ନମସ୍କାର ଦର୍ଶକବନ୍ଧୁ ଆମେ ଆଜି ଆପଣଙ୍କ ଏକ ସୁନ୍ଦର ବିଷୟ ବସ୍ତୁଟିଏ ରହିଅଛି ଯାହାକି ଆମେ ଆପଣଙ୍କ ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ କହିପାରିବୁ ତ ଏହି ବିଷୟଟି ହେଉଚୁ ଆପଣ ଯେଉଁ ଫୋଟରେ ତିନୋଟି ଗୋଲାପ ଫୁଲ ଦେଖୁଛନ୍ତି ତ ବାଛନ୍ତୁ ସେଥି ମଧ୍ୟରୁ ଗୋଟିଏ |ପ୍ରତ୍ୟକ ବ୍ୟକ୍ତିର ମୁହଁ ଓ ବ୍ୟବହାର ଅଲଗା ଅଲଗା ହୋଇଥାଏ ଠିକ ସେହିପରି ପ୍ରତ୍ୟକ ବ୍ୟକ୍ତିର ପସନ୍ଦ ମଧ୍ୟ ଅଲଗା ଅଲଗା ରହିଥାଏ ଯେପରିକି କୌଣସି ବ୍ୟକ୍ତିକୁ ଶାନ୍ତି ପସନ୍ଦ ହୋଇଥାଏ ତ କୌଣସି ବ୍ୟକ୍ତିକୁ ଗହଳି ମଧ୍ୟରେ ରହିବାକୁ ଅଧିକ ପସନ୍ଦ ହୋଇଥାଏ ସେହିପରି ରଙ୍ଗ ବିଷୟରେ ମଧ୍ୟ ସମସ୍ତଙ୍କ ପସନ୍ଦ ଅଲଗା ଅଲଗା ହୋଇଥାଏ ଯେପରିକି କାହାକୁ ନାଲି ରଙ୍ଗର ଗୋଲାପ ପସନ୍ଦ ହୋଇଥାଏ ତ କାହାକୁ ଧଳା ରଙ୍ଗର ଫୁଲ ଭଲ ଲାଗିଥାଏ ଏହା ସତ୍ୟ ଯେ ରଙ୍ଗର ଅଭାବରୁ ବ୍ୟକ୍ତିଙ୍କ ଜୀବନ ଫିକା ହୋଇଯାଏ ଆପଣଙ୍କୁ ତିନୋଟି ରଙ୍ଗର ଫୁଲରୁ ଯେକୌଣସି ଗୋଟିଏ ରଙ୍ଗର ଫୁଲକୁ ବାଛନ୍ତୁ ତ ଏହାର ଆଧାରରେ ଆପଣ ଜାଣିବେ ଆପଣ ବାସ୍ତବରେ କିପରି ବ୍ୟକ୍ତି ଅଟନ୍ତି |
ପ୍ରଥମରେ ରହିଛି ନୀଳ ରଙ୍ଗ ଫୁଲ -ଯେପରିକି ଆପଣ ଜାଣିଛନ୍ତି ଯେ ଏହି ରଙ୍ଗଟି ଅଧିକ ସୁନ୍ଦର ଦେଖାଯାଉଛି ଏଥିପାଇଁ ଯଦି ଆପଣ ଏହି ରଙ୍ଗର ଫୁଲଟିକୁ ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେ ଆପଣ ଆଶାବାଦୀ ଏବଂ ସର୍ବଦା ଖୁସିରେ ରହିବା ଭଳି ବ୍ୟକ୍ତି ଅଟନ୍ତି |ଆପଣ ବହୁତ ସ୍ୱାଭିମାନୀ ବ୍ୟକ୍ତି ଅଟନ୍ତି ହୋଇପାରେ ଆପଣ ସ୍ୱାର୍ଥ ସ୍ୱଭାବର ହୋଇପାରନ୍ତି କାହାର ମଧ୍ୟ ସାହାଯ୍ୟ ନେବା ଆପଣଙ୍କୁ ପସନ୍ଦ ଲାଗୁ ନଥାଏ |ଏହା ସହିତ ଆପଣ ସବୁବେଳେ ଆପଣଙ୍କ ପାର୍ଟନରଙ୍କ ପ୍ରତି ବିଶ୍ୱାସୀ ହୋଇଥାଆନ୍ତି ଆପଣ ବହୁତ ସଚୋଟ ଅଳ୍ପ ଜିଦି ସ୍ୱଭାବର ହୋଇଥାଆନ୍ତି |ଆପଣଙ୍କୁ ସର୍ବଦା ଆପଣଙ୍କ କାମ ଉପରେ ରହିବାକୁ ପସନ୍ଦ ହୋଇଥାଏ ଅନ୍ୟର କଥାରେ ମୁଣ୍ଡ ଖେଳାଇବାକୁ ପସନ୍ଦ କରନ୍ତି ନାହିଁ କିନ୍ତୁ ଆପଣ ହୃଦୟରୁ ବହୁତ ଭଲ ବ୍ୟକ୍ତି ଅଟନ୍ତି |
