ନମସ୍କାର ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ ଛାତିରେ ଅଧିକ ଚୂଳ ରଖିବାର ଅର୍ଥ କଣ ହୋଇଥାଏ ଶାରୀରିକ ଅଙ୍ଗାର ବିସ୍ଲେଶଣ କରି ବ୍ୟକ୍ତିର ଚରିତ୍ର ବିଷୟରେ ଜାଣିବା ହିଁ ସାମୁଦ୍ରିକ ଶାସ୍ତ୍ର ଅଟେ |ଏହା ହିନ୍ଦୁ ଶାସ୍ତ୍ର ପ୍ରଦାନ କରିଥିବା ଏମିତି ବିଦ୍ୟା ଅଟେ ଯାହାକୁ ବହୁତ ଅଧ୍ୟୟନ ପରେ ମଧ୍ୟ ଉଜାଗର କରାଯାଇଅଛି |ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଚଳନ ରଙ୍ଗ ଆଉ ତାର ଶବ୍ଦରୁ ହିଁ ତାର ସ୍ଵଭାଵ ବିଷୟରେ ଜଣା ପଡ଼ିବ ତେବେ ଚାଲନ୍ତୁ ଆଜି ଜାଣିବା ଛାତିରେ ଅଧିକ ଚୁଟି ଥିବା ବ୍ୟକ୍ତିମାନଙ୍କ ସ୍ଵଭାଵ କିପରି ହୋଇଥାଏ ଆଉ ତାହା ସହିତ କିଛି କଥା ବିଷୟରେ |
ନମ୍ବର 1ଯେଉଁ ଲୋକମାନଙ୍କ ଦାନ୍ତ ଉପରେ ଦାନ୍ତ ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି ସ୍ୱଭାବରେ ଏମାନେ ବହୁତ ସାହସୀ ହୋଇଥାଆନ୍ତି ଆଉ ଏମାନେ ଅଧିକ ସାଙ୍ଗ ସାଥି ବନାଇ ଥାଆନ୍ତି |
ନମ୍ବର 2 ଜନ୍ମରୁ ମଧ୍ୟ ଯେଉଁ ଲୋକମାନଙ୍କ ଦେହରେ ଅଧିକ ଚୁଟି ଥାଏ ସେମାନେ କାମ ବାସ୍ନା ଏବଂ ଭୋଗ ବିଳାସକୁ ଅଧିକ ମହତ୍ୱ ଦେଇ ଥାଆନ୍ତି ତାହା ସହିତ ଏମାନେ ପରିଶ୍ରମୀ ହୋଇଥାଆନ୍ତି ଆଉ ନୂଆ ନୂଆ କାମ କରିବାରେ ଇଛୁକ ଥାଆନ୍ତି |
ନମ୍ବର 3 ଯେଉଁ ଲୋକମାନଙ୍କ ଛାତିରେ ଅଧିକ ଚୁଟି ଥାଏ ସେମାନେ ସନ୍ତୁଷ୍ଟ ପ୍ରଭୃତିର ହୋଇଥାଆନ୍ତି ଏମାନେ ନିଜର ଦିନ ଚର୍ଚ୍ଚା ଅନୁସାରେ ଜୀବନ ବ୍ୟତୀତ କରିଥାଆନ୍ତି ଏମାନେ ବହୁତ ଧନୀ ହୋଇଥାଆନ୍ତି |
ନମ୍ବର 4 ଯେଉଁ ଲୋକମାନଙ୍କ ଛାତିରେ ଜନ୍ମରୁ ହିଁ ଗୋଟେ ଲେଖାଏ ଚୁଟି ନଥାଏ ସେମାନେ ଅଲାଯୋଗୀ ହୋଇଥାଆନ୍ତି ଆଉ ସ୍ବାର୍ଥି ପ୍ରଭୃତିର ହୋଇଥାଆନ୍ତି ଏମାନଙ୍କ ଗୋଟିଏରୁ ଅଧିକ ପ୍ରେମ ସମ୍ପର୍କ ଥାଏ ତାହା ସହିତ ଏମାନେ ଝିଅ ମାନଙ୍କୁ ଧୋକା ଦେବାରେ ଏକ୍ସପର୍ଟ ଥାଆନ୍ତି |
ନମ୍ବର 5 କିଛି ଲୋକ ଏମିତି ଥାଆନ୍ତି ଯେଉଁମାନଙ୍କ ହାତରେ ଛଅଟି ଆଙ୍ଗୁଳି ଥାଏ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏମିତି ଲୋକମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ |