ନମସ୍କାର ଦର୍ଶକବନ୍ଧୁ ଯବାନ ପରିବାରର ସଂଘର୍ଷ କାହାଣୀକୁ ନେଇ କଟକ କାଠ ଯୋଡ଼ିରେ ସୁଟିଙ୍ଗ ଚାଲିଥିଲା ଫିଲ୍ମ ଅପରେସନ ||ମିଛି ମିଛିକା ଚାଲିଥିଲା ପାଣିରେ ବୁଡ଼ିବା ଅଭିନୟ ହେଲେ ଘଟିଗଲା ଏକ ବଡ଼ ଅଘଟଣ |ସୁଧାଂଶୁ ସାହୁ ନିର୍ଦିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ସୁଟିଙ୍ଗ କାଠଯୋଡ଼ିରେ ଚାଲୁଥିବା ବେଳେ ହଟାତ ମୁଖ୍ୟ ନାୟକ ଶେହେନ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ |
ଶେହେନ ଭଲ ଭାବରେ ପହଁରା ଶିଖିଥିବା ସତ୍ୱେ ନଦୀର ସୁଅ ତାଙ୍କୁ ନଦୀର କିଛି ଭିତରକୁ ଟାଣି ନେଇଥିଲା ହେଲେ ସେ ଡରି ନଥିଲେ ପ୍ରଖର ସ୍ରୋତରେ ପହଁରି ପହଁରି ନଦୀ ବାହାରକୁ ଆସିଥିଲେ |ଫିଲ୍ମର ଅନ୍ୟ ସଦସ୍ୟ ମାନେ ତାଙ୍କୁ ଉଦ୍ଧାର କରିଥିଲେ ଡାକ୍ତରଙ୍କ ସାଙ୍ଗରେ ତାଙ୍କ ଆସୁ ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇଥିଲେ |
ସେହିପରି ମୁଖ୍ୟ ନାୟିକା ମଧ୍ୟ ସେଇଟି ଏକ ଛୋଟ ଦୁର୍ଘଟଣାରେ ଆହତ ହୋଇଥିଲେ ଯେଉଁଥିରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା କିନ୍ତୁ ପରେ ସେ ଭଲ ହେବା ପରେ ସୁଟିଙ୍ଗକୁ ଫେରିଥିଲେ |ପ୍ରଯୋଜିକା ଶୁଭ୍ରା ପଟନାୟକଙ୍କ ଅପରେସନ ଲେଖକ ଦିଲ୍ଲୀପ ଚୌଧୁରୀ ଅଧ୍ୟକତାରେ ଚିଠି ରହିଛନ୍ତି |
ସଙ୍ଗୀତ ନିର୍ଦେଶକ ଦାୟିତ୍ୱ ନେଇଛନ୍ତି ବୈଦ୍ୟନାଥ ଦାସ ଚିତ୍ରନାଟ୍ୟର ମୁଖ୍ୟ ରହିଛନ୍ତି ପ୍ରଶାନ୍ତ ମହାପାତ୍ର ସହଯୋଗୀ ନିର୍ଦେଶାନ ରହିଛନ୍ତି ବାପୁ |ଏମାନଙ୍କ ସହିତ ଓଡ଼ିଶାର ବହୁତ ସୁନାମ ଧନ୍ୟ କଳାକାର ଚୌଧୁରୀ ବିକାଶ ଦାସ ,ଚୌଧୁରୀ ଜୟ ପ୍ରକାଶ ଦାସ ରହିଛନ୍ତି ଏହି ଚଳଚ୍ଚିତ୍ରଟି ଖୁବ ଶୀଘ୍ର ସୁଟିଙ୍ଗ ସେଟକୁ ଯିବ ବୋଲି ପ୍ରଯୋଜନା ସଂସ୍ଥା ଆଶା କରିଛି |