ନମସ୍କାର ଦର୍ଶକବନ୍ଧୁ ସ୍କୁଲରେ ଛୁଟି ସଂଖ୍ୟା କମିବ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଜାରି ହେଲା ଛୁଟିର ନୂଆ ତାଲିକା ହେଲେ ଆସିଛି ନୂଆ ଅପଡେଟ ଆସନ୍ତୁ ଡେରି ନକରି ଜାଣିବା |ଏବେ ସ୍କୁଲରେ ଥିବା ଛୁଟି ଗୁଡ଼ିକ କମ କରାଯିବ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ ଚାଲିଥିବା ଛୁଟିର ନୂଆ ତାଲିକା ମଙ୍ଗଳବାର ଦିନ ଶିକ୍ଷା ବିଭାଗ ଜାରି କରିଛି |ଏହି ତାଲିକାରେ ସ୍କୁଲରେ ଆଗରୁ କରାଯାଇଥିବା 23 ଟି ଛୁଟି ମଧ୍ୟରୁ ଏବେ ମାତ୍ର 11 ଟି ଛୁଟି ମିଳିବ |
ନୂଆ ତାଲିକା ଅନୁସାରେ 31 ଅଗଷ୍ଟରେ ମଧ୍ୟ ରାକ୍ଷୀ ପୂର୍ଣ୍ଣିମା ଛୁଟି ବାତିଲ ହୋଇଥିଲା କିନ୍ତୁ ଏହା ପୂର୍ବରୁ ସ୍କୁଲରୁ ରାକ୍ଷୀ ପୂର୍ଣ୍ଣିମା ଦିନ ଛୁଟି ରହୁଥିଲା ସେହିପରି ଦୁର୍ଗା ପୂଜାରେ ପୂର୍ବରୁ 6 ଦିନ ଛୁଟି ଥିବା ବେଳେ ନୂଆ ଛୁଟି ତାଲିକାରେ ଏହା କେବଳ ତିନିଦିନ କରାଯାଇଛି |ଦୀପାବଳି ଛଟ ପୂଜା ଛୁଟିରେ ମଧ୍ୟ ପରିବର୍ତ୍ତନ କରାଯାଇଛି |
ନୂଆ ତାଲିକାରେ ଏହି ସବୁ ପର୍ବରେ 9 ଦିନ ଛୁଟି ବଦଳରେ କେବଳ ଚାରିଦିନ ଛୁଟି କରାଯାଇଛି ଏବଂ ସେହି ଛୁଟି ଦିନ ଗୁଡ଼ିକ ହେଉଛି ସେପ୍ଟେମ୍ବର 12,15 ,19 ଏବଂ 20 ନଭେମ୍ବର |ତେବେ ଶିକ୍ଷା ବିଭାଗର କହିବା ଅନୁସାରେ ପ୍ରାଥମିକ ବିଦ୍ୟାଳୟରେ 200 ଦିନ ଏବଂ ମାଧ୍ୟମିକ ବିଦ୍ୟାଳୟରେ 220 ଦିନ କାର୍ଯ୍ୟ ଦିବସ ରହିବା ଆବଶ୍ୟକ |
କିନ୍ତୁ ନିର୍ବାଚନ ପରୀକ୍ଷା ପର୍ବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଦ୍ୟାଳୟରେ ପାଠ ପଢା ପ୍ରଭାବିତ ହେଉଛି |ବିଦ୍ୟାଳୟ ଶିକ୍ଷା ବିଭାଗ କହିବା ଅନୁସାରେ ସବୁ ପର୍ବକୁ ସବୁ ଦିନରେ ପାଳନ କରାଯାଏ ନାହିଁତେଣୁ କେଉଁଠାରେ ସ୍କୁଲ ଛୁଟି ଥାଏ ତ କେଉଁଠାରେ ସ୍କୁଲ ଖୋଲା ଥାଏ ଏଥିପାଇଁ ପିଲାଙ୍କ ପାଠ ପଢ଼ାରେ ବ୍ୟାଘାତ ନହେବା ପାଇଁ ବିହାର ସରକାର ରାଜ୍ୟର ଥିବା ସ୍କୁଲ ଗୁଡିକ ପାଇଁ ଏହି ଘୋଷଣା କରିଛନ୍ତି |