ନମସ୍କାର ଦର୍ଶକବନ୍ଧୁ ବିଚ ରାସ୍ତାରେ ଏକ ମହିଳା ତିନି ଜଣକ ମହିଳା ସାଙ୍ଗରେ କରୁଛନ୍ତି ଏପରି କାର୍ଯ୍ୟ ଯାହାର ଭିଡିଓ ହେଉଛି ଭାଇରଲ ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ତେବେ ନମ୍ରତା ହେଉଛି ଏକ ନାରୀର ପରିଚୟ ଜଣେ ନାରୀ ଆଉ ଜଣେ ନାରୀଙ୍କୁ ସମ୍ମାନ ଓ ସହଯୋଗ କରିବା ହେଉଛି ନାରୀ ସମାଜର ଏକ ବଡ଼ ଦାୟିତ୍ୱ |ଯେତେବେଳେ ଏକ ନାରୀକୁ ପୁରୁଷ ସମାଜ ଖରାପ ଦୃଷ୍ଟିରେ ଦେଖିଥାଏ ସେତେବେଳେ ଜଣେ ନାରୀ ହିଁ ଆଉ ଜଣେ ନାରୀର ସହାୟତା ନେଇଥାଏ |
ଏମିତିରେ ଅନେକ କିଛି କଥା ଥାଏ ଯାହା ଗୋଟିଏ ନାରୀ ଅନ୍ୟ ଏକ ନାରୀକୁ ହିଁ କହିପାରେ |ହେଲେ ଯଦି ଗୋଟିଏ ନାରୀ ଅନ୍ୟ ନାରୀକୁ ସମ୍ମାନ ଦେବା ବଦଳରେ ତାକୁ ଆକ୍ରମଣ କରେ ସେତେବେଳେ ନାରୀଟି ସମ୍ପୂର୍ଣ୍ଣ ଭାବରେ ନିରାଶ ପାଲଟି ଯାଏ |ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ଜାଣିଲା ପରେ ନାରୀ ସମାଜର ମୁଣ୍ଡ ତଳକୁ ନଇଁ ପଡ଼ିବ |
ସୋସିଆଲ ମେଡିଆରେ ଭାଇରଲ ହେଉଥିବା ଫୋଟରେ ଜଣେ ମହିଳା ଅନ୍ୟ କେହିଜଣ ମହିଳାଙ୍କ ସହିତ ବାଦ ବିବାଦରେ ଲିପ୍ତ ଥିବା ଦେଖା ଯାଉଛି ଆଉ ସେହି ମହିଳା ଜଣକ ଉକ୍ତ ତିନିଜଣ ମହିଳା ମାନଙ୍କୁ ବୀଚ ରାସ୍ତା ଉପରେ ନିର୍ମମ ଭାବରେ ମାଡ଼ ମାରୁଥିବାର ଲାଗିଛନ୍ତି |
ତେବେ ବିଧା ଗୋଇଠା ସାଙ୍ଗକୁ ମୂଥା ପରେ ମୁଥା ମାରି ଚାଲିଛନ୍ତି କେହି ତାଙ୍କୁ ଆସି ଅଟକାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେ ନ ଅଟକି ଆହୁରି ମଧ୍ୟ ସେହି ମହିଳା ମାନଙ୍କୁ ମାଡ଼ ମାରିବାରେ ଲାଗିଛନ୍ତି ତାଙ୍କୁ ଟଣା ଓଟରା କରିବା ସହିତ ଡ୍ରେସକୁ ଝିଙ୍କି ପକାଉ ଥାଆନ୍ତି ଯାହା ଏବେ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |