ବୁଢ଼ୀ ବୟସରେ ବିବାହ ବନ୍ଧନରେ ବାନ୍ଧି ହେଲେ ଓଡ଼ିଆ ହିରୋଇନ Lipi Mohapatra (ତାରିଣୀ), ଆସିଲା ବଡ ଖବର ଦେଖନ୍ତୁ |

ନମସ୍କାର ବନ୍ଧୁଗଣ କେବେ ବିବାହ କରିବେ ଓଡ଼ିଆ ଅଭିନେତ୍ରୀ ଲିପି ତାହେଲେ ଏବେ ୪୨ ବର୍ଷ ହୋଇଥିବା ସତ୍ତ୍ଵେ ନିଜର ରୀୟଲ୍ ଲାଇଫରେ ବିବାହ କରି ନାହାଁନ୍ତି ଲିପି ତେବେ ଦର୍ଶକ ବନ୍ଧୁ ଆପଣମାନେ ଲିପିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଦୀର୍ଘଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ଲିପି ତାହେଲେ ଲିପିଙ୍କ ମାଆ ଜଣେ ଅଭିନେତ୍ରୀ ଥିଲେ ମାଆଙ୍କର ପ୍ରେରଣା କ୍ରମେ ଲିପି ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ |

ପ୍ରଥମେ ୯୦ ଦଶକରୁ ଲିପି ଓଡ଼ିଆ ଆଲବମ୍ ଜଗତ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିଲେ ବୋହୁତ ସାରା ଓଡ଼ିଆ ଆଲବମ୍ ଓ ଓଡ଼ିଆ ସିନେମାରେ ଅଭିନୟ କରି ବୋହୁତ ସାରା ଲୋକପ୍ରିୟତା ହାସଲ କରିଛନ୍ତି ଗତ ଦିନମାନଙ୍କରେ ତାରାତାରିଣୀ ଧାରାବାହିକରେ ତାଙ୍କର ସୁନ୍ଦର ଅଭିନୟ ଦେଖିବାକୁ ମିଳିଥିଲା ଯେଉଁଠି ତାଙ୍କର ଲୋକପ୍ରିୟତା ବୋହୁତ ବଢ଼ି ଯାଇଥିଲା।

ତାହେଲେ ଲିପିଙ୍କୁ ଏବେ ୪୦ ବର୍ଷରୁ ଅଧିକ ସମୟ ହୋଇ ଗଲାଣି ହେଲେ ସେ ଏଯାଏଁ ବିବାହ ବନ୍ଧନରେ ବାନ୍ଧି ହୋଇ ନାହାଁନ୍ତି ତେବେ ଆପଣମାନେ ଲିପିଙ୍କ ସୁନ୍ଦର ଅଭିନୟ ତ ନିଶ୍ଚିତ ଭାବରେ ଦେଖିଥିବେ ତ ରିଲ ଲାଇଫରେ ସେ ବୋହୁତ ଥର ବିବାହ କରିଛନ୍ତି ହେଲେ ନିଜ ରୀୟଲ ଲାଇଫରେ ୪୦ ବର୍ଷ ବୟସ ହୋଇଥିବା ସତ୍ତ୍ଵେ ଏଯାଏଁ ସେ ବିବାହ କରି ନାହାଁନ୍ତି |

ହେଲେ ଏହାର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ ଗତ ଦିନମାନଙ୍କରେ ଗୋଟିଏ ଇଣ୍ଟର୍ଭ୍ୟୁରେ ଲିପି କହିଥିଲେ କି ତାଙ୍କ ମନଲାଖି ପୁଅ ଏଯାଏଁ ତାଙ୍କୁ ମିଳିନାହିଁ ତ ଯେବେ ତାଙ୍କ ମନଲାଖି ପୁଅ ତାଙ୍କୁ ମିଳିବ ସେ ତାଙ୍କୁ ବିବାହ କରିବେ ଆଉ ଏବେ ସେ ନିଜ କ୍ୟାରିୟର ଉପରେ ଫୋକସ୍ କରୁଥିବାର ନଜର ଆସିଛନ୍ତି ହେଲେ ୪୦ ବର୍ଷରୁ ଉର୍ଦ୍ଧ ବୟସ ହୋଇଥିବା ସତ୍ତ୍ଵେ ସେ ଏବେ ନିଜ କ୍ୟାରିୟର ଉପରେ ଫୋକସ୍ କରୁଛନ୍ତି |

ବାହାଘର ପ୍ରତି ତାଙ୍କର ଧ୍ୟାନ ନାହିଁ ନିଜ ରିଲ୍ ଲାଇଫରେ ସେ ୨୦ ଥରରୁ ଅଧିକ ଥର ବିବାହ କରି ସାରିଲେଣି ହେଲେ ନିଜ ରିୟାଲ୍ ଲାଇଫରେ ସେ ଏପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଓଡ଼ିଆ ଅଭିନେତ୍ରୀ ଲିପି କେମିତି ଲାଗନ୍ତି ଏବଂ ତାଙ୍କର ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

Leave a Reply

Your email address will not be published. Required fields are marked *