ଗଭୀର ନଦୀରେ କୁମ୍ଭୀରକୁ ଗୋଡ଼ାଇଲା ବନ ବିଭାଗ,ବୋଟକୁ ଦେଖି ଚମ୍ପଟ ମାରିଲା କୁମ୍ଭୀର ,ଆଉ ତା ପରେ Jaha ହେଲା …..ଦେଖନ୍ତୁ |

ନମସ୍କାର ଦର୍ଶକବନ୍ଧୁ ଆସିଲା ସବୁଠାରୁ ବଡ଼ ଖବର ବନ ବିଭାଗକୁ ମଧ୍ୟ ଚକ୍ଷ୍ମା ଦେଇଥିଲା କୁମ୍ଭୀର |କୁମ୍ଭୀରକୁ ଖୋଜିବା ପାଇଁ ଧୟାନ୍ତ ହୋଇଗଲାଣି ବନ ବିଭାଗ ହେଲେ ବନବିଭାଗ ଯେତେବେଳେ କୁମ୍ଭୀରକୁ ଦେଖିଥିଲା ନଦୀରେ ପିଛା କରିଥିଲା ଆଉ ତା ପଛରେ ପଛରେ ଡଙ୍ଗା ଧରି ଯାଇଥିଲା ହେଲେ ଧରିବା ବେଳକୁ ଖସିଗଲା କୁମ୍ଭୀର |ଏହି ଦୃଶ୍ୟକୁ ଆପଣମାନେ ଦେଖି ପାରୁଥିବେ ଏହି ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ସ୍ୱର ଅଞ୍ଚଳର |ପିତା କାଳିଆ ନଦୀରେ ଏବେ ଭୟ ସୃଷ୍ଟି କରିଥିବା କୁମ୍ଭୀରକୁ ଧରିବା ପାଇଁ ବନ ବିଭାଗ ଓଲ୍ହାଇ ଥିଲା

ପାଣିକୁ ଚାରିରୁ ପାଞ୍ଚ ଦିନ ତଳେ ଗାଁ ଲୋକମାନେ ଏହି କୁମ୍ଭୀରକୁ ଦେଖି ଡରି ଯାଇଥିଲେ ଏବେ ସେହି କୁମ୍ଭୀରଟି ନଦୀର ଅଡ଼ି ବନ୍ଧରେ ରହିଥିଲା ଆଉ ଗାଁ ଲୋକେ ନଦୀକୁ ନ ଆସିଲେ ଚଳି ପାରିବେ ନାହିଁ ଆଉ ସେଥିପାଇଁ ବାରମ୍ବାର ବନ ବିଭାଗକୁ ଡାକିଥିଲେ ଆଉ ଶେଷରେ ବନ ବିଭାଗ ଆସି ପହଁଚି ଥିଲା ହେଲେ କୁମ୍ଭୀରକୁ ଧରିବା ଆଗରୁ କୁମ୍ଭୀର ଫିଟି ଗଲା |

ତେବେ ସେହି କୁମ୍ଭୀରଟି ନଦୀର ଅଡ଼ି ବନ୍ଧରେ ଥିବା ବୋଲି କୁହାଯାଉଛି |ତେବେ ବନ ବିଭାଗ ଖବର ପାଇ ଘଟଣା ସ୍ଥଳରେ ପହଁଚି କୁମ୍ଭୀର ନଦୀର ଭାସୁ ଥିବାର ଦେଖିଥିଲେ ତେଣୁ ବନ ବିଭାଗ କୁମ୍ଭୀର ଥିବା କଥା ସ୍ପଷ୍ଟ କରିଥିଲା ଆଉ ସେବେଠାରୁ ସ୍ଥାନୀୟ ଲୋକମାନଙ୍କ ମନରେ ଆତଙ୍କ ସୃଷ୍ଟି ହୋଇ ଯାଇଛି |

ତେଣୁ ଗାଁର ଲୋକମାନେ ନଈ ଭିତରକୁ ମାଛ ଧରିବାକୁ ଯାଇ ନାହାଁନ୍ତି ତିନିଦିନ ତଳେ କୁମ୍ଭୀରଟି ଗୋଟେ ବଳଦକୁ ଆକ୍ରମଣ କରିବା କଥା କୁହାଯାଉଛି |ତେବେ ପ୍ରଶାସନ ଅଡ଼ି ବନ୍ଧରେ ଠିଆ ହୋଇ ଦେଖିବା ସହ ଚାଲି ଯାଇଥିଲା କାରଣ ପୂର୍ବରୁ ଏହି ଅଞ୍ଚଳରେ କେବେବି କୁମ୍ଭୀର ବାହାରି ନଥିଲା ତେଣୁ ସେମାନଙ୍କ ପାଖରେ ଧରିବା ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନଥିଲା |

ତେଣୁ ବନ ବିଭାଗ ଯେତେବେଳେ ଆସିଥିଲା କୁମ୍ଭୀରକୁ ଧରିବା ପାଇଁ ଜାଲ ଆଣିଥିଲେ ଆଉ ବୋଟ ମାଧ୍ୟମରେ କୁମ୍ଭୀରକୁ ଖୋଜା ଚାଲିଥିଲା ଦେଖନ୍ତୁ |ବନ ବିଭାଗର ଏହି ଡଙ୍ଗାକୁ ଦେଖି ଚମ୍ପଟ ମାରିଛି କୁମ୍ଭୀର ଅନ୍ୟପଟେ ଗାଁ ଲୋକମାନଙ୍କୁ ସତର୍କ ରହିବା ପାଇଁ ଡାକ ବାଦୀ ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇଛି |

Leave a Reply

Your email address will not be published. Required fields are marked *