ନମସ୍କାର ଦର୍ଶକ ବନ୍ଧୁ ପୁଣି ବ୍ରାହ୍ମଣୀ ନଦୀକୁ ଟାଣି ନେଲା କୁମ୍ଭୀର ଜଣେ ବ୍ୟକ୍ତିଙ୍କୁ ପାଣି ଭିତରକୁ ଟାଣି ନେଇଛି ବ୍ୟକ୍ତି ଜଣଙ୍କ ମଇଁଷି ଚରାଉଥିଲା ବେଳେ ତାକୁ ପାଣିକୁ ଟାଣି ନେଇଗଲା କୁମ୍ଭିର | ପାଣି ଭିତରକୁ ଟାଣି ନେଇ ଖାଇପକେଇଛି ପୂର୍ବରୁ ଅନେକ ଥର ବ୍ରାହ୍ମଣୀରେ ଏମିତି କୁମ୍ଭୀର ନଦୀକୁ ଟାଣି ନେଇଥିଲା ବେଳେ ଏବେ ପୁଣି ଟାଣି ନେଇଯାଇଛି ଜଣେ ବ୍ୟକ୍ତିଙ୍କୁ |
ଯେତେବେଳେ ବ୍ୟକ୍ତି ଜଣକ ଚିତ୍କାର କରିଥିଲେ ସେତେବେଳେ ତାଙ୍କୁ କୁମ୍ଭୀର ନଦୀ ଭିତରକୁ ନେଇକି ପଳୋଉଥିବାର ଲୋକେ ଦେଖିଥିଲେ କେହି ତାଙ୍କୁ ବଞ୍ଚେଇପାରିନଥିଲେ | କୁମ୍ଭୀର ପ୍ରଥେମେ ତାଙ୍କ ଗୋଡ଼କୁ ଝାମ୍ପ ମାରିଥିଲା ଆଉ ଯେତେବେଳେ ସେ ପଡିଯାଇଥିଲେ ସେତେବେଳେ କୁମ୍ଭୀର ତାଙ୍କୁ ମୁହଁରେ କାମୁଡି ନଦୀ ଭିତରକୁ ଟାଣି ନେଇଯାଇଥିଲା |
ଏମତି କିଛି ଆଶ୍ଚର୍ଯ୍ୟ କଲାଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟାମୁଣ୍ଡେଇ ରାଜନଗର ବ୍ରାହ୍ମଣୀ ନଦୀରେ | ବ୍ୟାକରଟି ଜଣଙ୍କ ହେଉଛନ୍ତି ରାଜନଗର ବ୍ଲକ ରାଜପୁର ଗାଁର, ବ୍ରାହ୍ମଣୀ ନଦୀ କୂଳରେ ବ୍ୟକ୍ତି ଜଣଙ୍କ ମଇଁଷି ଚରାଉଥିଲେ ଆଉ ଠିକ ଏତିକି ବେଳେ କୁମ୍ଭୀର ଉପରକୁ ଆସି ବ୍ୟକ୍ତିଙ୍କୁ ଟାଣି ନେଇ ନଦୀ ଭିତରୁ ଟାଣି ନେଇଗଲା |
ଏବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବ୍ୟକ୍ତି ଜଣଙ୍କୁ ଖିଜାଖୋଜି ଚାଲିଛି | ତେବେ ସୂଚନା ଅନୁଯାଇ ପ୍ରତିଦିନ ଭଳି ସେହି ବ୍ୟକ୍ତି ଗୁରୁବାର ଦିନ ନଦୀ କୂଳକୁ ମଇଁଷି ଚାରିବାକୁ ଯାଇଥିଲେ ହେଲେ ସେ ଜାଣିନଥିଲେ ତାଙ୍କର ଆଜି ଶେଷ ମଇଁଷି ଚାରା ହାତଟା ନଦୀକୂଳରେ କୁମ୍ଭୀରଟି ଆସି ବ୍ୟତୀଙ୍କୁ ଟାଣି ନେଇଯାଇଥିଲା | ଯଦି ଦେଖିବା କେନ୍ଦ୍ରାପଡାରେ ଅନେକ ଦିନ ହେବ କୁମ୍ଭୀର ଆତଙ୍କ ବାଡ଼ିଚାଲିଛି |