ମା ହେଲା ପରେ ଅଭିନୟ ଛାଡି ଦେଲେ ଏହି Heroine ମାନେ, ନ ହେଲେ ଏବେ କରିଥାନ୍ତେ ଓଡିଶାରେ ରାଜ

ନମସ୍କାର ବନ୍ଧୁଗଣ ଓଲିଉଡର ବୋହୁତ ସାରା ହିରୋଇନ୍ ମାନେ ଗତ ଦିନମାନଙ୍କରେ ମାଆ ହୋଇଛନ୍ତି ଆଉ ମାଆ ହେଲାପରେ ସେମାନେ ଓଲିଉଡ ଇଣ୍ଡଷ୍ଟ୍ରିରୁ ପୁରା ଦୂରେଇ ଯାଇଛନ୍ତି ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଆମ ଏହିଭଳି କିଛି ହିରୋଇନ୍ ମାନଙ୍କ ବିଷୟରେ ଜାଣିବା।

ମାହି
ମାହି ଓ ଚନ୍ଦନଙ୍କ ଯୋଡିକୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ଗତ ୪ ବର୍ଷ ପୂର୍ବେ ଦୁହିଁଙ୍କର ବାହାଘର ହୋଇଥିଲା ଆଉ ବାହାଘର ପରେ ଏବେ ତାଙ୍କର ଗୋଟିଏ କୁନି ଝିଅ ଜନ୍ମ ନେଇଛନ୍ତି ଯାହାଙ୍କର ନାଁ ରହିଛି ପୁଚକିନ୍ ଆଉ ପୁଚକିନ୍ ଙ୍କ ପରେ ମାହି ଓଲିଉଡ ଇଣ୍ଡଷ୍ଟ୍ରିରୁ ପୁରା ଦୂରେଇ ଯାଇଛନ୍ତି।

ମାନିନୀ
ମାନିନୀ ଧାରାବାହିକରେ ଆପଣମାନେ ତାଙ୍କୁ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ ତାହେଲେ ଏହି ଧାରାବାହିକ ଚାଲିଥିବା ବେଳେ ସେ ମାଆ ହୋଇଥିଲେ ଆଉ ମାଆ ହେଲାପରେ ସେବେଠାରୁ ସେ ଆଉ ଓଲିଉଡ ଇଣ୍ଡଷ୍ଟ୍ରିରେ ନଜର ଆସି ନାହାଁନ୍ତି।

ଆନିସା ଶର୍ମା
ତାହେଲେ ଆନିସା ଆଉ ଶୁବାଶିଷଙ୍କ ଯୋଡିକୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ତାହେଲେ ଗତ ଦିନମାନଙ୍କରେ ଆନିସାଙ୍କର ଗୋଟିଏ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି ତାଙ୍କ ନାଁ ରହିଛି ଭିଓନା ଆଉ ଭିଓନା ଜନ୍ମହେଲା ପରଠାରୁ ଆନିସା ଓଲିଉଡ ଇଣ୍ଡଷ୍ଟ୍ରିରୁ ପୁରା ଦୂରେଇ ଯାଇଛନ୍ତି।

ସୁଭସ୍ମିତା
ଦୀର୍ଘ ୧୫ ବର୍ଷର ଅଭିନୟ କ୍ୟାରିୟର ମଧ୍ୟରେ ସୁଭସ୍ମିତା ବୋହୁତ ସାରା ଧାରାବାହିକ ଓ ସିନେନରେ ଅଭିନୟ କରିଛନ୍ତି ହେଲେ ସୁଭସ୍ମିତା ମାଆ ହେଲାପରେ ଓଲିଉଡ ଇଣ୍ଡଷ୍ଟ୍ରିରୁ ପୁରା ଦୂରେଇ ଯାଇଛନ୍ତି।

ମିଠି
ମିଠିଙ୍କର ବୋହୁତ ସାରା ଆଲବମ୍ ତ ନିଶ୍ଚିତ ଭାବରେ ଦେଖିଥିବେ ମିଠି ଏବେ ନିଜ ସ୍ଵାମୀଙ୍କ ସହିତ ବ୍ଯାଙ୍ଗଲୋର୍ ରହିଛନ୍ତି ଆଉ ଓଲିଉଡ ଇଣ୍ଡଷ୍ଟ୍ରି ପୁରା ଛାଡି ଦେଇଛନ୍ତି ତାହେଲେ ତାଙ୍କର ଗୋଟିଏ ପୁଅ ହୋଇଛି।

ଇପ୍ସିତା
ତାହେଲେ ଇପ୍ସିତାଙ୍କ ଅଭିନୟ ଆପଣମାନେ ବୋହୁତ ସାରା ଧାରାବାହିକରେ ନିଶ୍ଚିତ ଭାବରେ ଦେଖିଥିବେ ହେଲେ ଇପ୍ସିତା ଯେବେଠାରୁ ମାଆ ହୋଇଛନ୍ତି ସେବେଠାରୁ ସେ ଓଲିଉଡକୁ ପୁରା ଛାଡି ଦେଇଛନ୍ତି।

Leave a Reply

Your email address will not be published. Required fields are marked *