ଚନ୍ଦ୍ରପୃଷ୍ଠରେ ବିଚରଣ କରୁଛି ଏକ ମାନବ ଯାହାକୁ Dekhiki ବୈଜ୍ଞାନିକ ମାନଙ୍କର ଉଡିଲା ହୋସ …..ଆପଣ ଦେଖିକି ମଧ୍ୟ ଚମକି ପଡ଼ିବେ, ଏମିତି ଚମତ୍କାର |

ନମସ୍କାର ଦର୍ଶକବନ୍ଧୁ ତେବେ ଚନ୍ଦ୍ରରେ ବିଚରଣ କରୁଛି ଏକ ମାନବ ସୋସିଆଲ ମେଡିଆରେ ଭାଇରଲ ହେଉଛି ଚନ୍ଦ୍ର ପୃଷ୍ଠର ଏହି ଫୋଟ ତେବେ ଏହି ବିଷୟରେ ସବୁଠି ହେଉଛି ଚର୍ଚ୍ଚା ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ |ତେବେ ଆଜିକୁ ପ୍ରାୟ 7 ଦିନ ତଳେ ଏକ ମହତ୍ତ୍ୱପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ଯେତେବେକେ ଚନ୍ଦ୍ରଯାନ ଫ୍ରି ଧୀରେ ଧୀରେ ଦକ୍ଷିଣ ମେରୁରେ ଅବତରଣ କରିଥିଲା ବିକ୍ରମ ଲ୍ୟାଣ୍ଡର ଯେବେ ଠାରୁ ଚନ୍ଦ୍ରପୃଷ୍ଠରେ ଲ୍ୟଣ୍ଡିଙ୍ଗ କରିଛି ଇସ୍ରୋ ଚନ୍ଦ୍ର ପୃଷ୍ଠରେ ଲଗାତାର ଅପଡେଟ ଦେବାରେ ଲାଗିଛି |

ବିକ୍ରମ ଲ୍ୟାଣ୍ଡରରୁ ବାହାରି ଚନ୍ଦ୍ର ପୃଷ୍ଠରେ ଘୁରି ବୁଲୁଥିବା ପ୍ରଜ୍ଞାନ ସଲଫର ଅକ୍ସିଜେନ ସହିତ ବହୁ ତତ୍ୱର ସନ୍ଧାନ କରିସାରିଲାଣି ଏବେ ରୋବର ଏବେ ହାଇଡ୍ରୋଜେନର ସନ୍ଧାନ କରୁଛି ଏହା ମଧ୍ୟରେ ସୋସିଆଲ ମେଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଚନ୍ଦ୍ର ପୃଷ୍ଟରେ ଚାଲୁଥିବାର ନଜରରେ ଆସିଛି ଏହି ଭିଡିଓକୁ ଦେଖି ସମସ୍ତେ ଏବେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି ଯାହାର ସତ୍ୟତା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ |

ଚନ୍ଦ୍ରଯାନ-3 ର ଲ୍ୟଣ୍ଡିଙ୍ଗ ପରେ ଭାରତ ମହାକାଶରେ ନିଜର ନାମକୁ ଅମର କରିଦେଇଛି |ଏହି ମାନବ ମହାକାଶ ଚାରି ବିକ୍ରମ ଲ୍ୟାଣ୍ଡର ରୁ ବାହାରି ରୋଵର ପ୍ରଜ୍ଞାନ ଲଗାତାର ଚନ୍ଦ୍ର ପୃଷ୍ଠରେ ବିଚରଣ କରୁଛି |ରୋଵରର କାମରେ ଚନ୍ଦ୍ରରେ ଜୀବନର ସନ୍ଧାନ ସହିତ ବିଭିନ୍ନ ତତ୍ୱର ସନ୍ଧାନ କରିଛି |

ଏହା ମଧ୍ୟରେ ସୋସିଆଲ ମେଡିଆରେ ଦ୍ରୁତ ଗତିରେ ଭାଇରଲ ହେଉଥିବା ଏହି ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷିତ କରିଛି |ତେବେ ଏହି ଭିଡିଓରେ ଦେଖା ଯାଇଥିବା ବ୍ୟକ୍ତିଜଣକ ବେଙ୍ଗାଲୁରର ଏକ କଳାକାର ଯିଏ କି 2019 ମସିହାରେ ଏକ ରଚନାତ୍ମକ ପରୀକ୍ଷଣ କରିଥିଲେ |

ଭିଡିଓରେ ବ୍ୟକ୍ତି ଜଣକ ସ୍ପେସ ସୁଟ ପିନ୍ଧିଛନ୍ତି ଓ ଚନ୍ଦ୍ର ପୃଷ୍ଠରେ ବୁଲୁଥିବା ଭଳି ନଜରରେ ଆସିଛନ୍ତି |ତେବେ ପ୍ରକୃତ ଘଟଣା ହେଉଛି ସେ ଚନ୍ଦ୍ରଯାନରେ ଯାଇ ଚାଲୁ ନାହାଁନ୍ତି ସେ ବ୍ୟାଙ୍ଗଲୋର ର ଏକ ସଡ଼କରେ ସ୍ପେସ ସୁଟ ପିନ୍ଧି ଚଳୁଛନ୍ତି ଯାହା ଚନ୍ଦ୍ର ପୃଷ୍ଠ ପରି ଗସ୍ତରେ ଭଳି ଦେଖାଯାଉଛନ୍ତି |

Leave a Reply

Your email address will not be published. Required fields are marked *