ଆଜି ରାତିଠାରୁ ହୀରା ଭଳି ଚମକିବ ଏହି ରାଶି ମାନଙ୍କ ଭାଗ୍ୟ ,Sanidev ଙ୍କ ପଡିଲା ଶୁଭ ଦୃଷ୍ଟି, ଦେଖନ୍ତୁ ଆପଣଙ୍କ ରାଶିରେ କଣ ରହିଛି…

ନମସ୍କାର ଦର୍ଶକବନ୍ଧୁ ଯେତେବେଳେ କୌଣସି ଗ୍ରହର ଦଶା ଦିଶାରେ ଅଦଳ ବଦଳ ହୁଏ ତେବେ ନିଶ୍ଚିତ ଭାବରେ ତାହାର ପ୍ରଭାବ ମନୁଷ୍ୟର ଜୀବନ ଉପରେ ପଡ଼ିଥାଏ କିନ୍ତୁ ଆମେ ମାନେ ଏହି ପ୍ରଭାବକୁ ବୁଝି ପାରିନଥାଉ ଯାହା ଫଳରେ ଆମ ସହିତ କିଛି ଘଟଣା ଘଟି ଯାଇଥାଏ କହିଦେଉଚୁ ଯେ ପ୍ରତ୍ୟକ ଗ୍ରହର ପ୍ରଭାବ ଆମର ଜୀବନ ଉପରେ ପଡ଼ିଥାଏ |ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ଶନି ଗ୍ରହ ବିଷୟରେ କହିବାକୁ ଯାଉଛୁ |ଆମର ହିନ୍ଦୁ ଧର୍ମରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ ଶନିଦେବ ଯେତେବେଳେ କାହା ଉପରେ ଖୁସି ହୁଅନ୍ତି ତେବେ ସେହି ମନୁଷ୍ୟର ସମୟ ବହୁତ ଅଧିକ ଭଲ ହେବା ଆରମ୍ଭ ହୋଇ ଯାଇଥାଏ କିନ୍ତୁ ଶନିଦେବଙ୍କ ପ୍ରକୋପ ଯେତେ ଅଧିକ ବଢିଥାଏ ତାହା ଠାରୁ ଅଧିକ ସେ ଲୋକମାନଙ୍କୁ ଖୁସି ଦେଇ ଥାଆନ୍ତି ଶନି ଭଗବାନ କାହାର ଶତ୍ରୁ ନୁହଁନ୍ତି ବରଂ ମିତ୍ର ଅଟନ୍ତି |ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏମିତି କିଛି ରାଶି ରହିଛି ଯାହାଙ୍କ ଉପରେ ଭଗବାନ ଶନିଦେବ ଆଗାମୀ 21 ବର୍ଷ ପର୍ଯ୍ୟନ୍ତ ଅତ୍ୟନ୍ତ ଖୁସିପୂର୍ଣ୍ଣ ରହିବେ ତେବେ ଆସନ୍ତୁ ଜାଣିବା କଣ ସେହି ରାଶି ଗୁଡ଼ିକ |

ମେଷ ରାଶି -ଏହି ରାଶି ଉପରେ ଶନିଦେବ ଖୁସିରେ ରହିବେ ଏବଂ ଏହି ରାଶିକୁ ଆଉ ଚିନ୍ତା କରିବାର କୌଣସି ଆବଶ୍ୟକ ନାହିଁ ଏହି ରାଶି ଉପରେ ପ୍ରଭୁ ଶନିଦେବଙ୍କ ଅସୀମ କୃପା ରହିବ ଏବଂ ଏହା ପୁଣି ସମ୍ପୂର୍ଣ୍ଣ 21 ବର୍ଷ ପର୍ଯ୍ୟନ୍ତ | ଏହାର ମଝିରେ ଏହି ରାଶିର ଲୋକମାନଙ୍କୁ ଧନର କୌଣସି ଅଭାବ ରହିବ ନାହିଁ ଏମାନଙ୍କ ସବୁ ମନସ୍କାମନା ଭଗବାନ ଶନିଦେବ ପୂରଣ କରିବେ କିନ୍ତୁ ଏଥିରେ କେବଳ ଗୋଟିଏ ସର୍ତ୍ତ ଏବଂ ତାହା ହେଉଛି ଯେ ଏମାନଙ୍କୁ ଭାଗବାନ ଶନିଦେବଙ୍କ ଉପରେ ବିଶ୍ୱାସ କରିବା ନିହାତି ଦରକାର |

