ନମସ୍କାର ଦର୍ଶକବନ୍ଧୁ ବର୍ତ୍ତମାନର ବଡ଼ ଖବର ଯାହାକି ସୁନା ରୂପା ଦରକୁ ନେଇ ତେବେ ଆଜି ପୁଣି ହୋଇଛି ସୁନା ରୂପାରେ ବଡ଼ ପରିବର୍ତ୍ତନ ଦାମ ଜାଣିଲେ ଗ୍ରାହକ ହୋଇଯିବେ ଖୁସି ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ସାଧାରଣତଃ ସ୍ତ୍ରୀ ମାନେ ସୁନା ପିନ୍ଧି ସଜ ହେବାକୁ ଅଧିକ ଭଲ ପାଇଯାଆନ୍ତି ତା ଛଡ଼ା ସ୍ତ୍ରୀ ଲୋକମାନେ ସୁନା ପିନ୍ଧିଲେ ମଧ୍ୟ ଅଧିକ ସୁନ୍ଦର ଦେଖା ଯାଆନ୍ତି ତେଣୁ ଆପଣମାନେ ଯଦି ସୁନା କିଣିବାକୁ ଚାହୁଁଛନ୍ତି ତେବେ ଜାଣି ନିଅନ୍ତୁ ଆମ ରାଜ୍ୟ ସମେତ ଭାରତରେ ପ୍ରମୁଖ ସହର ମାନଙ୍କରେ ସୁନାର ଦର ଆଜି କେତେ ରହିଛି |
ତେବେ ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନା 10 ଗ୍ରାମ ପ୍ରତି 53,790 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ଦର 10 ଗ୍ରାମ ପ୍ରତି ରହିଛି 58,720 ଟଙ୍କା ରହିଛି |ତେବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ ସୁନାର ଦର ଯଥାକ୍ରମେ 54,500 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ଦର 59,450 ଟଙ୍କା ରହିଛି |
ଦେଶର ପ୍ରମୁଖ ସହର ମାନଙ୍କରେ ମଧ୍ୟ ସୁନାର ଦର ସ୍ଥିର ରହିଥିବା ବେଳେ ଅନ୍ୟ କେତେକ ସହରରେ ଏହାର ମୂଲ୍ୟ ବୃଦ୍ଧି ହୋଇଛି |ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ଦର 54,550 ଟଙ୍କା 59,550 ଟଙ୍କା ରହିଛି |ତେବେ ମୁମ୍ବାଇରେ 22 ଏବଂ 24 କ୍ୟାରେଟ ସୁନାର ଦର 54,500 ଟଙ୍କା ରହିଥିବା ବେଳେ 59,450 ଟଙ୍କା ରହିଛି |
ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ 54,700 ଟଙ୍କା 59,660 ଟଙ୍କା ରହିଛି |ଦକ୍ଷିଣ ଭାରତରେ ପ୍ରମୁଖ ସହର ଚେନ୍ନାଇରେ ମଧ୍ୟ 22 କ୍ୟାରେଟର ମୂଲ୍ୟ 54,830 ଟଙ୍କା ଥିବା ବେଳେ 24 କ୍ୟାରେଟ ସୁନାର ଦର ଯଥାକ୍ରମେ 58,780 ଟଙ୍କା ରହିଛି |ସେହିପରି ରୂପା ଏକ କିଲୋଗ୍ରାମ ପ୍ରତି 72,800 ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି |