500 ବର୍ଷ ପରେ ଆଜି ରାତିରେ ଦେଖାଦେବ ଗହ୍ମା ପୂର୍ଣ୍ଣିମାର ଚନ୍ଦ୍ର,4 ଟି ରାଶି ହେବାକୁ ଯାଉଛନ୍ତି କୋଟିପତି ଜାଣନ୍ତୁ ଆପଣଙ୍କ ରାଶି ବିଷୟରେ |

ନମସ୍କାର ଦର୍ଶକବନ୍ଧୁ ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ ଦୀର୍ଘ 500 ବର୍ଷ ପରେ ଗ୍ରହରେ ବନୁଅଛି ଅଦ୍ଭୁତ ମହାସଂଯୋଗ ଯାହା ଫଳରେ ଏହି ପାଞ୍ଚଗୋଟି ରାଶିର ଭାଗ୍ୟ ଆଜିଠାରୁ ଚମକିବାକୁ ଯାଉଅଛି ଆଜି ହେଉଛି ଶ୍ରୀ ବଳଦେବ ଜୀଉଙ୍କ ଜନ୍ମ ଉତ୍ସବ ଏବଂ ଏହି ଦିନ ରକ୍ଷାବନ୍ଧନର ପାବନ ପର୍ବ ମଧ୍ୟ ପଡୁଅଛି ଏବଂ ଏହାର ପରଦିନ ଅର୍ଥାତ 31 ଅଗଷ୍ଟ କୁ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମାର ପାବନ ଦିନ ରହିବ ଏହି ଥର ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନର ପର୍ବ ନାହିଁ |ଆପଣ ରକ୍ଷାବନ୍ଧନଙ୍କ ପର୍ବକୁ 30 ଅଗଷ୍ଟ ଅର୍ଥାତ ଆଜି ହିଁ ପାଳନ କରିଥିବେ |ରକ୍ଷାବନ୍ଧନର ଦିନଟିକୁ ହିନ୍ଦୁ ଧର୍ମରେ ବହୁତ ପବିତ୍ର ବିଚାର ବୋଲି ନିଆ ଯାଇଥାଏ ଏହି ଦିନଟି ସମଗ୍ର ପୃଥିବୀରେ ପବିତ୍ରତା ଏବଂ ସ୍ନେହର ଦିନ ବୋଲି ମାନ୍ୟତା ଦିଆଯାଇଅଛି |ତେବେ ଆଜି ଆମେ ଆଲୋଚନା କରିବା ସେହି ଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଯେଉଁ ମାନଙ୍କ ଭାଗ୍ୟ ଏହି ପବିତ୍ର ରକ୍ଷା ବନ୍ଧନ ଠାରୁ ଚମକିବାକୁ ଯାଉଅଛି ଏମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ଦୃଷ୍ଟି ରହିବାକୁ ଯାଉଅଛି |

ସିଂହ ରାଶି -ଏହି ରାଶିର ଲୋକମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ରହିବାକୁ ଯାଉଅଛି ଏହି ରାଶି ମାନଙ୍କ ଆଗାମୀ ସମୟ ଅତ୍ୟନ୍ତ ଭଲ ରହିବାକୁ ଯାଉଅଛି |ଯେଉଁମାନେ ବିଜନେସ କରୁଥିଲେ ସେମାନେ ବିଜନେସରେ ଭଲ ଲାଭ କରିବାକୁ ଯାଉଛନ୍ତି |ଏମାନେ ଯେଉଁ କାର୍ଯ୍ୟରେ ହାତ ଦେବେ ସଫଳ ନିଶ୍ଚିତ ଭାବରେ ହେବେ ତାଙ୍କର ବିଜନେସ ବହୁତ ଭଲ ଚାଲିବାକୁ ଯାଉଅଛି |ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ ପାଠ ପଢ଼ାରେ ତାଙ୍କ ମନ ଲାଗିବାକୁ ଯାଉଅଛି ଯେଉଁମାନେ ଦୀର୍ଘଦିନ ଧରି ଅବିବାହିତ ଥିଲେ ବିବାହର ଯୋଗ ସେମାନଙ୍କ ଆସୁଅଛି |ଆପଣଙ୍କୁ ଆପଣଙ୍କ ମନ ମୁତାବକ ଚାକିରୀ ମିଳିବାକୁ ଯାଉଅଛି |

