ମହିଳାଙ୍କ ମୁଣ୍ଡରୁ ବାହାରିଲା ୮ସେମିର ଜୀବନ୍ତ ପୋକ, ଦେଖି Doctor ହୋଇଗଲେ ବେହୋସ, ଦେଖନ୍ତୁ ପୁରା ଖବର…

ରୋଗରେ ପୀଡିତ ଥିଲେ 64 ବର୍ଷୀୟ ମହିଳା ମୁଣ୍ଡରୁ ବାହାରିଲା ଏମିତି କିଛି ଡାକ୍ତର ଦେଖି ହୋଇଗଲେ ବେହେଶ | ହଁ ଦର୍ଶକ ବନ୍ଧୁ କଥାଟା ଅଜବ ଲାଗୁଥିଲେ ସତ ମହିଳା ଜଣଙ୍କ ଏକ ଅଜବ ରୋଗରେ ପୀଡିତ ଥିଲେ, ମହିଳା ପ୍ରତିଦିନ ରାତିରେ ସେ ପୁରା ଝାଳରେ ବୁଡି ଯାଉଥିଲେ ତାଙ୍କ ରୋଗର ଲକ୍ଷଣ ନିମୁନିଆଁ ଭଳି ଥିଲା ଏହା ବ୍ୟତୀତ ସେ ପେଟାଯନ୍ତ୍ରଣା ଝାଡା ଏବଂ ଶୁଖିଲା କାଶରେ ମଧ୍ୟ ପୀଡିତ ଥିଲେ |

ଯେତେବେଳେ ଡାକ୍ତର ମାନେ ମହିଳାଙ୍କର ମୁଣ୍ଡ ସ୍କାନ କରିଲାପରେ ରିପୋର୍ଟରେ ଯାହା ବାହାରିଲା ଦେଖି ଡାକ୍ତରଙ୍କ ହୋସ ଉଡ଼ିଗଲା କାରଣ ସେମାନେ ତାଙ୍କ କ୍ୟାରିଅରରେ ଏହିଭଳି ଜିନିଷ ପ୍ରଥମ ଥର ଦେଖିଲେ | ବାସ୍ତବରେ ମହିଳାଙ୍କ ମୁଣ୍ଡରେ ଏକ ଜୀବନ୍ତ ପୋକ ଚାଲୁଥିଲା ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସାଧାରଣତ ଏହି ପୋକ ସାପ ମାନଙ୍କ ଠାରୁ ଦେଖିବାକୁ ମିଳିଥାଏ |
ଏହି ଘଟଣାକୁ ନେଇ ଡାକ୍ତର ମାନେ କହିଛନ୍ତି ଯେ ଏହି ଘଟଣା ପୁରା ବିଶ୍ୱରେ ପ୍ରଥମ ଘଟଣା, ଏକ ରିପୋର୍ଟ ଅନୁଯାଇ ଏହି ଘଟଣା ଅଷ୍ଟେଲିଆର |

64 ବର୍ଷୀୟ ଏହି ମହିଳାଙ୍କ ମୁଣ୍ଡରେ 7ସେଣ୍ଟିମିଟର ଏକ ଜୀବନ୍ତ ପୋକ ଚାଲୁଥିବା ମିଳିଲା ପରେ ଡାକ୍ତର ମାନେ ଚିନ୍ତାରେ ପଡି ଯାଇଛନ୍ତି କାରଣ ସେମାନେ ଗତ ଦୁଇ ବର୍ଷ ଧରି ଏହି ମହିଳାଙ୍କର ଚିକତ୍ସା କରି ଆସୁଥିଲେ କିନ୍ତୁ 2022 ପରେ ମହିଳାଙ୍କୁ ଡିପ୍ରେସନ ଓ ଭୁଲିବା ଭଳି ରୋଗ ହୋଇଥିଲା | ଏହା ପରେ ଯେତେବେଳେ ଡାକ୍ତର ମାନେ ସେହି ମହିଳାଙ୍କର MRI କରିଥିଲେ ସେରତେବେଳେ ଏହି ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ସଂକ୍ରାମକ ରୋଗ ବିଶେଷଣଜ୍ଞ ଡା ସଞ୍ଜୟ ସେନାୟକ କହିଛନ୍ତି ଯେତେବେଳେ ସର୍ଜନ ଫୋନରେ ମୋତେ କହିଲେ ମହିଳାଙ୍କ ମୁଣ୍ଡରୁ ଯେଉଁ ପୋକ ମିଳିଛି ତାହା ସାଧାରଣତ ସେହି ପୋକ ଶପଥରୁ ମିଳିଥାଏ | ଏହା ଏକ ଶତନ୍ତ୍ର ଗୋଲାକାର ପୋକ | ଏହାର ବୈଜ୍ଞାନିକ ନାଁ ଓଫିଡାସ୍କରିସ ରୋବଟିସ ଯାହା କାର୍ପେଟ ପାଇଥାନରେ ଦେଖା ଯାଇଥାଏ, ଅଜଗର ସାପର ଏହି ପ୍ରଜାତି ଅଷ୍ଟେଲିଆ ଇଣ୍ଡୋନେସିଆ ଏବଂ ପାପୁଅ ନୂଆଦିଲ୍ଲୀରେ ଦେଖିବାକୁ ମିଳିଥାଏ |

ତେବେ ଏହି ପୋକ ମହିଳାଙ୍କର ମୁଣ୍ଡକୁ କେମିତି ଆସିଲା ଡାକ୍ତର ଭି ଜାଣି ପାରୁନାହାନ୍ତି | ବିଶେଷଣଜ୍ଞ କହିବାନୁଯାୟୀ ଏହି ପୋକ ପତ୍ର ଥିବା ପାଣି ପାରିବାରୁ ମହିଳାଙ୍କ ଶରୀରକୁ ଅସିଥାଇ ପରେ ଏହା ବ୍ୟତୀତ କୁହା ଯାଉଁଛିଯେ ମହିଳା ଜଣଙ୍କ ଗୃହ ପାଳିତ ପଶୁ ପାଳନ କରୁଥିଲେ ସେହି ଜରିଆରେ ପୋକର ଅଣ୍ଡା ମହିଳାଙ୍କ ଶରୀରକୁ ଅସିଥାଇ ପରେ | ତେବେ ଅପରେସନ କରି ମହିଳାଙ୍କ ଶରୀରରୁ ପୋକଟିକୁ ବାହାର କରିଦେଇଛନ୍ତି ଡାକ୍ତର |

Leave a Reply

Your email address will not be published. Required fields are marked *