ରାକ୍ଷୀପୂର୍ଣ୍ଣିମା ଦିନ କାହାକୁ କିଛି ନଜଣାଇ ଭଉଣୀଙ୍କୁ ଦିଅନ୍ତୁ ଏହି Jinisha ର ଉପହାର ସାରା ଜୀବନ ଭଉଣୀ ରହିବ ଖୁସି ,ବାନ୍ଧିବା ପୂର୍ବରୁ ଜାଣି ନିଅନ୍ତୁ |

ନମସ୍କାର ଦର୍ଶକବନ୍ଧୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରତ୍ୟକ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ଥାଆନ୍ତି ଏବଂ ଏହା ପରେ କିଛି ଭାଇ ଠାରୁ ଉପହାର ମଧ୍ୟ ଦେଇ ଥାଆନ୍ତି |ଏହି ରାକ୍ଷୀ ପୂର୍ଣ୍ଣିମାରେ ସମସ୍ତ ଭାଇ ମାନଙ୍କ ଇଛା ଥାଏ ଯେ ନିଜ ଭଉଣୀ ମାନଙ୍କ ତାଙ୍କ ମନ ପସନ୍ଦର ଉପହାର ଦେବା ପାଇଁ |ସର୍ବଦା ଭାଇ ମାନେ କହିଥାଆନ୍ତି ଯେ ଉପହାରଟି ଏପରି ହେଉ ଯେପରି ଭଉଣୀ ମାନଙ୍କ କାମରେ ଆସୁଥିବ କିନ୍ତୁ ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀଙ୍କୁ କିଛି ଉପହାର ଦେବା ଆଗରୁ ତା ପୂର୍ବରୁ କିଛି ଆବଶ୍ୟକୀୟ କଥା ବିଷୟରେ ଜାଣି ନିଅନ୍ତୁ |

ଆମେ ଯେତେବେଳେ ଗିଫ୍ଟ ଦେବା ବେଳେ ଏପରି ଭୁଲ କରିଥାଉ ଯାହାକି ତାହାର ଖରାପ ପ୍ରଭାବ ପଡ଼ିଥାଏ କାହିଁକିନା ବେଳେବେଳେ ଏହି ଗିଫ୍ଟ ଅଶୁଭ ମଧ୍ୟ ହୋଇଥାଏ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ହିଁ କହିବାକୁ ଯାଉଛୁ |ଭଉଣୀ ମାନଙ୍କୁ ଗିଫ୍ଟରେ କେବେବି କଣ୍ଟା ଥିବା ବସ୍ତୁ ଦିଅନ୍ତୁ ନାହିଁ ଏପରି ବସ୍ତୁ ଦେବା ଦ୍ୱାରା ଭଉଣୀ ମାନଙ୍କ ଅଶୁଭ ହୋଇଥାଏ |

ଏହା ସହିତ ଗିଫ୍ଟରେ କେବେବି ରୁମାଲ କିମ୍ବା ଟାୱାଲ ଦିଅନ୍ତୁ ନାହିଁ ଏହାକୁ ଗିଫ୍ଟ ଭାବରେ ଅଶୁଭ ବିଚାର କରାଯାଏ |ତାହା ସହିତ ଆଇନା ମଧ୍ୟ ଗିଫ୍ଟ ଆଦିରେ ଦିଅନ୍ତୁ ନାହିଁ ତ କଣ ଦେବେ ଆପଣ |ଏହି ଶୁଭ ରାକ୍ଷୀପୂର୍ଣିମାରେ ଭଉଣୀ ମାନଙ୍କୁ ଏପରି ଶୁଭ ବସ୍ତୁ ଦିଅନ୍ତୁ ଯାହା ତାଙ୍କ ପାଇଁ ଶୁଭ ହୋଇଥିବ |

ଭଉଣୀ ମାନଙ୍କୁ ଉପହାର ଦେବା ବେଳେ ତାଙ୍କ ମନ ପସନ୍ଦର ଉପହାର ଦିଅନ୍ତୁ ଆପଣ ଚାହିଁଲେ ସୁନା ରୂପା ଆଇଟମ ଦେଇପାରିବେ ଉପହାରରେ ଆପଣ ଏହା ଦେବା ଦ୍ୱାରା ଘରେ ସୁଖ ସମୃଦ୍ଧିର ବର୍ଷା ହୋଇଥାଏ ଏହା ସହିତ ତାଙ୍କୁ ଆପଣ କୌଣସି ବହି ମଧ୍ୟ ଗିଫ୍ଟ କରିପାରନ୍ତି |

Leave a Reply

Your email address will not be published. Required fields are marked *