ପୁଣି ମାଡ଼ି ଆସୁଛି ବଡ ଲଘୁଚାପ, Panipaga ବିଭାଗ ଦେଲେ ସୂଚନା,ଆସନ୍ତା କାଲି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା, ଦେଖନ୍ତୁ ଆପଣଙ୍କ ଜିଲ୍ଲାରେ କଣ ଅଛି |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆସିଲା ଏକ ବଡ଼ ସୂଚନା ତେବେ ସୂଚନା ଅନୁସାରେ ରାଜ୍ୟରେ ଆସନ୍ତା ଦୁଇରୁ ତିନିଦିନ ପର୍ଯ୍ୟନ୍ତ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି |ବଙ୍ଗୋପସାଗରର ଉତ୍ତର ପୂର୍ବ କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣି ବଳୟ ଏହାର ପ୍ରଭାବରେ 1 ତାରିକରେ କେତେକ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବ ନା ହୋଇଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି |

ଏହା ସମୁଦ୍ର ପତନ ଠାରୁ ବାୟୁମଣ୍ଡଳର 5.8 କିଲୋମିଟର ପର୍ଯ୍ୟନ୍ତ ଉଚ୍ଚତା ରହିଛି ପାଣିପାଗ କେନ୍ଦ୍ର ଆକଳନ କରିଛି | ଏହା ସମୁଦ୍ର ପାଟଣା ଠାରୁ ବାୟାମଣ୍ଡଳ 5.8 କିଲୋମିଟର ଉଚତା ରହିଛି 2 ତାରିଖ ପ୍ରବଳ ବର୍ଷା ରହିଥିବା ବେଳେ 4ତାରିଖରୁ ଏହାର ପରିମାଣ ବଢିବା ବୋଲି ପାଣି ପାଗ ବିଭଗ ଆଗୁଆ ଆକଳନ କରିଛି |ସୂଚନା ଅନୁସାରେ ସେପ୍ଟେମ୍ବର 1 ତାରିକରୁ ରାଜ୍ୟରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି |

2 ତାରିକରେ ପ୍ରବଳ ବର୍ଷା ନେଇ 9 ଟି ଜିଲ୍ଲା ଅର୍ଥାତ ପୁରୀ ,କଟକ ,ଜଗତସିଂହ ପୁର ,ଢେଙ୍କାନାଳ ,ମାଲକାନଗିରି ,କେନ୍ଦ୍ରାପଡ଼ା ,କେଉଁଝର ଓ କୋରାପୁଟକୁ ରେଡ ୱାର୍ଣ୍ଣିଙ୍ଗ ମଧ୍ୟ ଜାରି କରାଯାଇଛି |ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇ ଘୁର୍ଣ୍ଣିବଳୟ ପ୍ରଭାବ ସାମାନ୍ୟ ବର୍ଷା ଭରଣ ବୋଲି ଅନୁମାନ କରାଯାଇଛି |

4 ତାରିକରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେଥିପାଇଁ ପାଣିପାଗ ବିଭାଗ ତରଫରୁ 9 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ମଧ୍ୟ ଜାରି କରାଯାଇଛି |ଚଳିତ ମାସରେ ରାଜ୍ୟରେ 783.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି |

ଏହି ସମୟରେ ସ୍ୱାଭାବିକ ବୃଷ୍ଟିପାତ 906.55 ମିଲିମିଟର ଅନୁସାରେ 14 ପ୍ରତିଶତ କମ ରହିଛି ଗୋଟେ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଦଶଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ରେକର୍ଡ କରାଯାଇଛି |

Leave a Reply

Your email address will not be published. Required fields are marked *