କନ୍ୟା ରାଶି -ଏହି ରାଶିମାନଙ୍କ ଆଗାମୀ ସମୟ ଅତ୍ୟନ୍ତ ଭଲ ହେବାକୁ ଯାଉଅଛି ଜୀବନରେ ଆପଣଙ୍କ ସବୁ ପ୍ରକାର ଦୁଃଖ ଶେଷ ହେବାକୁ ଯାଉଅଛି ମା ଲକ୍ଷ୍ମୀଙ୍କ ଅପାର କୃପା ରହିବାକୁ ଯାଉଅଛି ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ଯେତେ ସବୁ ଦୁଃଖ ରହିଥିଲା ସେହି ଦୁଃଖ ସବୁ ଦୂର ହେବାକୁ ଯାଉଅଛି ଯେଉଁମାନେ ବେରୋଜଗାର ଥିଲେ ମା ଲକ୍ଷ୍ମୀଙ୍କ କୃପାରୁ ସେମାନଙ୍କ ରୋଜଗାର ମଧ୍ୟ ହେବାକୁ ଯାଉଅଛି ଯେଉଁମାନେ ଚାକିରୀ ଖୋଜୁଛନ୍ତି ସେମାନେ ଚାକିରୀରେ ପ୍ରମୋସନ ପାଇବାକୁ ଯାଉଛନ୍ତି |ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ସାରା ମଝଭୁତ ରହିବାକୁ ଯାଉଅଛି | ମା ଲକ୍ଷ୍ମୀଙ୍କ କୃପା ବର୍ଷା ଥିଲେ ଆପଣଙ୍କ ଘର ପରିବାରରେ ସୁଖ ଶାନ୍ତି ଖେଳି ରହିବ |

ତୁଳା ରାଶି -ଆପଣଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଯେଉଁମାନେ ବିଜନେସ କରୁଥିଲେ ସେ ତାଙ୍କ ବିଜନେସରେ ଭଲ ଲାଭ ପାଇବାକୁ ଯାଉଛନ୍ତି ସମାଜରେ ଆପଣଙ୍କ ଏକ ଅଲଗା ପରିଚୟ ସୃଷ୍ଟି ହେବାକୁ ଯାଉଅଛି ଆପଣଙ୍କ ଧନ ଲାଭର ଯୋଗ ମଧ୍ୟ ରହୁଅଛି ଆପଣଙ୍କୁ ଏକ ବଡ଼ ରୋଜଗାର ମିଳିପାରେ ଘରେ ଏବଂ ପରିବାରରେ ଆପାଣାଳଙ୍କ ଖୁସିର ମାହାଲ ଲାଗି ରହିବ |ଯେଉଁ ମାନଙ୍କ ଦୀର୍ଘଦିନ ଧରି ବିବାହ ହେଉନଥିଲା ସେମାନଙ୍କ ଆଗାମୀ ସମୟରେ ଖୁବ ଶୀଘ୍ର ଵିଵାହ ମଧ୍ୟ ହେବାକୁ ଯାଉଛି |

କୁମ୍ଭ ରାଶି -ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିବାକୁ ଯାଉଅଛି ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଯେଉଁମାନେ ବେରୋଜଗାର ଥିଲେ ବା ଚାକିରୀ ଖୋଜୁଥିଲେ ତାଙ୍କୁ ତାଙ୍କ ମନ ମୁତାବକ ଚାକିରୀ ମଧ୍ୟ ମିଳିବାକୁ ଯାଉଅଛି ଆପଣଙ୍କ ପରିବାରରେ ଖୁସିର ମାହାଲ ଲାଗିବାକୁ ଯାଉଅଛି |ଯେଉଁମାନଙ୍କ ଦୀର୍ଘଦିନ ଧରି ବିବାହ ହେଉନଥିଲା ସେମାନଙ୍କ ଆଗାମୀ ସମୟରେ ବିବାହ ମଧ୍ୟ ହେବାକୁ ଯାଉଅଛି ଆପଣଙ୍କ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବାକୁ ଯାଉଅଛି |

Leave a Reply

Your email address will not be published. Required fields are marked *