ସିଂହ ରାଶି -ଶନିଦେବଙ୍କ କୃପା ଏହି ରାଶିମାନଙ୍କ ଉପରେ ମଧ୍ୟ ବର୍ଷିବ ଏବଂ ଏମାନଙ୍କ ଭିତରେ ଆଉ କୌଣସି ଆତ୍ମ ବିଶ୍ୱାସର ଅଭାବ ରହିବ ନାହିଁ ଏମାନଙ୍କ ସବୁ ମନସ୍କାମନା ଭଗବାନ ଶନିଦେବଙ୍କ ଦ୍ୱାରା ପୂରଣ ହେବ କିନ୍ତୁ ଆପଣ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଯେ ଆପଣଙ୍କୁ ସମ୍ପୂର୍ଣ୍ଣ ପରିଶ୍ରମ ଏବଂ ମନ ଧ୍ୟାନ ଦେଇ ନିଜ କାର୍ଯ୍ୟ ଉପରେ ଧ୍ୟାନ ଦେବା ନିହାତି ଦରକାର |ଏମାନଙ୍କ ପାଇଁ ଆସୁଥିବା ସମୟ ବହୁତ ଅଧିକ ଖାସ ରହିବ ଏହି ସମୟରେ ଆପଣଙ୍କ ସବୁ ଆର୍ଥିକ ସମସ୍ୟା ଦୂର ହେବାରେ ଲାଗିବ |

କନ୍ୟା ରାଶି -ଆପଣଙ୍କ ଉଦ୍ଧାର ଶନି ମହାରାଜ ମଧ୍ୟ କରିବେ କିନ୍ତୁ ଗୋଟିଏ ସର୍ତ୍ତ ରହିଛି ଯେ ଆପଣଙ୍କୁ ନିଜ ସମୟ ନିଜ ଜୀବନ ସାଥିଙ୍କ ସହିତ କାଟିବାକୁ ପଡ଼ିବ |ତେବେ ଯାଇ ଶନିଦେବଙ୍କ କୃପା ଦ୍ୱାରା ଆପଣଙ୍କ ସାରା ଜୀବନ ସୁଖମୟ ରହିବ ଏବଂ ଆପଣଙ୍କ ସବୁ ଅଟକି ରହିଥିବା କାର୍ଯ୍ୟ ପୂରଣ ହୋଇଯିବ ଯଦି ଆପଣଙ୍କର ବିବାହ ହୋଇ ନାହିଁ ତେବେ ମାତା ପିତାଙ୍କ ସହ ଅଧିକ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ |

ତୁଳା ରାଶି -ସଫଳତା ଆପଣଙ୍କ କବାଟ ସାମ୍ନାରେ ଛିଡ଼ା ହୋଇଛି ଆପଣଙ୍କର ଆଗକୁ ଆସୁଥିବା ସମୟ ଅତ୍ୟନ୍ତ ଶୁଭ ହେବାକୁ ଯାଉଅଛି ଧନର ବର୍ଷା ପରି କିଛି ଯୋଗ ମଧ୍ୟ ଆପଣଙ୍କର ରହିବ ଅର୍ଥାତ ଆପଣଙ୍କ ଜୀବନରେ ଧନ ଜନିତ ସମସ୍ୟା ରହିବ ନାହିଁ କେବେବି ଧନର ଅଭାବନ ଅନାଟନ ଆପଣ ଅନୁଭବ କରିବେ ନାହିଁ ମାତା ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଆଗାମୀ ଭବିଷ୍ୟତ ବହୁତ ଭାଗ୍ୟଶାଳୀ ରହିବ |

କର୍କଟ ରାଶି -ମାତା ଲକ୍ଷ୍ମୀଙ୍କ କୃପାରୁ ଏହି ମାସରେ ଅନେକ ଧନ ଲାଭ ହେବାର ସୁଯୋଗ ରହିଛି | ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କର ଜୀବନ ଶୁଭ ରହିବାକୁ ଯାଉଛି ଯାହା ଫଳରେ ଏହି ଲୋକମାନଙ୍କର ଭାଗ୍ୟ ଅଚାନକ ଚମକିବାକୁ ଯାଉଛି ଏବଂ ମାତା ଲକ୍ଷ୍ମୀଙ୍କ କୃପଦୃଷ୍ଟି ଏହିଲୋକମାନଙ୍କ ଉପରେ ପଡ଼ିବାକୁ ଯାଉଛି | ବ୍ୟବସାୟ କରୁଥିବା ବ୍ୟକ୍ତି ମାନଙ୍କ ବ୍ୟବସାୟରେ ଦିନକୁ ଦିନ ସଫଳତା ମିଳିବ ଏବଂ ବୁଡିଯାଇଥିବା ଧନ ଫେରିପାଇବାର ସମ୍ଭାବନା ରହିଛି |

Leave a Reply

Your email address will not be published. Required fields are marked *