ଘରକୁ ମାଙ୍କଡ଼ ଆସିବାର ଅର୍ଥ କଣ ଜାଣନ୍ତୁ ଆପଣଙ୍କ ଜୀବନରେ ଆସିବାକୁ ଯାଉଛି ଏହି Sabu ବଡ଼ ପରିବର୍ତନ, ଦେଖିକି ଆପଣ ବି କହିବେ ଠିକ…

ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଆଜି ଆମେ ଜାଣିବା ମାଙ୍କଡ଼ କିପରି ଦେଇଥାଏ ଘରେ ଲକ୍ଷ୍ମୀ ଛାଡ଼ି ଯିବାର ସୂଚନା |ଯେଉଁ ଘରେ କୌଣସି ନିୟମ ନିଷ୍ଠା ନଥାଏ ଏବଂ ଭାଗବତ ପାଠ କେବେବି ହୁଏ ନାହିଁ ସେଇଠୁ ଲକ୍ଷ୍ମୀ ଛାଡ଼ି ଚାଲି ଯାଆନ୍ତି |ଯଦି ସ୍ୱାମୀ ଏବଂ ସ୍ତ୍ରୀ ଉଭୟଙ୍କ ମଧ୍ୟରେ ଝଗଡ଼ା ବହୁତ ସମୟ ଧରି ଲାଗି ରୁହେ କଳହ ମତାନ୍ତର ବାରମ୍ବାର ସୃଷ୍ଟି ହୁଏ ତେବେ ସେ ଗୃହରେ ଲକ୍ଷ୍ମୀ ତ୍ୟାଗ କରି ଥାଆନ୍ତି |ଯଦି ପରିବାର ବର୍ଗ ମଧ୍ୟରେ କଳହ ,ଦ୍ୱନ୍ଦ୍ୱ ଏବଂ ହିଂସା ବାଦ ଘଟେ ତେବେ ସେହି ସ୍ଥାନ ମା ଲକ୍ଷ୍ମୀ ଛାଡ଼ି ଦେଇ ଥାଆନ୍ତି ଅନିୟମିତ ଏବଂ ଶିଷ୍ଟାଚାର ହୀନ ହେଲେ ସେ ଘରୁ ମା ଲକ୍ଷ୍ମୀ ଛାଡ଼ି ଚାଲି ଯାଆନ୍ତି |

କିନ୍ତୁ ଏସବୁ ଭୁଲ କାର୍ଯ୍ୟ କରିବା ଦ୍ୱାରା ମା ଲକ୍ଷ୍ମୀ ଗୃହକୁ ତ୍ୟାଗ କରି ଥାଆନ୍ତି କିନ୍ତୁ ଗୃହରେ ମା ଲକ୍ଷ୍ମୀ ତ୍ୟାଗ କରିବାର ସଙ୍କେତ ମଧ୍ୟ କେତେ ଗୁଡ଼ିଏ ପଶୁ ମଧ୍ୟ ପ୍ରଦାନ କରି ଥାଆନ୍ତି |ପଶୁ ମାନଙ୍କ କାର୍ଯ୍ୟ ଆମକୁ ମଧ୍ୟ ସତର୍କ ସୂଚନା କରାଇଥାଏ ଯେ ମା ଲକ୍ଷ୍ମୀ ଆମ ମାନଙ୍କ ଉପରେ ରୁଷ୍ଟ ଅଛନ୍ତି |ପ୍ରଥମେ ରହିଚି କୁକୁର ଯଦି କୌଣସି ବାହାର ବୁଲା କୁକୁର ଘରକୁ ପଶି ଆସନ୍ତି ତେବେ ଏହା ଆପଣଙ୍କ ପାଇଁ ସତର୍କତା ସୂଚନା ଯେ ମା ଲକ୍ଷ୍ମୀ ଆପଣଙ୍କ ଗୃହ ଉପରେ ରୁଷ୍ଟ ଅଛନ୍ତି |

ତେବେ ଏହା ସୂଚନା ଦେଇଥାଏ ଯେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଗୃହ ଉପରେ ନାହିଁ ସେହିପରି ଯଦି କୁକୁଡ଼ା ମଧ୍ୟ ଆପଣଙ୍କ ଘର ପାଖକୁ ଚାଲି ଆସେ ତେବେ ମଧ୍ୟ ଏହା ସୂଚାଏ ଯେ ମା ଲକ୍ଷ୍ମୀ ଆପଣମାନଙ୍କ ଉପରେ ରୁଷ୍ଟ ଅଛନ୍ତି ଛେଳି ଗୋଡ଼ ମଧ୍ୟ ଘରେ ପଡ଼ିଲେ ମା ଲକ୍ଷ୍ମୀ ସେହି ସ୍ଥାନରେ ରୁହନ୍ତି ନାହିଁ |ଆଉ ଯଦି ଆପଣ ଦେଖନ୍ତି କଳା ମାଙ୍କଡ଼ ଆପଣଙ୍କ ଘରକୁ ପଶି ଆସନ୍ତି |

ଘରେ ତାର ପାଦ ଚିହ୍ନ ପଡ଼େ ତେବେ ସେ ଘରେ ଲକ୍ଷ୍ମୀ ଛାଡ଼ି ଚାଲି ଯାଆନ୍ତି ଏବଂ ସେ ଗୃହରେ ସର୍ବଦା ଅଭାବ ଅନଟନ ଲାଗି ରହେ |ଯେଉଁ ସବୁ ପଶୁ ବିଷୟରେ କୁହାଗଲା ସେସବୁ ପଶୁ ପାଳନ କରିବା ଅଶୁଭ ବିଚାର କରାଯାଏ ତେଣୁ ସେସବୁ ପଶୁ ଗୃହରେ କେବେବି ପାଳନ କରିବେ ନାହିଁ ଅତୀତରେ ଲୋକମାନେ ଗୋମାତା ଙ୍କ ସେବା କରୁଥିଲେ |

କିନ୍ତୁ ବର୍ତ୍ତମାନର ମଣିଷ ଏତେ ଉଚ୍ଚ କୋଟିର ହୋଇଯାଇଛନ୍ତି ଯେ କୁକୁର ମାନଙ୍କ ସେବା କରୁଛନ୍ତି |ତେଣୁ ଆପଣମାନେ ଯଦି କିଏ କୁକୁର ପାଳୁଛନ୍ତି ତେବେ ମନ ଖରାପ କରନ୍ତୁ ନାହିଁ କିନ୍ତୁ ଥରେ ଚିନ୍ତା କରନ୍ତୁ କୌଣସି ଧର୍ମରେ କୁକୁରକୁ ଶୁଭ ବିଚାର କରାଯାଏ ନାହିଁ |

Leave a Reply

Your email address will not be published. Required fields are marked *