ନମସ୍କାର ଦର୍ଶକବନ୍ଧୁ ଏସିଆ କପ ପ୍ରଥମ ମୁକାବିଲାରେ ପାକିସ୍ତାନ ରେକର୍ଡ ବିଜୟ ନେପାଳ 104 ରନରେ ଅଲ ଆଉଟ ଏସିଆ କପ 2023ରେ ପ୍ରଥମ ମ୍ୟାଚ ସୁଲତାନ ଠାରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଆୟୋଜିତ ହୋଇଥିଲା |ତେବେ ଏହି ମ୍ୟାଚରେ ନେପାଳ ଅତି ଲଜ୍ୟା ଜନକ ଭାବରେ ପରାଜୟ ଗ୍ରହଣ କରିଛି ଅନ୍ୟପଟେ ପାକିସ୍ତାନର 238 ରନର ରେକର୍ଡ ବିଜୟ ହାସଲ କରିଛି |
ମ୍ୟାଚର ଅଧିନାୟକ ବାବର ଆଜମ ଏବଂ ଇପ୍ତି ଖାନ ଅହମଦ ସାନ୍ଦର ଶତକ ହାସଲ କରି ରନର ପାହାଡ଼ ଛିଡ଼ା କରିଥିଲେ |ଏହି ମ୍ୟାଚରେ ପାକିସ୍ତାନ ଖେଳ ଦେଖି ଭାରତୀୟ ଟିମ ଏବେ ଚିନ୍ତାରେ ପଡ଼ିଯାଇଛି |ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇଥିଲେ ବାବର 25 ରନରେ ଦୁଇଟି ଉଇକେଟ ହରାଇ ଦଳ ପ୍ରାରମ୍ଭିକ ପର୍ଯ୍ୟାୟର ସାମ୍ନା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଦଳ ଆଗକୁ ବଢିଥିଲା |
ବାବର 151 ରନ କରିଥିବା ବେଳେ ଇପ୍ତି ଖାନ 109 ରନ ଦ୍ରୁତ ଇନିଂସ ଖେଳି ଅପରାଜିତ ରହିଥିଲେ |ରିଜୱାନ 44 ରନ ସଂଗ୍ରହ କରିଥିଲେ ଦଳ ସମାନ 6 ଟି ଉଇକେଟ ହରାଇ 342 ରନ ସଂଗ୍ରହ କରିଥିଲା |
ଦଳରେ ମାତ୍ର ତିନିଜଣ ଖେଳାଳି ତିନି ଅଙ୍କ ସଂଗ୍ରହ କରିଥିଲେ ପାକିସ୍ତାନ ପକ୍ଷରୁ ସାଧବ ଖାନ ସର୍ବାଧିକ 4 ଟି ଉଇକେଟ ଅତିଆର କରିଥିବା ବେଳେ ସାହିନ ଆଫ୍ରିଦ ଏବଂ ହରିଶ ରଫ ଦୁଇଟି ଲେଖାଏଁ ଉଇକେଟ ଅତିଆର କରିଥିଲେ |