ଏବେ ଏବେ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖବର ,ଖେଳ ପାଇଁ 15 ଦିନ School ଛୁଟି ,ଏବେ ସରକାର କରିଦେଲେ ଏମିତି ଘୋଷଣା, ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଏବେ ଏବେ ଆସିଲା ଖେଳ ଯୋଗୁଁ କିଛି ନୂଆ ଅପଡେଟ ଖେଳ ଯୋଗୁ 15 ଦିନ ସ୍କୁଲ ଘୋଷଣା ଆସନ୍ତୁ ଡେରି ନକରି କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା ମୁଣ୍ଡଳୀ ନବୋଦୟ ବିଦ୍ୟାଳୟ ପରିସରରେ ଚାଲୁଥିବା ନବୋଦୟ ଶିଶୁ ବିଦ୍ୟା ମନ୍ଦିରରେ କୌଣସି କାରଣକୁ ନେଇ 15 ଦିନ ପାଇଁ ପାଠ ପଢାକୁ ବନ୍ଦ କରାଯିବା ନେଇ ଘୋଷଣା ହୋଇଛି |ଏହି ଘୋଷଣା ପ୍ରତିବାଦରେ ମଙ୍ଗଳବାର ଦିନ ବିଦ୍ୟାମନ୍ଦିରର ସର୍ବାଧିକ ଛାତ୍ର ଛାତ୍ରୀ ମୁଣ୍ଡଳୀ ଆଠଗଡ଼ ମୁଖ୍ୟରାସ୍ତା ଅବରୋଧ କରି ପାଠ ପଢିଥିଲେ ଫଳରେ ପ୍ରାୟ ଦୁଇ ଘଣ୍ଟା ଧରି ଉକ୍ତ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଥିଲା |

ଖବର ପାଇ କଟକ ଉପ ଜିଲ୍ଲାପାଳ କମଳଜିତ ଦାସ ଘଟଣା ସ୍ଥଳରେ ପହଁଚି ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକ ମାନଙ୍କ ସହ ଆଲୋଚନା ପରେ ରାସ୍ତାରୁ ଛାତ୍ର ଛାତ୍ରୀ ମାନେ ଉଠିଥିଲେ |ପ୍ରକାଶ ଯେ ନବୋଦୟ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ବ୍ୟାଡ଼ ମିନ୍ଟନ ପ୍ରତିଯୋଗିତା ହେବାକୁ ଯାଉଅଛି |ଏଥିପାଇଁ ପରିସରରେ ଥିବା ଶିଶୁ ବିଦ୍ୟାମନ୍ଦିରର ପାଠ ପଢାକୁ 15 ଦିନ ପାଇଁ ବନ୍ଦ କରିବାକୁ କର୍ତ୍ତୃପକ୍ଷ ସୋମବାର ନୋଟିସ ଜାରି କରିଥିଲେ |

ଏହି ଖବର ମଙ୍ଗଳବାର ସକାଳେ ଜଣା ପଡ଼ିବା ପରେ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିଷ୍ପତିକୁ ବିରୋଧ କରିଥିଲେ |ଏହା ଦ୍ୱାରା ପିଲାଙ୍କ ପଢ଼ାରେ ଅସୁବିଧାରେ ହେବାର ଅଭିଭାବକ ମାନେ କହିଛନ୍ତି ଛାତ୍ର ଛାତ୍ରୀମାନେ ବିଦ୍ୟାଳୟ ସମୁଖ ରାସ୍ତା ଉପରେ ପାଲ ପକାଇ ବସି ପାଠ ପଢାଇ ଥିଲେ ସ୍ଥାୟୀ ପ୍ରତିକାର ଦାବିରେ ପ୍ରାୟ ଦୁଇଘଣ୍ଟା ଧରି ବାରଙ୍ଗ ଆଠଗଡ଼ ରାସ୍ତାର ସାମ୍ନାରେ ବସିବାକୁ ସାଧାରଣ ଲୋକଙ୍କ ଯାତାୟାତରେ ବାଧାପ୍ରାପ୍ତ ହୋଇଥିଲା |

ଶହଶହ ଗାଡ଼ି ମଟର ଉଭୟ ପାର୍ଶ୍ୱରେ ଅଟକି ରହିଥିଲା ଖବର ପାଇଁ ବାରଙ୍ଗ ଥାନା ଅଧିକାରୀ ଆକାଶ ଚନ୍ଦ୍ର ରଣା ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଛାତ୍ର ଛାତ୍ରୀ ମାନେ ଅଭିଭାବକ ମାନଙ୍କୁ ବୁଝା ସୁଜା କରିଥିଲେ ପରେ କଟକ ଉପ ଜିଲ୍ଲାପାଳ କମଳ ଜିତ ଦାସ ପହଁଚି ସ୍କୁଲ କର୍ତ୍ତୃପକ୍ଷ ଏବଂ ଅଭିଭାବକ ମାନଙ୍କୁ ଏକାଠି କରି ଆଲୋଚନା କରିବା ପରେ ରାସ୍ତାରୁ ପିଲାମାନେ ଉଠିଥିଲେ |

ଯେହେତୁ ଜାତୀୟ ବ୍ୟାଟ ମିଟନ ପ୍ରତିଯୋଗିତା ସ୍କୁଲ ପରିସରରେ ହେବ ତେଣୁ 15 ଦିନ ପାଇଁ ସ୍କୁଲକୁ ବନ୍ଦ କରିବା ପାଇଁ କର୍ତ୍ତୃପକ୍ଷ ନିଷ୍ପତି ନେଇଥିବା ବେଳେ ସେପ୍ଟେମ୍ବର 15 ତାରିକରେ ସ୍କୁଲକୁ ସ୍ୱାଭାବିକ ଭାବରେ ଚାଲିବ ବୋଲି ଉପଜିଲ୍ଲା ପାଳ କମଳ ଜିତ ଦାସ କହିଛନ୍ତି |

Leave a Reply

Your email address will not be published. Required fields are marked *