ଦ୍ୱିତୀୟରେ ନାଲି ରଙ୍ଗ ଫୁଲ -ଏହି ନାଲି ରଙ୍ଗର ଗୋଲାପ ଫୁଲ ପ୍ରାୟତଃ ଭଲ ପାଇବାର ପ୍ରତୀକ ବୋଲି ବିଚାର କରାଯାଏ ତ ଯଦି ଆପଣ ଏହି ଫୁଲକୁ ବାଛିଛନ୍ତି ତ ଏହାର ଅର୍ଥ ଏହା ଅଟେ କି ଆପଣ ମିଳତି ବ୍ୟକ୍ତି ଅଟନ୍ତି କାହା ସାଙ୍ଗରେ ହେଲେ ବି ବହୁତ ଶୀଘ୍ର ମିଶି ଯାଇଥାଆନ୍ତି କିନ୍ତୁ ଆପଣ ଅଳ୍ପ କ୍ରୋଧୀ ପ୍ରକୃତିର ମଧ୍ୟ ହୋଇଥାଆନ୍ତି ଆପଣ ଆପଣଙ୍କ ଜୀବନ ସାଥୀଙ୍କ ସହିତ ସଚୋଟତାର ଆଶା ରଖି ଥାଆନ୍ତି ମିଛ ଆପଣଙ୍କୁ ଆଦୌ ପସନ୍ଦ ହୋଇ ନଥାଏ ଆପଣଙ୍କ ହୃଦୟ ବହୁତ କୋମଳ ସ୍ୱଭାବର ହୋଇଥାଏ ଯାହାକି ଟିକେ ଟିକେ କଥାରେ ଆପଣ ଭାବୁକ ହୋଇ ବସନ୍ତି |ପ୍ରାୟତ ଆପଣ ବହୁତ ରୋମାଣ୍ଟିକ ସ୍ୱଭାବର ହୋଇ ଥାଆନ୍ତି ଏମାନଙ୍କ ମ୍ୟାରେଜ ଲାଇଫ ବହୁତ ଭଲରେ କଟିଥାଏ |ସର୍ବଦା ଭଲ କହିବା ଏବଂ ଭଲ ପିନ୍ଧିବା ପ୍ରତି ଅଧିକ ଧ୍ୟାନ ରଖି ଥାଆନ୍ତି |
ତୃତୀୟରେ ରହିଛି ହଳଦିଆ ରଙ୍ଗ ଫୁଲ -ଯଦି ଆପଣ ହଳଦିଆ ରଙ୍ଗର ଫୁଲଟିକୁ ବାଛିଛନ୍ତି ତାହେଲେ ଏହି ରଙ୍ଗର ଫୁଲଟିକୁ ଫ୍ରେଣ୍ଡସିପର ପ୍ରତୀକ ବୋଲି ମନାଯାଇଥାଏ |ଏହି ରଙ୍ଗର ଫୁଲଟିକୁ ବାଛିଥିବା ଲୋକେ ଆପଣ ସବୁବେଳେ ନିଜେ ଖୁସିରେ ରହୁଛନ୍ତି ଏବଂ ଅନ୍ୟକୁ ମଧ୍ୟ ଖୁସିରେ ପସନ୍ଦ କରନ୍ତି |ଏହା ବ୍ୟତୀତ ଆପଣ ଅନ୍ୟକୁ ଗାଇଡ଼ କରିବାରେ ଏବଂ ସାହାଯ୍ୟ କରିବାରେ ଆନନ୍ଦ ଅନୁଭବ କରନ୍ତି ଏପରି ହୋଇଥାଏ ଆପଣ ତାକୁ ସାହାଯ୍ୟ କରିବା ସମୟରେ ଏହା ବି ଭୁଲି ଯାଆନ୍ତି ଯେ ସିଏ ଆପଣଙ୍କ ମିତ୍ର କି ଶତ୍ରୁ |କୌଣସି ବ୍ୟକ୍ତିକୁ ବି ସାହାଯ୍ୟ କରିବାରେ ଆପଣ ସର୍ବଦା ଆଗରେ ହିଁ ରହି ଥାଆନ୍ତି ଏବଂ ସମସ୍ତଙ୍କ ସାଙ୍ଗରେ ଅତି ସହଜରେ ମିତ୍ରତା କରି ଥାଆନ୍ତି |