ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ହିରୋଇନ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ କିନ୍ତୁ ଆପଣମାନେ ସେମାନଙ୍କ ବାପା ମାନଙ୍କୁ ଜାଣିଛନ୍ତି କି ସେମାନେ ଦେଖିବାକୁ କେମିତି ଯଦି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା |
ନମ୍ବର 1 ରେ ଆସୁଛନ୍ତି ସୁମନ ପଟ୍ଟନାୟକ ଯିଏ କି ତାରିଣୀ ଆଖିର ତାରା ସିରିଏଲରେ ଲିଡ଼ ଆକ୍ଟର ଭାବରେ ଅଭିନୟ କରୁଛନ୍ତି ତେବେ ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ସୁମନଙ୍କ ବାପା ଯାହାଙ୍କୁ ଆପଣମାନେ ଏହି ଫୋଟରେ ଦେଖି ପାରୁଥିବେ |
ନମ୍ବର 2 ରେ ଆସୁଛନ୍ତି ସୁଚରିତା ସ୍ୱାଇଁ ଯିଏ କି ସିନ୍ଦୂରର ଅଧିକାର ସିରିଏଲରେ ଉର୍ବୀ ଭୂମିକାରେ ଦମଦାର ଅଭିନୟ କରୁଛନ୍ତି ତେବେ ଦେଖନ୍ତୁ ଇଏ ହେଉଛନ୍ତି ସୁଚରିତାଙ୍କ ବାପା ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି |ଯାହାକି ଆପଣ ମାନେ ଦେଖି ପାରୁଥିବେ |
ନମ୍ବର 3 ରେ ଆସୁଛନ୍ତି ଅସୀମା ପତି ଯିଏ କି ତାରିଣୀ ଆଖିର ତାରା ସିରିଏଲରେ ଦମଦାର ଅଭିନୟ କରୁଛନ୍ତି ତେବେ ଇଏ ହେଉଛନ୍ତି ଆପଣଙ୍କ ଅତି ପ୍ରିୟ ଅଭିନେତ୍ରୀ ତାରାଙ୍କ ବାପା ଯାହାକି ଆପଣମାନେ ଏହି ଫୋଟ ଜରିଆରେ ଦେଖି ପାରୁଥିବେ |
ନମ୍ବର 4 ରେ ଆସୁଛନ୍ତି ହିତେଇଶା ବାଗ ଯିଏ କି ଝିଅ ଆମ ନୂଆ ବୋହୂ ସିରିଏଲରେ ପୂଜା ଭୂମିକାରେ ଦମଦାର ଅଭିନୟ କରୁଛନ୍ତି ଦେଖନ୍ତୁ ଫୋଟରେ ଇଏ ହେଉଛନ୍ତି ପୂଜାଙ୍କ ବାପା ଯାହାକି ଆପଣମାନେ ନିଶ୍ଚିତ ଭାବରେ ଦେଖି ପାରୁଥିବେ |
ନମ୍ବର 5 ରେ ଆସୁଛନ୍ତି ସୁଇଟି ପଟ୍ଟନାୟକ ଯିଏ କି ଆଶା ସିରିଏଲରେ ଲିଡ଼ ଆକ୍ଟର ଭାବରେ ଅଭିନୟ କରୁଛନ୍ତି ତେବେ ଇଏ ହେଉଛନ୍ତି ସୁଇଟି ଙ୍କ ବାପା ଯାହାଙ୍କୁ ଆପଣମାନେ ଫୋଟରେ ଦେଖି ପାରୁଥିବେ |
ତରଙ୍ଗ ସିରିଏଲରେ ଅଭିନୟ କରୁଥିବା Heroin ମାନଙ୍କ ବାପା ଦେଖିବାକୁ ବହୁତ ସୁନ୍ଦର ,ସବୁଠାରୁ ସୁନ୍ଦର ଏହି ହିରୋଇନଙ୍କ ବାପା ଦେଖନ୍ତୁ ….ଆଖି ଲାଖିଯିବ |
