଥିଲା କିନ୍ତୁ ତାଙ୍କ ମୃ-ତ ଅବସ୍ଥାରେ ତାଙ୍କୁ ଡାକ୍ତର ଖାନରେ ଅଣା ଯାଇଥିବା କର୍ତ୍ତୃପକ୍ଷ ପୋଲିସ ସୂଚନା ଦେଇଥିଲେ |ଡାକ୍ତରଖାନା ସୂତ୍ରରୁ ଖବର ପାଇ ଆମେ ଅସ୍ୱାଭାବିକ ମୃ-ତ୍ୟୁ ମାମଲା ରୁଜୁ କରିଛୁ |

ପାରିବାରିକ ନିଷ୍ପତି ପାଇଁ ସେ ଏଭଳି ଚରମ ନିଷ୍ପତି ନେଇଥିବା କଥା ମନେ ହେଉଛି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି |ଲୋକପ୍ରିୟ ମାଲାୟାନ ଚଳଚ୍ଚିତ୍ର ଟେଲିଭିଜନ ଧାରାବାହିକ ଅଭିନେତ୍ରୀ ଅପର୍ଣ୍ଣା ପି ନାରାୟଣୀ ଜୀବନ ହାରିଥିବାର ବାସ ଭବନରୁ ତାଙ୍କୁ ଉଦ୍ଧାର କରାଯାଇଥିବା କଥା ଆଦି ପୋଲିସ କହିଛି |

ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଅପର୍ଣ୍ଣା ପି ନାରାୟଣୀଙ୍କ ପରଲୋକରେ ଅନେକ ଓଡ଼ିଆ କଳାକାର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଚଳଚ୍ଚିତ୍ର ଆଉ ଟେଲିଭିଜନ ଜଗତରେ ଶୋକର ଲହରୀ ଖେଳି ଯାଇଛି |

Leave a Reply

Your email address will not be published. Required fields are marked *