ବାରବର୍ଷ ପୂର୍ବରୁ ଏହି ସିରିଏଲରେ ଅଭିନୟ କରୁଥିବା ଏହି ଅଭିନେତ୍ରୀ ଏବେ କରୁଛନ୍ତି ଏପରି କାମ ,Janile ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ |

ନମସ୍କାର ଦର୍ଶକବନ୍ଧୁ ଷ୍ଟାରପ୍ଲସର ଲୁକ୍ ହିଁ ଏମିତି ଯେ ଆପଣମାନେ ଦେଖିଥିବେ। ଏହି ଟିଭି ଶୋ କୁ ବୋହୁତ ଲୋକ ପସନ୍ଦ ବି କରିଥିଲେ,ସାଙ୍ଗମାନେ ଏହି ସିରିଏଲ ରେ ବୋହୁତ କଳାକାର ମାନେ ମୁଖ୍ୟ ଭମିକାରେ ଅଭିନୟ ମଧ୍ୟ କରିଥିଲେ। ଯେଉଁଥିରୁ ଏମିତି ଏକ ଭୂମିକା ଥିଲା ମୋହିତ ର ସ୍ତ୍ରୀ ଇମ୍ଳି ରାଠି। ଏହି ଅଭିନେତ୍ରୀଙ୍କ ବିଷୟରେ ବୋଧ୍ ହୁଏ ବୋହୁତ ହିଁ କମ୍ ଲୋକ ଜାଣିଥିବେ ,ଆଜି ଆମେ ଆପଣମାନଙ୍କୁ ତାଙ୍କ ରିୟଲ୍ ଲାଇଫ ବିଷୟରେ ଜଣାଇବୁ। ଦିୟା ଅର ବାତୀ ରେ ମୋହିତ ରାଠୀର ସ୍ତ୍ରୀ ର ଭୂମିକା ଇମଲି ରଠୀ ଅଭିନୟ କରିଥିଲେ |

ଅଭିନେତ୍ରୀ ପୂଜା ସିଂ। ପୂଜା ସିଂ jane ଭାରତୀୟ ଟିଭି କଳାକାର ଓ ମଡେଲ ଅଟନ୍ତି।ତାଙ୍କ ଜନ୍ମ ୮ ଜାନୁଆରୀ ୧୯୯୦ ରେ ଜମ୍ସେଦ୍ ପୁର୍ ରେ ହୋଇଥିଲା। ପୂଜା ସିଂ ସ୍ନାତକ ପର୍ଯ୍ୟନ୍ତ ପଢା ପୁରା କରିଛନ୍ତି। ପୂଜା ମଡେଲିଙ୍ଗ୍ ରୁ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି। ୨୦୧୧ ମସିହା ରେ ସେ ଟିଭି ଶୋ କମେଡି ସର୍କଶ ରେ ପ୍ରଥମ ଥର ଭାଗୀଦାର ହୋଇଥିଲେ। ବାସ୍ ଏହିଠାରୁ ସେ ନିଜ ଅଭିନୟ ଜୀବନ ର ଆରମ୍ଭ କରିଥିଲେ।

ଫ୍ରେଣ୍ଡସ ପୂଜା “ଆସ୍ମନ୍ ଆଗେ” , ସାବଧାନ ଇଣ୍ଡିଆ”,” କ୍ରାଇମ୍ ପେଟ୍ରୋଲ” ,”ଦିୟା ଔର ବାତି ହମ୍” “ଶକ୍ତି ଅସ୍ତିତ୍ବ କୀ” ଏମିତି ବୋହୁତ ହିଟ୍ ସିରିୟଲ ରେ କାମ କରିଥିଲେ। ଆଉ ସେ ଏବେ ଟିଭି ସିରିଏଲ୍ ବନି ଚାୱ ହୋମ ଡେଲିଭରି ଅଲ୍ପନା ରେ କାମ କରୁଛନ୍ତି। କିନ୍ତୁ ଆଜିବି ଦର୍ଶକ ମାନେ ପୂଜାଙ୍କୁ “ଦୀୟା ଔର ବାତି ହମ୍” ର ଇମ୍ଲିରାଠି ନାଆଁ ରେ ଜାଣନ୍ତି।

ଫ୍ରେଣ୍ଡସ ସିରୀୟଲ ରେ ବୋହୁତ ସାଧା ସିଧା ଦେଖାଯାଉଥିବା ପୂଜା ନିଜ ଜୀବନରେ ବୋହୁତ ଷ୍ଟାଇଲିଷ୍ଟ ଆଉ ହଟ୍। ଯେମିତି କି ଆପଣ ମାନେ ଫଟୋ ରେ ଦେଖିପାରୁଥିବେ। ଆପଣ ମାନଙ୍କୁ ଜଣାଉଛୁ ଯେ ପୂଜା ସିଂ ୨୦୧୭ ରେ କପିଲ ଚତାନିଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ। ଆଉ ପୂଜା ସିଂ ସୋସିଆଲ ମିଡିଆରେ ମଧ୍ୟ ବୋହୁତ ଆକ୍ଟିଭ ରହନ୍ତି।

ନୂଆ ନୂଆ ହ-ଟ୍ ଭିଡିଓ ନିଜ ଫ୍ୟାନ ମାନଙ୍କ ସହ ସେୟାର ମଧ୍ୟ କରନ୍ତି। ତ ଫ୍ରେଣ୍ଡସ ମାନେ ଟିଭି ସିରିୟଲ୍ “ଦିୟା ଔର ବାତି ” ରେ ଥିବା କେଉଁ କଳାକାରଙ୍କର ଅଭିନୟ ଆପଣ ମାନଙ୍କୁ ଭଲ ଲାଗିଥିଲା। କମେଣ୍ଟ ସେକ୍ସନ ରେ ନିଶ୍ଚିନ୍ତ ଲେଖି ଜଣାଇବେ, ଆଉ ଲାଇକ ସେଆର୍ କରି ଜଣାଇବେ।

Leave a Reply

Your email address will not be published. Required fields are marked *