Malika Bachana :ସତ ହେଲା ମାଳିକା ଏକାଠି ହେଲେ ବଉଳା କୁମ୍ଭୀର ଏବଂ ଚିତ୍ତଳ ମାଛ ,ଜାଣିଲେ ଛାତି ଥରି ଉଠିବ, ସମୟ ହେଇଗଲାଣି ଆରମ୍ଭ |

ନମସ୍କାର ଦର୍ଶକବନ୍ଧୁ ହୀରାକୁଦରେ ଏକାଠି ହେଲେ ଚିତ୍ତଳ ମାଛ ଏବଂ ବଉଳା କୁମ୍ଭୀର ସତ ହେଲା ଅଚ୍ୟୁତାନନ୍ଦଙ୍କ ମାଳିକା ଲେଖା ମଣିଷ ଖିଆ ଲୋକ ଆହୁରି ଝୁଣି ଖାଇବ ଲୋକଙ୍କୁ ଓଡିଶାକୁ ପଡ଼ିଲାଣି ବିପଦ ମୁନି ଋଷି କହିଲେ ଏବେ ବି ସମୟ ଅଛି ସୁଧୁରି ଯାଅ ପାପୀ ମଣିଷ |ହଁ ଦର୍ଶକବନ୍ଧୁ ସତ ହେବାରେ ଲାଗିଛି ମାଳିକା ବଚନ ଏବେ ବଉଳା କୁମ୍ଭୀର ସହିତ ମିଶି ଯାଇଛି ଚିତ୍ତଳ ମାଛ ସାରା ରାଜ୍ୟରେ ଆତଙ୍କ ଖେଳାଇବେ କୁମ୍ଭୀର ଏବଂ ଚିତ୍ତଳ ମାଛ ଧୀରେ ଧୀରେ ସତ ହେବାରେ ଲାଗିଛି ମାଳିକା ଚାରିଆଡ଼େ ଦେଖିବାକୁ ମିଳୁଛି |

କୁମ୍ଭୀରର ଆତଙ୍କ ଯୁଆଡ଼େ ଦେଖିବେ କୁମ୍ଭୀର ତାର ଆତଙ୍କ ଖେଳାଉଛି ମାଳିକାରେ ଲେଖା ଥିବା କଥା ଧୀରେ ଧୀରେ ସତ ହେବାକୁ ଲାଗିଛି ସବୁଆଡ଼େ ହୁରି ପଡୁଛି ମାଳିକା ଏବେ ହୋଇଗଲାଣି ସତ୍ୟ ଏବେ ହିଂସ୍ର ପାଲଟି ଚାରିଆଡ଼େ ଆତଙ୍କ ଖେଳାଉଥିବା ବଉଳା କୁମ୍ଭୀର ଚିତ୍ତଳ ମାଛକୁ ଅପେକ୍ଷା କରିଥିଲା ଏ ନଦୀରୁ ସେ ନଦୀକୁ ଚିତ୍ତଳ ମାଛ ଖୋଜି ବୁଲୁଥିଲା |

ମଣିଷକୁ ଝୁଣି ଝୁଣି ଖାଇବା ସହିତ ତାର ସାଙ୍ଗ ଚିତ୍ତଳ ମାଛକୁ ଖୋଜୁଥିଲା କେନ୍ଦ୍ରାପଡ଼ା ,ଯାଜପୁର ,କଟକ ମୁଣ୍ଡଳୀ ଚାରିଆଡ଼େ ଖୋଜୁଥିଲା ମଣିଷ ଖିଆ କୁମ୍ଭୀର |କଟକରେ ପହଁଚି ତାର ସାଥୀକୁ ଖୋଜି ବୁଲୁଚି ବଉଳା କୁମ୍ଭୀର ଆଉ ଦୁଇଜଣ ମିଶି ମଣିଷକୁ ଶିକାର କରିବା ପାଇଁ ବଡ଼ ଯୋଜନା କରୁଛନ୍ତି ଏବେ ମିଶି ଯାଇଛନ୍ତି |

ଚିତ୍ତଳ ମାଛ ଏବଂ ମଣିଷ ଖିଆ ବଉଳା କୁମ୍ଭୀର ଯାହାକୁ ନେଇ ଆତଙ୍କିତ ରହିଛନ୍ତି ସାଧାରଣ ଲୋକେ |କୁମ୍ଭୀର କେନ୍ଦ୍ରାପଡ଼ା ଜିଲ୍ଲାରେ ପାଞ୍ଚ ଜଣକୁ ଖାଇଲା ପରେ ଯାଜପୁର ଜିଲ୍ଲାର ଜଣେ ମହିଳାଙ୍କୁ ଝୁଣି ଝୁଣି ଖାଇଥିଲା ଏହା ପରେ ରାଜ୍ୟରେ ଅନେକ ନଦୀରେ କୁମ୍ଭୀର ମାନଙ୍କ ଆତଙ୍କ ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *