ନମସ୍କାର ଦର୍ଶକବନ୍ଧୁ ଦୁଇଶହ ବର୍ଷ ପରେ ରକ୍ଷା ବନ୍ଧନରେ ଗଠନ ହେବ ଦୁର୍ଲଭ ମହାସଂଯୋଗ ଏହି ତିନି ରାଶିର ଖୋଲିଯିବ ଭାଗ୍ୟ ଭାଇ ଏବଂ ଭଉଣୀଙ୍କ ସ୍ନେହର ପ୍ରତୀକ ରକ୍ଷା ବନ୍ଧନ ଏହି ପର୍ବ ଆସନ୍ତା କାଲି ହେବାକୁ ଯାଉଅଛି ଏହି ପର୍ବ ଦୁଇଦିନ 30 ଏବଂ 31 ଅଗଷ୍ଟରେ ପାଳନ କରାଯିବ ଏହି ବର୍ଷ ରାକ୍ଷୀପୂର୍ଣ୍ଣିମାରେ ଦୁଇଶହ ବର୍ଷ ପରେ ବୁଦ୍ଧାଦିତ୍ୟ ଯୋଗ ,ରବି ଯୋଗ ଏବଂ ସତ ବିସା ନକ୍ଷତ୍ରର ବିରଳ ସଂଯୋଗ ଗଠନ ହେଉଛି ଏହି ସଂଯୋଗ ତିନୋଟି ରାଶିର ଭାଗ୍ୟକୁ ଉଜ୍ଜଳ କରିବ ତେବେ ଆସନ୍ତୁ ଜାଣିନେବା କଣ ସେହି ତିନି ଗୋଟି ଭାଗ୍ୟଶାଳୀ ରାଶି ଯେଉଁ ମାନଙ୍କ ଭାଗ୍ୟ ଏହି ରକ୍ଷା ବନ୍ଧନରେ ଫିଟିବାକୁ ଯାଉଅଛି ବା ସୁବର୍ଣ୍ଣ ସୁଯୋଗରେ ପରିଣତ ହେବାକୁ ଯାଉଅଛି ଏବଂ ସେମାନଙ୍କ ଜୀବନରେ ଅନେକ ଧନ ରତ୍ନ ମାଡ଼ି ଆସିବା ସହିତ ସେମାନଙ୍କ ପରିବାରରେ ହସ ଖୁସିର ମାହାଲ ଖେଳିଯିବ |
ଧନୁ ରାଶି -ଏଥର ରକ୍ଷା ବନ୍ଧନ ଧନୁ ରାଶିର ଲୋକମାନଙ୍କ ପାଇଁ ମଧୁର ହେବାକୁ ଯାଉଅଛି ଆପଣଙ୍କ ବିବାହିତ ଜୀବନ ସୁଖମୟ ରହିବ ପରିବାରରେ ଏକତା ମଜଭୁତ ହେବ ଦରମା ବ୍ୟତୀତ ଆପଣ ନୂତନ ଆୟର ଉତ୍ସ ସୃଷ୍ଟି କରିବା ପାଇଁ ସକ୍ଷମ ହେବେ ପୁରୁଣା ବନ୍ଧୁଙ୍କୁ ଭେଟିବାର ସମ୍ଭାବନା ରହିଅଛି |
ସିଂହ ରାଶି -ଏଥର ରକ୍ଷାବନ୍ଧନ ସିଂହ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଖୋଲିଯିବ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ ହଟାତ ଆପଣ କୌଣସି ସ୍ଥାନରୁ ଟଙ୍କା ପାଇବେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ପର୍ବଟି ଆପଣଙ୍କ ପାଇଁ ଚମତ୍କାର ହେବାକୁ ଯାଉଅଛି ଏହି ସମୟ ମଧ୍ୟରେ ଆପଣ ନୂତନ ବିନିଯୋଗ ପାଇଁ ନିଷ୍ପତି ନେବେ |
ମିଥୁନ ରାଶି – ଏହି ରକ୍ଷାବନ୍ଧନରେ ହେଉଥିବା ଦୁର୍ଲଭ ମହାସଂଯୋଗ ହେତୁ ମିଥୁନ ରାଶିର ଲୋକମାନଙ୍କର ଜୀବନରେ ଅର୍ଥ ସଙ୍କଟ ଶେଷ ହେବାକୁ ଯାଉଅଛି |ହଟାତ ଟଙ୍କା ଆପଣଙ୍କୁ ଧନୀ କରିପାରେ ଆପଣଙ୍କ ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ହେବ ପୂର୍ବ ଅପେକ୍ଷା ଅଧିକ ଧନ ସଞ୍ଚୟ କରିବା ପାଇଁ ସକ୍ଷମ ହେବେ |
କନ୍ୟା ରାଶି -ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ବିଶେଷ କୃପା ପଡ଼ିବା କାରଣରୁ ସବୁ ଦୁଃଖ କଷ୍ଟ ଦୂର ହେବାକୁ ଯାଉଅଛି ଏବଂ ଜୀବନରେ ମଧ୍ୟ ସବୁ ସମସ୍ୟା ଦୂର ହେବାକୁ ଯାଉଅଛି |ଚାକିରୀ ଖୋଜୁଥିବା ବ୍ୟକ୍ତିମାନଙ୍କୁ ଚାକିରୀ ମିଳିବ ଏବଂ ଯଦି ଚାକିରୀରେ ରହୁଛନ୍ତି ତେବେ ପଦୋନ୍ନତି ମଧ୍ୟ ରହିବ |
କୁମ୍ଭ ରାଶି -ଏହି କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିଯିବ ବୈବାହିକ ଜୀବନ ସୁଖମୟ ହେବ ଏବଂ ବେରୋଜଗାର ରହିଥିଲେ ରୋଜଗାର ପ୍ରାପ୍ତ ହେବ ପରିବାରରେ ଖୁସିର ମାହାଲ ଲାଗିବାକୁ ଯାଉଅଛି |ଦୀର୍ଘଦିନ ହେଉଥିବା ବିବାହ ସମ୍ପନ୍ନ ହେବ ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଜୀବନରେ ଧନର ଅଭାବ ଆଉ ଦେଖାଯିବ ନାହିଁ